ନାବାଳିକାଙ୍କୁ କମେଣ୍ଟ ମାରିବା ନେଇ ନାବାଳକକୁ ହତ୍ୟା ! ଦୁର୍ଘଟଣାରେ ମୁଖ୍ୟ ଅଭିଯୁକ୍ତ ମୃତ୍ୟୁ, ଅନ୍ୟ ୩ ଅଟକ

କୋରାପୁଟ, (ଭାସ୍କର ନ୍ୟୁଜ୍‌): କୋରାପୁଟ ଟାଉନ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ କମେଣ୍ଟ ମରାକୁ କେନ୍ଦ୍ର କରି ତୁମୁଳକାଣ୍ଡ ଘଟିଛି । ଅଭିଯୁକ୍ତଙ୍କ ଆକ୍ରମଣରେ ନାବାଳିକାଙ୍କ ସହିତ ଥିବା ନାବାଳକଙ୍କ ମୃତ୍ୟୁ ଘଟିଛି ।…

ଖଜୁରିଆ ଗ୍ରାମରୁ ୪ କେଜି ୭ଶହ ଗଞ୍ଜେଇ ଜବତ ଫ୍ଲାଇଙ୍ଗ ସ୍କ୍ୱାର୍ଡ, ମହିଳା ଗିରଫ

ଢେଙ୍କାନାଳ, (ଭାସ୍କର ନ୍ୟୁଜ୍‌): ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗଞ୍ଜେଇ ,ବ୍ରାଉନସୁଗାର ଆଦି ମାଦକ ଦ୍ରବ୍ୟର ଚୋରା ଚାଲାଣ ବହୁଳ ମାତ୍ରାରେ ବୃଦ୍ଧି ପାଇଥିବା ବେଳେ ଏହି କିଛି ଦିନ ହେବ ସମ୍ବଲପୁର ଅବକାରୀ…

ବିଶ୍ୱର ପ୍ରଥମ ମୁଣ୍ଡ ନେଲା ମଙ୍କିପକ୍ସ, ସ୍ପେନ୍‌ରେ ରହିଛନ୍ତି ସର୍ବାଧିକ ଆକ୍ରାନ୍ତ

ମାଦ୍ରିଦ : ଭାରତ ସମେତ ସାରା ବିଶ୍ୱରେ ମଙ୍କିପକ୍ସ ତାର କାୟା ବିସ୍ତାର କରିବାରେ ଲାଗିଛି । ପ୍ରାୟ ୨୫ଟି ରାଷ୍ଟ୍ରକୁ ଏହା କବଳିତ କରିସାରିଲାଣି । ତେବେ ସର୍ବାଧିକ ମଙ୍କିପକ୍ସ ପୀଡିତ ସ୍ପେନ୍‌ରେ ଦେଖିବାକୁ ମିଳୁଛି ।…

ଆଜି ରାଜ୍ୟସ୍ତରୀୟ ମହିଳା ପାଇକ ଆଖଡା ସମାବେଶ, ଜୟଦେବ ଭବନରେ ଅନୁଷ୍ଠିତ ହେବ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌):   ଆଜି ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘ ପକ୍ଷରୁ ଜୟଦେବ ଭବନରେ ରାଜ୍ୟସ୍ତରୀୟ ମହିଳା ପାଇକ ସମାବେଶ, ଶୋଭାଯାତ୍ରା, ବିଜୟ ଉତ୍ସବ ଓ ସମ୍ବର୍ଦ୍ଧନା ପର୍ବ ଆୟୋଜିତ ହେବ । ମହିଳା ପାଇକ…

ରାଜ୍ୟରେ ୩ରୁ ବଦଳିବ ପାଗ ସହ ପୁଣି ବର୍ଷି, ୭ରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ୩ ଦିନ ହେଲା ରାଜ୍ୟରେ ପାଗ ଖରାଟିଆ ରହିଛି। ମୌସୁମୀ-ବିରତି ଜାରି ରହିଥିବାରୁ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି। ଅଗଷ୍ଟ ୨ ଯାଏ ପାଗ ଏହିଭଳି…

