ପରୀକ୍ଷାରେ କପି କରିବା ପାଇଁ ପିଲାଙ୍କ ନୂଆ ଟେକନିକ: ଏମିତି ବୁଦ୍ଧିରେ କରୁଥିଲେ ନକଲ
ନୂଆଦିଲ୍ଲୀ: ଅନେକ ସମୟରେ ପରୀକ୍ଷାରେ ପିଲାମାନେ ନକଲ କରୁଥିବା ବା କପି କରୁଥିବାର ଘଟଣା ଦେଖିବାକୁ ମିଳିଥାଏ । ବିଭିନ୍ନ ବୁଦ୍ଧି କରି ପରୀକ୍ଷା ହଲରେ କପି ପହଞ୍ଚାଇବାକୁ ଚେଷ୍ଟା କରନ୍ତି ଛାତ୍ରଛାତ୍ରୀ । ତେବେ କିଛି…