“ମୁସଲମାନ ହେଇଯାଅ, ନହେଲେ ମୁଣ୍ଡକାଟ ହେବ’: ଧମକପୂର୍ଣ୍ଣ ଚିଠିକୁ ନେଇ ଆତଙ୍କିତ ଇଞ୍ଜିନିୟରଙ୍କ ପରିବାର

ନୂଆଦିଲ୍ଲୀ: ଅନେକ ସମୟରେ ବେଆଇନ ଭାବରେ ଧର୍ମ ପରିବର୍ତ୍ତନ କରାଉଥିବାର ଖବର ସାମ୍ନାକୁ ଆସିଛି । ଏବେ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ରାଜସ୍ଥାନରେ ଜଣେ ଇଞ୍ଜିନିୟରଙ୍କୁ ମୁସଲମାନ…

ଆଜି ଭେଟେରାନ୍ ଅଭିନେତା ଋଷି କପୁରଙ୍କ ଜନ୍ମବାର୍ଷିକୀ: ସ୍କ୍ରିନରେ ରୋମାଣ୍ଟିକ ହିରୋ ଭୂମିକାରେ କରିଥିଲେ ରାଜ୍

ମୁମ୍ବାଇ: ଆଜି ଭେଟେରାନ୍ ଅଭିନେତା ଋଷି କପୁରଙ୍କ ଜନ୍ମବାର୍ଷିକୀ | ଯଦିଓ ଅଭିନେତା ଦୁନିଆରେ ନାହାଁନ୍ତି, ତଥାପି ତାଙ୍କ ପ୍ରଶଂସକଙ୍କ ଅଭାବ ନାହିଁ | ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ହୃଦୟରେ ରାଜ୍ କରିଥିବା ଏହି…

ଅନେକ ପ୍ରୟାସ ପରେ ମଧ୍ୟ ରାତିରେ ନିଦ ଆସୁ ନାହିଁ, ତେଣୁ ଶୋଇବା ପୂର୍ବରୁ ଏହି ୩ ଟି ଜିନିଷ ଖାଆନ୍ତୁ ନାହିଁ

ନୂଆଦିଲ୍ଲୀ: ଶୋଇବା ବ୍ୟାଧି ବର୍ତ୍ତମାନ ଯୁଗର ଏକ ପ୍ରମୁଖ ସମସ୍ୟା ମଧ୍ୟରୁ ଅନ୍ୟତମ। ଏଥିପାଇଁ ସାଧାରଣତଃ ଅଜବ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ଦାୟୀ। ଯେଉଁ କାରଣରୁ କିଛି ଲୋକ ରାତିରେ ଆରାମଦାୟକ ନିଦ…

ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ନୂତନ କୁଳପତି ଭାବରେ ନିଯୁକ୍ତି ହେଲେ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା

ଭୁବନେଶ୍ୱର : ଓଡିଶା ୟୁନିଭର୍ସିଟି ଆକ୍ଟ ୧୯୮୯ ର ଧାରା ୬ ର ସବ୍ ସେକ୍ସନ୍ ୭ ରେ ଦିଆ ଯାଇଥିବା କ୍ଷମତା ପ୍ରୟୋଗରେ ମାନ୍ୟବର ରାଜ୍ୟପାଳ ଓଡ଼ିଶା ପ୍ରଫେସର ଗଣେଶ ଲାଲ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡାଙ୍କୁ ଜଗନ୍ନାଥ…

ଭାରତ ବିପକ୍ଷରେ ଏହି ବୋଲରଙ୍କୁ ଖେଳାଇବାକୁ ବାଧ୍ୟ ପାକିସ୍ତାନ, ଖରାପ ଫର୍ମ କାରଣରୁ ଦଳରୁ ହୋଇଥିଲେ ବାହାର

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଏସିଆ କପ ୨୦୨୨ର ସୁପର ୪ର ଦ୍ଵିତୀୟ ମୁକାବିଲା ଖେଳାଯିବ। ଏହି ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ ଷ୍ଟାୟମରେ ସନ୍ଧ୍ୟା ୭ଟା୩୦ରୁ ଆରମ୍ଭ ହେବ। ତେବେ ଦୁଇ ଦଳ ଆହତଜନିତ…

