‘ବହୁତ ଦୟାଳୁ ଅଟନ୍ତି’, ଦୁଷ୍କର୍ମ ପରେ ନାବାଳିକାକୁ ଜୀବନ୍ତ ଛାଡିଦେଲେ: ହାଇକୋର୍ଟ
ମଧ୍ୟପ୍ରଦେଶ: ଦେଶରେ ଲୋକଙ୍କ ସାମାଜିକ ଜୀବନଶୈଳୀ ଯେତେ ପରିବର୍ତନ ଘଟୁଥିଲେ ମଧ୍ୟ ମହିଳା ଏବଂ ଯୁବତୀଙ୍କ ପ୍ରତି ଅତ୍ୟାଚାର ବଢି ଚାଲିଛି। ଏପରିକି ନାବାଳିକାମାନଙ୍କ ସହିତ ଦୁଷ୍କର୍ମ ଭଳି ଖବର ମଧ୍ୟ ଘଟିଚାଲିଛି। ଏହାରି…