fbpx

ଅଟୋକୁ ଧକ୍କା ଦେଲା ଟ୍ରକ୍‌, ୩ ମୃତ, ୮ ଗୁରୁତର

ନବରଙ୍ଗପୁର: ନବରଙ୍ଗପୁର ଯୋଡ଼େଙ୍ଗା ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଅଟୋକୁ ଟ୍ରକ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ…

ସ୍ୱାସ୍ଥ୍ୟ ବୀମା ନିୟମରେ ପରିବର୍ତ୍ତନ କଲା IRDAI: ଏଣିକି ୬୫ ବର୍ଷ ପରେ ବି ଲୋକମାନେ ନୂଆ ପଲିସୀ ନେଇପାରିବେ

ନୂଆଦିଲ୍ଲୀ: ଏଣିକି ଯେ କୌଣସି ବୟସର ବ୍ୟକ୍ତିବିଶେଷ ନୂଆ ସ୍ୱାସ୍ଥ୍ୟ ବୀମା ପଲିସୀ କ୍ରୟସ କରିପାରିବେ । ପୂର୍ବରୁ ଏହାକୁ କିଣିବା ପାଇଁ ସର୍ବାଧିକ ବୟସ ସୀମା ୬୫ ବର୍ଷ ରହିଥିବା ବେଳେ ଏବେ ତାହାକୁ ସମାପ୍ତ…

(Video) ରାଜ୍ୟରେ ଦ୍ୱିତୀୟ ଅଂଶୁଘାତ ମୃତ୍ୟୁ: ତାତି ସହି ନପାରି ରାସ୍ତା ମଝିରେ ଚାଲିଗଲା ଯୁବତୀଙ୍କ ଜୀବନ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ରାଜ୍ୟର ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ଖବର ସାମ୍ନାକୁ ଆସିଥିବା ପୁଣି ଆସିଛି ଦ୍ୱିତୀୟ ଘଟଣା । ଗତ ୧୫ ତାରିଖ ଦିନ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ମହେଶପୁର ଅଞ୍ଚଳର…

କିପରି ଚେକ୍ କରିବେ EPF କ୍ଲେମ୍ ଷ୍ଟାଟସ୍ ? ସମ୍ପୂର୍ଣ୍ଣ ପ୍ରକ୍ରିୟା ଜାଣିବା ପାଇଁ ଏହି ସହଜ steps ଫଲୋ କରନ୍ତୁ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ( EPFO) ହେଉଛି ଭାରତ ସରକାରଙ୍କ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ଅଧୀନରେ ଏକ Statutory Body । ଏହା ଭାରତରେ ଭବିଷ୍ୟ ନିଧିର ନିୟନ୍ତ୍ରଣ ଏବଂ ପରିଚାଳନା ପାଇଁ ଦାୟୀ…

ଇରାନ-ଇସ୍ରାଏଲ୍ ଯୁଦ୍ଧ ଭିତରେ ଆଶଙ୍କାରେ ଭାରତ, ଇରାନର ଏହି ଗୋଟିଏ ପଦକ୍ଷେପ ସୃଷ୍ଟି କରିପାରେ ବଡ ସମସ୍ୟା

ନୂଆଦିଲ୍ଲୀ: ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଶାନ୍ତ ହେବାର ନାଁ ଧରୁନାହିଁ । କେବଳ ମଧ୍ୟପ୍ରାଚ୍ୟ ନୁହେଁ ପୁରା ବିଶ୍ୱର ଦୃଷ୍ଟି ଏବେ ଏହି ଦୁଇ ଶକ୍ତିଶାଳୀ ଦେଶ ଉପରେ ରହିଛି । ବିଶ୍ୱ ସାମ୍ନାରେ ଏକ…

UGC NET ୨୦୨୪: ଜୁନ୍ ସେଶନ ପାଇଁ ଆରମ୍ଭ ହେଲା ପଞ୍ଜିକରଣ

ନୂଆଦିଲ୍ଲୀ: ୟୁଜିସି ନେଟ ୨୦୨୪ ପରୀକ୍ଷାର ଜୁନ୍ ସେଶନ ପାଇଁ ପଞ୍ଜିକରଣ ଆରମ୍ଭ ହୋଇସାରିଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏହାର ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି । ଯେଉଁ ଛାତ୍ରଛାତ୍ରୀମାନେ…

କଂଗ୍ରେସକୁ ବଡ଼ ଝଟକା: ଜଣେ ଲୋକସଭା ପ୍ରାର୍ଥୀଙ୍କ ନାମାଙ୍କନ ରଦ୍ଦ, ଉକ୍ତ ଆସନର ଲଢ଼େଇରୁ ବାଦ୍ ପଡ଼ିଲା ଦଳ

ନୂଆଦିଲ୍ଲୀ: ଏପ୍ରିଲ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ…

ରାହୁଲ ଗାନ୍ଧୀ ଅସୁସ୍ଥ ,ରଦ୍ଦ ହେଲା ନିର୍ବାଚନୀ ଗସ୍ତ

ନୂଆଦିଲ୍ଲୀ:କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ତାଙ୍କର ମଧ୍ୟପ୍ରଦେଶ ସତନା ଗସ୍ତକୁ ସ୍ଥଗିତ କରିଦିଆଯାଇଛି । ତାଙ୍କ ସ୍ଥାନରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ…

ସାଇବର ଠକେଇକୁ ନେଇ କଡାକଡି ହେବ କଟକଣା, ଗୃହ ମନ୍ତ୍ରଣାