ଜଗନ୍ନାଥଙ୍କ ପାଖରେ ଲାଗି ହୁଏ ଅନେକ କିସମର ପଖାଳ: ମଣୋହି ହୁଏ ସ୍ୱତନ୍ତ୍ର ୮ ପ୍ରକାରର ପଖାଳ
ପ୍ରତ୍ୟେକ ଓଡିଆଙ୍କ ପ୍ରିୟ ଖାଦ୍ୟ କହିଲେ ସେ ପଖାଳ କଂସାକୁ ବୁଝାଏ । ଖାଲି ଓଡ଼ିଆ ନୁହେଁ, ଓଡ଼ିଆଙ୍କ ଆରାଧ୍ୟ ବଡ଼ ଠାକୁରଙ୍କର ମଧ୍ୟ ପ୍ରିୟ ହେଉଛି ପଖାଳ । ଜଗତର ନାଥ ମଧ୍ୟ ପଖାଳକୁ ଭାରି ଭଲ ପାଆନ୍ତି । ମଉଡମଣି…