ଦେଓମାଳି ପର୍ବତକୁନେଇ କ’ଣ କହିଲେ ତାରା….

ଭୁବନେଶ୍ୱର:ଦେଓମାଳି ପର୍ବତକୁ ନେଇ ଜୋର ଧରିଛି ରାଜନୀତି । ବିଧାନସଭା ଗୃହରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ବିଧାନସଭାରେ ଯେଉଁ ମନ୍ତବ୍ୟ ଦେଲେ ତାହାକୁ ନେଇ ଗୃହରେ ଉତ୍ତେଜନା ଦେଖାଦେଇଥିଲା । ଏହା ପରେ ମନ୍ତ୍ରୀ…

ଏସିଆ କପ୍‌ କ୍ରିକେଟ: ୨୮ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲା

ମୁମ୍ବାଇ: ଚଳିତ ଅଗଷ୍ଟ ୨୭ ତାରିଖରୁ ୟୁନାଇଟେଡ ଆରବ ଏମିରେଟ୍ସରେ ଅନୁଷ୍ଠିତ ହେବ ଏସିଆ କପ କ୍ରିକେଟ ପ୍ରତିଯୋଗିତା । ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ପରସ୍ପରକୁ ଭେଟିବା ପାଇଁ ଥିବା ବେଳେ ୨୮ ତାରିଖ ଦିନ…

ଆଇପିଏସ ଓପିଏସ ଅଫିସର ସ୍ତରରେ ବଦଳି: ପ୍ରହ୍ଲାଦ ମୀନା ବୌଦ୍ଧର ଏସପି, ପ୍ରମୋଦ ରଥ ଦେବଗଡ଼ ଏସପି

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ରାଜ୍ୟ ସରକାର ଆଇପିଏସ୍‌ ଏବଂ ଅଫିସର ସ୍ତରରେ ବରିଷ୍ଠ ଓପିଏସ୍‌ ଅଦଳବଦଳ କରିଛନ୍ତି । ଏ ନେଇ ଗୃହ ବିଭାଗ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି । ପ୍ରକାଶିତ ବିଜ୍ଞପ୍ତି…

ପୁଣି ଯୁଦ୍ଧମୁହାଁ ବିଶ ତାଇୱାନ ସୀମାରେ ୪ ଆମେରିକୀୟ ଯୁଦ୍ଧ ଜାହାଜ

ହଂକଂ: ଚୀନ୍ ର ଚେତାବନୀ ମଧ୍ୟରେ ଆମେରିକାର ଲୋୟରହାଉସ ବାଚସ୍ପତି ନାନସୀ ପେଲୋସି ମଙ୍ଗଳବାର ଦିନ ତାଇପେଇ ଅଭିମୁଖେ ଯାତ୍ରା କରିଥିବାବେଳେ ଆମେରିକା ପକ୍ଷରୁ ଚାରିଟି ଯୁଦ୍ଧ ଜାହାଜ ଦ୍ୱୀପର ପୂର୍ବ ସମୁଦ୍ରରେ ନିୟୋଜିତ…

ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ଚିନ୍ତାରେ ଚାଷୀ, ମରୁଡ଼ି ସମ୍ଭାବନା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ମୌସୁମୀ ଦୁର୍ବଳ ହେବାରେ ଲାଗିଛି । ସପ୍ତାହେ ହେବ ବର୍ଷାର ଦେଖାନାହିଁ । ଧାରା ଶ୍ରାବଣରେ ଡହଡହ ଖରା । ବହୁ ସ୍ଥାନରେ ଚାଷଜମି ଫାଟିଗଲାଣି । ତଳି ଜଳିଗଲାଣି । ଗଜା ମରୁଡ଼ିର…

ରାଶିଫଳ(ବୁଧବାର,୦୩ ଅଗଷ୍ଟ,୨୦୨୨)

