ଭୁବନେଶ୍ବର ବିମାନ ବନ୍ଦର ନିକଟରେ ବୁଲୁଛି ବାଘ! ଠାବ କରିବାକୁ ବନ ବିଭାଗର ଉଦ୍ୟମ ଜାରି

ଭୁବନେଶ୍ବର: ଭୁବନେଶ୍ୱର ବିମାନବନ୍ଦର ନିକଟରେ ବୁଲୁଛି ବାଘ । ବିମାନବନ୍ଦର ନିକଟ ଡମ୍ପିଂ ୟାର୍ଡ ନିକଟରେ ବାଘ ରହିଥିବା ସୂଚନା ରହିଛି । ଏକ କଲରାପତରିଆ ବାଘ ରହିଥିବା ନେଇ ଖବର ପ୍ରସାରିତ ହେବା ପରେ ଅଞ୍ଚଳବାସୀ ଏହାକୁ…

ଜାଣନ୍ତୁ ଧନତେରସରେ ସୁନା/ଝାଡୁ କିଣିବା ପାଇଁ ସବୁଠାରୁ ଭଲ ସମୟ; ମିଳିବ ମା’ ଲକ୍ଷ୍ମୀଙ୍କ ଆଶିଷ

ଓଡ଼ିଶା ଭାସ୍କର: ପାଞ୍ଜିର ପାର୍ଥକ୍ୟ ଯୋଗୁଁ ଏଥର ଧନତେରସକୁ ନେଇ ଦ୍ୱନ୍ଦ୍ୱ ରହିଛି, କିନ୍ତୁ ଚଳିତ ବର୍ଷ ଧନତେରସ ୨୯ ଅକ୍ଟୋବର ୨୦୨୪ରେ ପାଳନ କରାଯିବ, କାରଣ ଏହି ଦିନ ସକାଳୁ ରାତି ପର୍ଯ୍ୟନ୍ତ ସପିଂ ଓ ପୂଜାର ଶୁଭ ସମୟ…

ସର୍ଟ ସର୍କିଟ ଯୋଗୁଁ ରୁମରେ ଲାଗିଲା ନିଆଁ : ଶୋଇଥିବା ଅବସ୍ଥାରେ ୪ ଯୁବକଙ୍କୁ ନେଇଗଲେ ଯମରାଜ

ନୂଆଦିଲ୍ଲୀ : ହରିୟାଣାର ଗୁରୁଗ୍ରାମ ଜିଲ୍ଲାର ସରସ୍ୱତୀ ଏନକ୍ଲେଭର ଜେ ବ୍ଲକରେ ସର୍ଟ ସର୍କିଟ ଯୋଗୁଁ ବ୍ୟାପକ ଅଗ୍ନିକାଣ୍ଡର ଘଟଣା ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ଜଳିଯାଇ ୪ ଜଣ ଯୁବକଙ୍କର ମୃତ୍ୟୁ ହୋଇଥିବା ସୂଚନା…

NPSର ନୂଆ ନିୟମ, ଚାକିରିର 20 ବର୍ଷ ପରେ ସ୍ବେଚ୍ଛାକୃତ ଅବସର ନେଇପାରିବେ କର୍ମଚାରୀ

ନୂଆଦିଲ୍ଲୀ: ଜାତୀୟ ପେନ୍ସନ୍ ସ୍କିମ୍ (NPS) ପ୍ରଥମେ ଜାନୁଆରୀ 2004 ରେ ଆରମ୍ଭ କରାଯାଇଥିଲା । ଏହା ସରକାରୀ କର୍ମଚାରୀଙ୍କ ପାଇଁ ଏକ ଅବସର ଯୋଜନା ଥିଲା । 2009 ମସିହାରେ ଏଥିରେ ସଂଶୋଧନ କରାଯାଇ ଘରୋଇ କର୍ମଚାରୀଙ୍କ…

IND vs NZ: ନ୍ୟୁଜିଲାଣ୍ଡକୁ ୨୫୫ ରନରେ ଅଲଆଉଟ୍ କଲା ଭାରତ; ସାମ୍ନାରେ ରହିଛି ୩୫୯ ରନର ଟାର୍ଗେଟ୍

