ରାଷ୍ଟ୍ରପତି ଭାବେ ଶପଥ ନେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଭାରତର ଇତିହାସରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ । ଭାରତ ଗଣରାଜ୍ୟର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ପ୍ରଥମ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ । ସଂସଦର ସେଣ୍ଟ୍ରାଲ ହଲରେ ସୁପ୍ରିମକୋର୍ଟର…

(Video)ସମୁଦ୍ର ମଝିରେ ପୁଣି ଜଳିଗଲା ଏକ ମାଛଧରା ଟ୍ରଲର: ଅଳ୍ପକେ ବର୍ତ୍ତିଲେ ୯ ମତ୍ସ୍ୟଜୀବୀ

ପାରାଦୀପ(ଓଡ଼ିଶା ଭାସ୍କର): ଚିଲିକା ମୁହାଣ ନିକଟ ସମୁଦ୍ରରେ ଜଳିଗଲା ମାଛଧରା ବୋଟ 'ଭାଗିଦାରୀ-୩'। ରବିବାର ଅପରାହ୍ନରେ ମଝି ସମୁଦ୍ରରେ ଏକ ମାଛଧରା ଟ୍ରଲରରେ ନିଆଁ ଲାଗିଯାଇଥିବା ଜଣାପଡିଛି । କୂଳଠାରୁ ପ୍ରାୟ ୫…

(Video)ରାଷ୍ଟ୍ରପତି ଭବନ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ: ବିଦାୟୀ ରାଷ୍ଟ୍ରପତି କୋବିନ୍ଦ ଓ ତାଙ୍କ ପତ୍ନୀ କଲେ ସ୍ୱାଗତ

ନୂଆଦିଲ୍ଲୀ: ଭାରତର ଇତିହାସରେ ଯୋଡିହେବାକୁ ଯାଉଛି ଏକ ନୂଆ ଅଧ୍ୟାୟ । ଆଉ ମାତ୍ର କିଛି ଘଣ୍ଟାର ପ୍ରତୀକ୍ଷେ । ଭାରତ ଗଣରାଜ୍ୟର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ପ୍ରଥମ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ…

ଭୟଙ୍କର ସଡକ ଦୁର୍ଘଟଣାରେ ୮ ଯାତ୍ରୀ ମୃତ, ଦୁଇ ଡଜନରୁ ଅଧିକ ଆହତ

ଉତ୍ତରପ୍ରଦେଶ: ସୋମବାର ସକାଳେ ଉତ୍ତରପ୍ରଦେଶର ବାରବାଙ୍କି ଠାରେ ଏକ ଦୁଖଃଦ ଦୁର୍ଘଟଣା ଘଟିଛି। ଲୋନି କାଟ୍ରା ପୋଲିସ ଷ୍ଟେସନର ନାରାୟଣପୁର ଗ୍ରାମ ନିକଟ ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଦୁଇଟି ଡବଲ ଡେକର ବସ୍ ମୁହାଁମୁହିଁ…

Video: ଅନନ୍ୟାଙ୍କୁ କିସ୍ କଲେ ବିଜୟ, ଛାଡି ଚାଲିଗଲେ ରଣବୀର

ମୁମ୍ବାଇ: ଫିଲ୍ମ ‘ଲାଇଗର’ ଟିମ୍ ପାଇଁ ଏକ ବିଶେଷ ଦିନ ଥିଲା। ଫିଲ୍ମର ଟ୍ରେଲର ଏକ ବଡ଼ ଆକାରରେ ରିଲିଜ୍ କରାଯାଇଛି। କହିବାକୁ ଗଲେ ଏହାର ଟ୍ରେଲର କେବଳ ଗୋଟିଏ ନୁହେଁ ହାଇଦ୍ରାବାଦ ଏବଂ ମୁମ୍ବାଇର ୨ଟି ସହରରେ ରିଲିଜ୍…