ସ୍ନାକ୍ସ ପ୍ୟାକେଟରେ ଲୁଚାଇ ନେଉଥିଲେ କୋଟି କୋଟି ଟଙ୍କାର ହୀରା, ଧରାପଡ଼ିଗଲେ ବ୍ୟକ୍ତି

ଜଣେ ବ୍ୟକ୍ତି ଭିନ୍ନ ଉପାୟରେ ଏୟାରପୋର୍ଟରେ ଅବୈଧ ଭାବରେ ହୀରା ନେଇଯାଉଥିବାବେଳେ ଧରାପଡ଼ି ଗିରଫ ହୋଇଛନ୍ତି । ସୁଟକେସ୍ ରେ ସ୍ନାକ୍ସ ପ୍ୟାକେଟରେ ଲୁଚାଇ ରଖିଥିବା ହୀରା ଜବତ କରିଛନ୍ତି କଷ୍ଟମ ବିଭାଗ । ଗୁଜରାଟ ସୁରତ…

ରେଷ୍ଟୁରାଣ୍ଟ ଯେଉଁଠାରେ ଖାଇବା ପରେ ଚାଟିବାକୁ ପଡ଼େ, କାନ୍ଥ ଜାଣନ୍ତୁ କେଉଁଠି…

ଦୁନିଆରେ ଅନେକ ରେଷ୍ଟୁରାଣ୍ଟ ଅଛି, ଯାହା ନିଜ ସ୍ୱତନ୍ତ୍ରତାକୁ ନେଇ ପ୍ରସିଦ୍ଧ । ସୁସ୍ୱାଦ୍ୟୁ କିମ୍ବା ଭିନ୍ନ ଖାଦ୍ୟ ହେଉ କିମ୍ବା ହେଉ ଅବା ନିଜର ଭିନ୍ନ କଲଚରକୁ ନେଇ ଚର୍ଚ୍ଚାରେ ରହିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ…

କମନୱେଲଥ ଗେମ୍ସ ୨୦୨୨ରେ ଭାରତ ଜିତିଲା ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: କମନୱେଲଥ ଗେମ୍ସର ଆଜି ଦ୍ୱିତୀୟ ଦିନରେ ଭାରତ ନିଜର ବିଜୟ ଅଭିଯାନ ଜାରି ରଖିଛି । ଭାରତୀୟ ଭାରୋତ୍ତଳନକାରୀ ମୀରାବାଈ ଚାନୁ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଟୋକିଓ ଅଲିମ୍ପିକରେ ସେ ରୌପ୍ୟ…

(Video) ପର୍ଯ୍ୟଟକ ଆସିଥିଲେ ଚିଡ଼ିଆଖାନା ବୁଲିବାକୁ, ଗୋରିଲା କଲା ଏମିତି…

ଆପଣ ନିଶ୍ଚୟ ଚିଡ଼ିଆଖାନା ବା' ‘ଜୁ’ ବୁଲିବାକୁ ଯାଇଥିବେ । ଏହି ଚିଡ଼ିଆଖାନା ରେ ଆପଣ ଭିନ୍ନ ଭିନ୍ନ ପ୍ରକାର ଜୀବଜନ୍ତୁ ଦେଖିବାକୁ ପାଇବେ । ସବୁ ପ୍ରାଣୀଙ୍କୁ ଦେଖିବାରେ ଏକ ଭିନ୍ନ ମଜା ମଧ୍ୟ ଥାଏ । ସେ ହାତୀ ହେଉ କି…

୩ କଂଗ୍ରେସ ବିଧାୟକ ଗିରଫ: ଗାଡ଼ିରୁ ମିଳିଲା ଟଙ୍କାର ପାହାଡ଼, ଆସିଲା ନୋଟ୍ ଗଣିବା ମେଶିନ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରୁ ଗିରଫ ହୋଇଛନ୍ତି ଝାଡ଼ଖଣ୍ଡର ୩ ଜଣ କଂଗ୍ରେସ ବିଧାୟକ । ପୋଲିସ ସେମାନଙ୍କ ଗାଡ଼ିରୁ ଟଙ୍କାର ପାହାଡ଼ ଜବତ କରିଛି । ତେଣୁ ନୋଟ୍ ଗଣିବା ମେଶିନ୍ ମଗାଯାଇଛି । ତେବେ ତିନି ଜଣ ବିଧାୟକ ହେଉଛନ୍ତି…