Breaking News ଏସିଆ କପ୍: ଶ୍ରୀଲଙ୍କାଠୁ ହାରି ବିଦାୟ ପଥରେ ଭାରତ Odisha Bhaskar Bureau Sep 7, 2022 ୟୁଏଇ: ଏସିଆ କପ୍ ସୁପର ଫୋରର ତୃତୀୟ ମ୍ୟାଚ୍ରେ ଶ୍ରୀଲଙ୍କା ଭାରତକୁ ୬ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଶ୍ରୀଲଙ୍କା ଏସିଆ କପ୍ ଫାଇନାଲ ପାଇଁ ନିଜର ଦାବିକୁ ମଜବୁତ କରିଥିବାବେଳେ ଫାଇନାଲ ପାଇଁ ରାସ୍ତା ଭାରତ…
Breaking News ହାର୍ଟ ଆଟାକରେ ଆଲବମ ଅଭିନେତା ସତ୍ୟଜିତ ପୁରୋହିତଙ୍କ ପରଲୋକ Sushreejyoti Routray Sep 7, 2022 ଭୁବନେଶ୍ୱର: ସମ୍ବଲପୁରୀ ତଥା ମେଗା ଧାରାବାହିକ ଅଭିନେତା ସତ୍ୟଜିତ ପୁରୋହିତଙ୍କ ପରଲୋକ । ମୃତ୍ୟ ବେଳେ ତାଙ୍କ ୩୨ ବର୍ଷ ହେଉଥିଲା । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପୁର୍ବରୁ ସେ କୌଣସି ଅଜଣା ରୋଗରେ…
Astrology ରାଶିଫଳ(ବୁଧବାର,୦୭ ସେପ୍ଟେମ୍ବର,୨୦୨୨) Odisha Bhaskar Bureau Sep 7, 2022 ମେଷ - ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ଏବଂ ଆଶାଜନକ ସୁଫଳ ନିଶ୍ଚିତ ପାଇବେ। ଶିଳ୍ପ, ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ। ଅତି ଭଲ ସମ୍ପର୍କ ରହିଥିବା…
Breaking News ଘଟିଲା ଅପେକ୍ଷାର ଅନ୍ତ: ଆସନ୍ତା ୨୮ ତାରିଖରେ କେନ୍ଦ୍ର କ୍ୟାବିନେଟ୍ ଘୋଷଣା କରିବ ବର୍ଦ୍ଧିତ DA! Manas Pradhan Sep 6, 2022 ନୂଆଦିଲ୍ଲୀ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ଘୋଷଣା ହେବାକୁ ଯାଉଛି । ଅଲ ଇଣ୍ଡିଆ କଞ୍ଜ୍ୟୁମର ପ୍ରାଇସ ଇଣ୍ଡେକ୍ସ…
Breaking News ସପ୍ତାହକୁ ୩ରୁ ୪ ଥର ଶାରୀରିକ ସମ୍ପର୍କ ସ୍ଥାପନ କରୁଥିବା ପୁରୁଷଙ୍କ କ୍ଷେତ୍ରରେ Prostate Cancer ଆଶଙ୍କା ହ୍ରାସ ପାଇଥାଏ: Research Manas Pradhan Sep 6, 2022 ନୂଆଦିଲ୍ଲୀ: କ୍ୟାନସର ଆଜି ସାରା ବିଶ୍ୱରେ ଏକ ଘାତକ ରୋଗ ଭାବେ ସାବ୍ୟସ୍ତ ହୋଇଛି । ଉଭୟ ପୁରୁଷ ଓ ମହିଳା ଏହାର ଶିକାର ପାଲଟୁଥିବା ବେଳେ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ଏହା ସଂକ୍ରମିତ କରିଥାଏ । ତେବେ ନିକଟରେ…
Featured ଅଦାନୀଙ୍କୁ ମିଳିଲା ବଡ ସଫଳତା: ଧନୀ ତାଲିକାର ଚତୁଥ ସ୍ଥାନକୁ ପହଞ୍ଚିଲେ ଗୌତମ Abinash Kumar Dhal Sep 6, 2022 ନୂଆଦିଲ୍ଲୀ: କୋଟିପତିଙ୍କ ତାଲିକାରେ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି ବିଶିଷ୍ଟ ଶୀଳ୍ପପତି ଗୌତମ ଅଦାନୀ । ତାଙ୍କର ନେଟୱର୍ଥ ଏବେ ୧୪୬.୫ ଆରବ ଡଲାରରେ ପହଞ୍ଚିଛି । ଗତ କିଛି ବର୍ଷ ମଧ୍ୟରେ ସମ୍ପତ୍ତିକୁ ନେଇ ଖୁବ ସଫଳତା…
Breaking News ୟୁକ୍ରେନ ଫେରନ୍ତା ଭାରତୀୟ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର: NMC ଜାରି କଲା ନୋଟିଫିକେସନ Manas Pradhan Sep 6, 2022 ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ କାରଣରୁ ଶହ ଶହ ଭାରତୀୟ ଛାତ୍ରଛାତ୍ରୀ ବିଦେଶରେ ଫସି ରହିଥିଲେ । ପରବର୍ତ୍ତୀ ସମୟରେ ଅନେକ ମେଡିକାଲ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ । ତେବେ ଏହା…
Breaking News ଗାଡ଼ିର ସମସ୍ତ ଯାତ୍ରୀଙ୍କ ପାଇଁ ସିଟ୍ ବେଲ୍ଟ ବାଧ୍ୟତାମୂଳକ: କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି Manas Pradhan Sep 6, 2022 ନୂଆଦିଲ୍ଲୀ: ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କର ସଡ଼କ ଦୁର୍ଘଟଣାରେ ଅଚାନକ ମୃତ୍ୟୁ ପରେ କେନ୍ଦ୍ର କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଣିକି ଗାଡ଼ିରେ ଯାତ୍ରା କରୁଥିବା ପ୍ରତ୍ୟେକ…
Asia Cup ଲାଜ ବଞ୍ଚାଇଦେଲେ ରୋହିତ ଶର୍ମା: ଶ୍ରୀଲଙ୍କାକୁ ୧୭୪ ରନର ଟାର୍ଗେଟ ଦେଲା ଭାରତ Abinash Kumar Dhal Sep 6, 2022 ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ର ସୁପର-୪ ମ୍ୟାଚରେ ଶ୍ରୀଲଙ୍କାକୁ ୧୭୪ ରନର ଟାର୍ଗେଟ ଦେଇଛି ଟିମ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମାଙ୍କ ଦମଦାର ୭୨ ରନର ପାଳି ଫଳରେ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚିଛି ଦଳ । ୪୧ ବଲରୁ ୭୨…
Breaking News ରାଜ୍ୟର ସମସ୍ତ ସରକାରୀ ବିଭାଗରୁ ପେଟ୍ରୋଲ, ଡିଜେଲ ଗାଡ଼ି ହଟିଯିବ: ଲାଗୁହେବ ବିଦ୍ୟୁତଚାଳିତ ଯାନ Manas Pradhan Sep 6, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ରାଜ୍ୟର ସରକାରୀ ବିଭାଗରୁ ପେଟ୍ରୋଲ ଓ ଡିଜେଲ ଚାଳିତ କାର ହଟିଯିବ । ଉକ୍ତ ସ୍ଥାନରେ ବିଦ୍ୟୁତ ଚାଳିତ ଯାନର ବ୍ୟବହାର କରାଯିବ । ସମସ୍ତ ମନ୍ତ୍ରୀ, ଅଧିକାରୀମାନେ ବିଦ୍ୟୁତଚାଳିତ ଯାନ…