ମେଷ - କାର୍ଯ୍ୟ କୁ ସଫଳ କରିବାରେ ପ୍ରତିବନ୍ଧକ ସୃଷ୍ଟିହେବ । ନିକଟ ସମ୍ପର୍କୀୟ ପ୍ରିୟଜନଙ୍କ ଆଶ୍ୱାସନା ମନକୁ ଲାଘବ କରିଦେଇପାରେ । ବ୍ୟବସାୟ, ପରିବହନରେ ଉନ୍ନତି ଘଟିବ । ସାଧାରଣ କଥାକୁ କେନ୍ଦ୍ରକରି ପାରିବାରିକ…

GST Slab Rate: ବଟର, ଘିଅ, ଫ୍ରୁଟ ଜୁସ, ଆଲମଣ୍ଡସ, ପ୍ରୋସେସଡ୍ ଫୁଡସ୍ ଉପରେ ଲାଗିବନି ୧୨ ପ୍ରତିଶତ GST!

ନୂଆଦିଲ୍ଲୀ: ଜିଏସଟିକୁ ନେଇ ଜନତାଙ୍କୁ କିଛି ଆଶ୍ୱସ୍ତିକର ଖବର ମିଳିପାରେ । ଜିଏସଟି ମୂଲ୍ୟର ଯୁକ୍ତିକରଣ ଓ ସମୀକ୍ଷା ପାଇଁ ଗଠିତ ହୋଇଥିବା ମନ୍ତ୍ରୀଙ୍କ ଗ୍ରୁପ (ଜିଓଏମ)ରେ ଏନେଇ କିଛି ନିଷ୍ପତ୍ତି ହୋଇପାରେ । କିଛି…

ବ୍ରା ଲୁଚାଇ ରଖିବାକୁ କୁହାଯାଏ କାହିଁକି? Sexism କୁ ସାମନା କରିବା ଉପରେ କହିଲେ ଆଲିଆ

ମୁମ୍ବାଇ: ବଲିଉଡର ଚୁଲବୁଲି ନାୟିକା ଅନେକ ସମୟରେ ନିଜ ମତାମତ ପାଇଁ ଚର୍ଚ୍ଚାରେ ରୁହନ୍ତି । ଖୋଲାଖୋଲି ଭାବେ ନିଜ ମନ କଥା ସେୟାର କରିବାରେ ସେ ମାହିର । କୌଣସି ବି କଥାକୁ ସେ ଖୁବ ଫ୍ରାଙ୍କଲି କହିପାରନ୍ତି । ସେହିପରି…

କେମିକାଲ କମ୍ପାନୀରେ ବିଷାକ୍ତ ଗ୍ୟାସ୍ ଲିକ୍, ୫୦ ରୁ ଅଧିକ ମହିଳା ଅସୁସ୍ଥ, ହସ୍ପିଟାଲରେ କରାଗଲା ଭର୍ତ୍ତି

ଆନ୍ଧ୍ରପ୍ରଦେଶର ଅଚ୍ୟୁତପୁରମ ରେ ଏକ କେମିକାଲ କମ୍ପାନୀରେ ଗ୍ୟାସ୍ ଲିକ୍ ହେବାର ମାମଲା ସାମ୍ନାକୁ ଆସିଛି । ଗ୍ୟାସ୍ ଲିକ୍ ହେବା କାରଣରୁ ୫୦ ମହିଳାଙ୍କ ଅସୁସ୍ଥ ହୋଇପଡ଼ିଥିଲେ ସେମାନଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ…

ରାଜ୍ୟସଭାରେ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ସମସ୍ତ ଜିନିଷ ଉପରେ ଲାଗିବ ନାହିଁ GST

ନୂଆଦିଲ୍ଲୀ: ଗତ ଜୁନ ମାସ ୨୮ରୁ ୨୯ ମଧ୍ୟରେ ଜିଏସଟି କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁ ନନ ଆଇସିୟୁ ରୁମର ଦୈନିକ ଭଡ଼ା ୫ ହଜାରରୁ ଅଧିକ ହୋଇଥିବ ତା’ ଉପରେ ୫ ପ୍ରତିଶତ ଜିଏସଟି ଲାଗି ନେଇ ବୈଠକରେ ନିଷ୍ପତ୍ତି…