ପୁରସ୍କାର ପାଇଁ କରାଯାଉଛି ମ୍ୟାଚ୍ ଫିକ୍ସିଂ: ପୁରସ୍କାର ଉତ୍ସବରେ ଧର୍ମେନ୍ଦ୍ରଙ୍କ ତେରେଛା ବାଣ

ଭୁବନେଶ୍ୱର: ୨୫ବର୍ଷ ଧରି ଜନସେବାରେ ନିୟୋଜିତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ପୁରସ୍କାରରେ ସମ୍ମାନିତ କରିଛି "କ୍ୟାପିଟାଲ ଫଇଉଣ୍ଡସେନ ସୋସାଇଟି'। ଏହାକୁ ନେଇ ବିଜେଡି ନେତା…

ନୀତିଶ କୁମାରଙ୍କ ପ୍ରଧାନମନ୍ତ୍ରୀ ହେବା ସ୍ଵପ୍ନକୁ ଧୂଳିସାତ କରିଦେବେ ମମତା ? ୨୦୨୪ରେ ଏକାକୀ ଲଢିବ ଟିଏମସି

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ପରେ ଦେଶରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଉ କିଏ ଯୋଗ୍ୟ ପ୍ରାର୍ଥୀ ଅଛନ୍ତି କି ? ଏହି ପ୍ରଶ୍ନ ଜନମାନସରେ ସର୍ବଦା ଉଙ୍କି ମାରି ଆସିଛି। ଏମିତିରେ ୨୦୨୪ରେ ସାଧାରଣ…

EPFO ନିର୍ଦ୍ଧାରଣ କଲା ସୁଧ ହାର, ଜାଣନ୍ତୁ ଆପଣଙ୍କ PF ଖାତାରେ କେତେ ଟଙ୍କା ଭରିବେ ସରକାର

ନୂଆଦିଲ୍ଲୀ: ସରକାର ଖୁବ୍ ଶୀଘ୍ର ପ୍ରୋବିଡେଣ୍ଟ ଫଣ୍ଡ(ପିଏଫ୍‌) ଆକାଉଣ୍ଟ ଧାରକଙ୍କ ଖାତାରେ ଟଙ୍କା ଭରି ପାରନ୍ତି। ଆକାଉଣ୍ଟରେ ଜମା ହୋଇଥିବା ଟଙ୍କା ଉପରେ ସୁଧ ପାଇବାକୁ ପିଏଫ୍ ଆକାଉଣ୍ଟଧାରୀମାନେ ଅପେକ୍ଷା କରିଛନ୍ତି।…

ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : ବର୍ଷେ ନୁହେଁ ଦଶ ବର୍ଷ ନୁହେଁ ଦୀର୍ଘ ୨୫ବର୍ଷ ଧରି ନିଜକୁ ଜନସେବାରେ ନିୟୋଜିତ କରିଥିବା ବିଜେଡି ର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରାପ୍ତ ହେଲା 'ଜୀବନବ୍ୟାପୀ ସାଧନା ସମ୍ମାନ’ । ଆଜି…

ବୃଦ୍ଧି ପାଇଲା ବାଣିଜ୍ୟ ନିଅଣ୍ଟ: ଅଗଷ୍ଟରେ ୨୮.୬୮ ବିଲିୟନ ଡ଼ଲାରରେ ନିଅଣ୍ଟ ପହଞ୍ଚିଲା, ଆମଦାନୀରେ ୩୭% ବୃଦ୍ଧି

ନୂଆଦିଲ୍ଲୀ: ଚଳିତ ବର୍ଷ ଅଗଷ୍ଟରେ ଦେଶର ବାଣିଜ୍ୟ ନିଅଣ୍ଟ ୨୮.୬୮ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି। ଭାରତର ରପ୍ତାନୀ ମଧ୍ୟ ଗତ ମାସରେ ହ୍ରାସ ପାଇଛି। ଯାହା ସରକାରୀ ତଥ୍ୟରେ ଦେଖିବାକୁ ମିଳିଛି। ଏଥି ସହିତ ଅଗଷ୍ଟ ୨୦୨୨…