Facebook ବନା ଦି ଯୋଡ଼ି ,୨୮ ବର୍ଷୀୟ ଯୁବକଙ୍କୁ ନିଜର ଜୀବନସାଥୀ କରିଲେ ୮୩ ବର୍ଷୀୟା ମହିଳା

ପ୍ରତ୍ୟେକ ଲୋକ ପ୍ରେମରେ ପଡନ୍ତି । କିଛି କିଛି ପ୍ରେମ କାହାଣୀ ଏଭଳି ଅଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ମଣିଷ କେଉଁ ସମୟରେ କାହାକୁ ଆଉ କିପରି ହୃଦୟ ଦେଇ ବସେ ତାହା ସେ ନିଜେ ମଧ୍ୟ ଜାଣି ନଥାଏ ।…

T-20 World Cup: ଶ୍ରୀଲଙ୍କାକୁ ହରାଇ ସେମିରେ ପହଞ୍ଚିଲା ଇଂଲଣ୍ଡ, ଅଷ୍ଟ୍ରେଲିଆର ସ୍ୱପ୍ନ ଚୁରମାର୍

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପର ସୁପର-୧୨ ପର୍ଯ୍ୟାୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଛି । ଆଜି ଗ୍ରୁପ-ଏ’ର ଅନ୍ତିମ ମ୍ୟାଚରେ ଇଂଲଣ୍ଡ-ଶ୍ରୀଲଙ୍କା ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଥିଲା । ପୂର୍ବରୁ ଏହି ଗ୍ରୁପରୁ…

ବିଜେପିକୁ ଝଟକା, ଗୁଜରାଟ  ନିର୍ବାଚନ ପୂର୍ବରୁ ଦଳ ଛାଡିଲେ ୪ ଥରର ବିଧାୟକ

ନୂଆଦିଲ୍ଲୀ: ଗୁଜୁରାଟ  ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଜୋରଦାର ଝଟକା। ପାର୍ଟିର ବରିଷ୍ଠ ନେତା ତଥା ଚାରି ଥରର ବିଧାୟକ ଜୟ ନାରାୟଣ ବ୍ୟାସ୍ ଦଳରୁ ଇସ୍ତଫା ଦେଇଛନ୍ତି। କେବଳ ଏତିକି ନୁହେଁ ସେ କଂଗ୍ରେସ…

ଅଦ୍ଭୁତ ଘଟଣା! ୮ ବର୍ଷର ଛୁଆକୁ କାମୁଡ଼ିବା ପରେ ସାପର ହେଲା ମୃତ୍ୟୁ, ଛୁଆ ସୁରକ୍ଷିତ

ରାୟପୁର: ଛତିଶଗଡ଼ର ଜଶପୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଜଶପୁରରେ ଗୋଟିଏ ଛୁଆକୁ ସାପ କାମୁଡ଼ିଦେବା ପରେ ସେ ସାପକୁ ୨ ଥର କାମୁଡ଼ି ଦେଇଥିଲା, ଯାହାଫଳରେ ସାପର ମୃତ୍ୟୁ ହୋଇଗଲା । ସୂଚନା ମୁତାବକ,…

କର୍ମଚାରୀଙ୍କ ଛଟେଇକୁ ନେଇ ମୁହଁ ଖୋଲିଲେ ଏଲନ୍ ମସ୍କ: କହିଲେ ଏହି କାରଣ ପାଇଁ ଚାକିରିରୁ ବାହାରୁଛନ୍ତି…

ନୂଆଦିଲ୍ଲୀ: ଏଲନ୍ ମସ୍କ ଟ୍ୱିଟରକୁ କିଣିବା ପରେ ବର୍ତ୍ତମାନ ଆକ୍ସନ ମୋଡରେ ଅଛନ୍ତି । ସେ କିଛିଦିନ ମଧ୍ୟରେ ଅନେକ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ନିକଟରେ ସେ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିଥିବା ବେଳେ…

ଗୁଜରାଟ ବିଧାନସଭା ନିର୍ବାଚନରେ ପାକିସ୍ତାନରୁ ଆସିଥିବା ହିନ୍ଦୁ ପ୍ରଥମ ଥର କରିବେ ମତଦାନ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନରେ ଏଥର ଏକ ହଜାରରୁ ଅଧିକ ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀ ମତଦାନ କରିବେ। ୧୦୩୨ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ମିଳି ସାରିଛି। ଅହମ୍ମଦାବାଦ ଜିଲ୍ଲାପାଳଙ୍କ ପକ୍ଷରୁ ଗତ…

କୋଣାର୍କ ପରେ ଏହି ସ୍ଥାନରେ ରହିଛି ଆଉ ଏକ ସୂର୍ଯ୍ୟ ମନ୍ଦିର: ଦେଢ ଲକ୍ଷ ବର୍ଷ ତଳେ ଭଗବାନ ବିଶ୍ୱକର୍ମା କରିଥିଲେ ନିର୍ମାଣ

ବିହାର: ଆରମ୍ଭ ହୋଇଯାଇଛି ହିନ୍ଦୁ ଛଟ୍ ପୂଜା । କାର୍ତ୍ତିକ ମାସ ଶୁକ୍ଳ ପକ୍ଷର ଷଷ୍ଠ ଦିନରେ ପାଳନ କରାଯାଏ ଏହି ପର୍ବ । ଛଟ୍ ପୂଜାରେ ସୂର୍ଯ୍ୟ ଦେବ ଏବଂ ଛଠୀ ମା'ଙ୍କୁ ପୂଜା କରାଯାଏ । ପ୍ରଥମେ ଭାରତ ଏବଂ ଏବେ ସାରା…

୧୧ ନଭେମ୍ବରରୁ ଏହି ରାଶିର ଲୋକଙ୍କ ପାଇଁ ଆରମ୍ଭ ହେବ ଭଲ ଦିନ: ମା’ ଲକ୍ଷ୍ମୀ କରିବେ ଧନବର୍ଷା

ଜ୍ୟୋତିଷଶାସ୍ତ୍ରରେ ଶୁକ୍ରଙ୍କୁ ମହତ୍ୱପୂର୍ଣ୍ଣ ଗ୍ରହ ଭାବେ ବିବେଚନା କରାଯାଏ । ଶୁକ୍ର ଗ୍ରହ ଶୁଭ ହେବାରୁ ମା’ ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିଥାଏ । ସେହିପରି ଶୁକ୍ରଦେବ ଅଶୁଭ ହେବାରୁ ଅନେକ ସମସ୍ୟାର ସାମ୍ନା…

ଗୁଜୁରାଟ ନିର୍ବାଚନ ଚୟନ ପୂର୍ବରୁ କେଜ୍ରିୱାଲଙ୍କୁ ଝଟକା: କଂଗ୍ରେସରେ ସାମିଲ ହେଲେ APP ନେତା

ଅହମଦାବାଦ: ବର୍ତ୍ତମାନ ଗୁଜୁରାଟରେ ବିଧାନସଭା ନିର୍ବାଚନ ପାଇଁ ମଇଦାନ ସଜା ଚାଲିଥିବା ବେଳେ ଦଳମାନଙ୍କ ମଧ୍ୟରେ ଅଙ୍କକଷା ଅବ୍ୟହତ ରହିଛି । ସେପଟେ ନିର୍ବାଚନ ପାଇଁ ବିଗୁଲ ମଧ୍ୟ ବାଜିସାରିଛି । କିନ୍ତୁ ଏତତ୍ ବ୍ୟତିତ…

ପାକିସ୍ତାନ ଗୃହମନ୍ତ୍ରୀଙ୍କ ଦାବି: ଇମ୍ରାନଙ୍କ ଉପରେ ହୋଇନାହିଁ ଗୁଳି ଚାଳନା, ଆହତ ହେବା ଘଟଣା ମିଛ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସମେତ ତିନି ଜଣଙ୍କୁ ଦାୟୀ କରିଛନ୍ତି । ଶୁକ୍ରବାର ଦିନ ଲାହୋରର ଶୌକତ ଖାନମ୍…