ପୁଣିଥରେ ଦେଶର ସର୍ବୋଚ୍ଚ ଟ୍ୟାକ୍ସ ପ୍ରଦାନକାରୀ ଅଭିନେତା ହେଲେ ଅକ୍ଷୟ କୁମାର: ଆୟକର ବିଭାଗ ଦ୍ୱାରା ସମ୍ମାନିତ

ମୁମ୍ବାଇ: ବଲିଉଡ ସେଲିବ୍ରିଟମାନେ ଯେତେ ମୋଟା ଅଙ୍କର ଟଙ୍କା ରୋଜଗାର କରୁଛନ୍ତି, ସେହିପରି ଇନକମ୍ ଟ୍ୟାକ୍ସ ମଧ୍ୟ ଜମା କରୁଛନ୍ତି । ସବୁବେଳେ ଚର୍ଚ୍ଚାରେ ରହୁଥିବା ଖିଲାଡି ଷ୍ଟାର ଅକ୍ଷୟ କୁମାର ପୁଣିଥରେ ଟ୍ୟାକ୍ସକୁ…

ଲକଡାଉନରେ ଚାକିରି ହରାଇବା ପରେ ମାଂସ ବ୍ୟବସାୟ ଆରମ୍ଭ କଲେ, ଏବେ ୨ ବର୍ଷରେ ୧୦ କୋଟି ଟଙ୍କାର ବ୍ୟବସାୟ

ମହାରାଷ୍ଟ୍ର: ଆକାଶ ମସ୍କେ ଏବଂ ଆଦିତ୍ୟ କିର୍ତ୍ତନେ ପିଲାଦିନର ବନ୍ଧୁ। ବଡ ହୋଇ ଉଭୟ ଇଞ୍ଜିନିୟର ହେଲେ। କରୋନା ମହାମାରୀ ସମୟରେ ଅନେକ ଭାରତୀୟଙ୍କ ପରି ସେମାନଙ୍କ ଜୀବନରେ ମଧ୍ୟ ମାଡି ଆସିଲା ଦୁଖଦଃ ଘଟଣା। ଉଭୟ ଫିଲ୍ମ…

ଦୁର୍ବଳ ହେଉଛି ଘୂର୍ଣ୍ଣିବଳୟ: ୨ ଦିନ ପରେ ପାଗରେ ହେବ ପରିବର୍ତ୍ତନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ଉତ୍ତର ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ରହିଥିଲେ ମଧ୍ୟ ଏହାର ପ୍ରଭାବ ଧୀରେ ଧୀରେ ହ୍ରାସ ପାଉଛି । ଅର୍ଥାତ୍ ଏହା କ୍ରମଶଃ ଦୁର୍ବଳ ହେବାରେ…

(Video) ଚୋରି କରିବାକୁ ମନ୍ଦିରରେ ପଶିଥିଲା ଚୋର: ହେଲା ଚମତ୍କାର, ଭଗବାନ୍ ଦେଲେ ଦଣ୍ଡ

ନୂଆଦିଲ୍ଲୀ: ଖରାପ ଉଦ୍ଦେଶ୍ୟ ରଖି କରିଥିବା କାମର ପରିଣାମ ସବୁବେଳେ ଖରାପ ହିଁ ହୋଇଥାଏ । ବେଳେବେଳେ ଭଗବାନ ମଧ୍ୟ ଖରାପ ଉଦ୍ଦେଶ୍ୟ ଥିବା ଲୋକଙ୍କୁ ଦଣ୍ଡ ଦିଅନ୍ତି । ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି…

ରାଶିଫଳ(ସୋମବାର,୨୫ ଜୁଲାଇ,୨୦୨୨)

ମେଷ: ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ଏବଂ ଆଶାଜନକ ସୁଫଳ ନିଶ୍ଚିତ ପାଇବେ । ଶିଳ୍ପ, ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ । ଅତି ଭଲ ସମ୍ପର୍କ ରହିଥିବା ନିଜ ଲୋକଙ୍କ…