ମୁଖ୍ୟ ବିଚାରପତିଙ୍କ ବିରୋଧରେ ମିଥ୍ୟା ଖବର ପ୍ରସାରିତ ଦୁର୍ଭାଗ୍ୟଜନକ, ବିବୃତି ଜାରି କଲେ ଓଡ଼ିଶା ହାଇକୋର୍ଟ
କଟକ: ଓଡ଼ିଶା ହାଇକୋର୍ଟ ବିଚାରପତିଙ୍କ ସହିତ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କ ବୈଠକର ଫଟୋ ଖୁବ୍ ଭାଇରାଲ ହେଉଛି । ଯାହାକୁ ନେଇ ରାଜ୍ୟଯାକ ଚର୍ଚ୍ଚା ଲାଗି ରହିଛି। ତେବେ ଏହାକୁ ନେଇ ହାଇକୋର୍ଟ ପକ୍ଷରୁ ଏକ ବିବୃତି ଜାରୀ…