ଅବିବାହିତ ବଡ ଭଉଣୀ ଛୋଟ ଭାଇ ଉପରେ ନିର୍ଭରଶୀଳ, ବୀମା କମ୍ପାନୀକୁ ଦେବାକୁ ପଡିବ କ୍ଷତିପୂରଣ: ଅଦାଲତ
ନୂଆଦିଲ୍ଲୀ: ସଡକ ଦୁର୍ଘଟଣା ମାମଲାରେ ଅଦାଲତ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ଅଦାଲତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବକଙ୍କ ଅବିବାହିତ ବଡ ଭଉଣୀ କ୍ଷତିପୂରଣ ପାଇବା ହକଦାର ବୋଲି କହିଛନ୍ତି। ଅଦାଲତ ନିଜ…