ଗଣେଶ ପଣ୍ଡାଲରେ ନାଚୁଥିବା ବେଳେ ମଞ୍ଚରେ ମୁହଁ ମାଡି ପଡିଗଲେ କଳାକାର; ଉଡ଼ିଗଲା ପ୍ରାଣବାୟୁ …
ମେନପୁରୀ : ଗଣେଶ ପଣ୍ଡାଲ ରେ ନାଚୁଥିବା ବେଳେ ଜଣେ କଳାକାରଙ୍କର ମୃତ୍ୟୁ ହୋଇଛି । ଘଟଣା ସମୟରେ ସେଠାରେ ଶହ ଶହ ଲୋକ ଉପସ୍ଥିତ ଥିଲେ। ହନୁମାନଙ୍କ ପୋଷାକ ପିନ୍ଧିଥିବା କଳାକାର ହଠାତ୍ ମଞ୍ଚ ଉପରେ ପଡ଼ିଗଲେ । ଲୋକମାନେ…