ମୁମ୍ୱାଇ: ପୁନେରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ଜୋରଦାର ଜବାବ ଦେଇଛି। ଲାଗୁଥିଲା ନ୍ୟୁଜିଲାଣ୍ଡ ଦଳ ଏହି ମ୍ୟାଚ୍ କୁ ସହଜରେ ଜିତିବ, କିନ୍ତୁ ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ…

ମହାରାଷ୍ଟ୍ର ନିର୍ବାଚନ: ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ, ୨୩ ଟି ଆସନରେ ନାଁ ଫାଇନାଲ

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ଜାରି କରିଛି, ଯେଉଁଥିରେ ୨୩ ଜଣ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି । ପ୍ରଥମ ତାଲିକାରେ ୪୮ ଜଣ ପ୍ରାର୍ଥୀ ଏବଂ…

ଦୀପାବଳି ଦିନ କରନ୍ତୁ ନାହିଁ ଏହି ୧୦ ଟି ଭୁଲ, ନଚେତ୍ ରାଗିଯିବେ ମା’ ଲକ୍ଷ୍ମୀ!

ଏହି ବର୍ଷ ଦୀପାବଳି ପର୍ବ ୩୧ ଅକ୍ଟୋବର (ଗୁରୁବାର) ରେ ପାଳନ କରାଯିବ । ଏହି ଦିନ ଧନ ଦେବୀ ଲକ୍ଷ୍ମୀଙ୍କ ସହିତ ଭଗବାନ ଗଣେଶଙ୍କୁ ମଧ୍ୟ ପୂଜା କରାଯାଏ । ଦୀପାବଳି ଦିନ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ…

ବାତ୍ୟା ସମୟରେ ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ, କଟୁକଥା କହି 4 ନିଲମ୍ବିତ

ଭୁବନେଶ୍ବର: ବାତ୍ୟା ସମୟରେ କଡା କାର୍ଯ୍ୟାନୁଷ୍ଠାନ । ବାତ୍ୟା ଦାନା ଲ୍ୟାଣ୍ଡଫଲ ପରେ ସଦୃଶ ଲଘୁଚାପରେ ପରିଣତ ହୋଇଥିବା ବେଳେ ଅନେକ ସ୍ଥାନରେ କ୍ଷୟକ୍ଷତି ଘଟାଇଛି । ଅନେର ଅଞ୍ଚଳରେ ଫ୍ଲାସଫ୍ଲଡ୍ ମଧ୍ୟ ଦେଖାଯାଇଛି ।…

ଏଫ୍‌ଏନ୍‌ ସୁଜା ଓ ଆକବର ପଦାମ୍‌ସୀଙ୍କ କଳାକୃତି ଜବତ ମାମଲା; ରିଲିଜ୍ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ୱାଇ: ପ୍ରସିଦ୍ଧ କଳାକାର ଏଫ୍ ଏନ୍ ସୁଜା ଓ ଆକବର ପଦାମ୍‌ସୀଙ୍କ ଜବତ ହୋଇଥିବା ୭ଟି 'ନଗ୍ନ' କଳାକୃତିକୁ ତୁରନ୍ତ ମୁକ୍ତ କରିବାକୁ ବମ୍ବେ ହାଇକୋର୍ଟ କଷ୍ଟମ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୪ ଜୁଲାଇ ପହିଲାରେ…

(Video) ନାଳ ଭିତରେ ଭୟଙ୍କର ଯୁଦ୍ଧ! କାଦୁଅରେ ପରସ୍ପରକୁ ଛେଚିଲେ, ତୃତୀୟ ଲୋକ ଆସି ଛଡାଇଲେ ଭୂତ

ନୂଆଦିଲ୍ଲୀ: ଝଗଡା ଏଭଳି ଏକ ଜିନିଷ ଯାହାକି କେତେବେଳେ କାହା ସହିତ ଏବଂ କେଉଁଠି ହେବ ତାହା ଜାଣିବା କଷ୍ଟକର ହୋଇଥାଏ । ଆପଣ ଅନେକ ସ୍ଥାନରେ ଯୁ଼ଦ୍ଧ ଦେଖିଥିବେ । କିନ୍ତୁ କେବେ କେବେ ଡ୍ରେନରେ ପ୍ରବେଶ କରି ଯୁଦ୍ଧ…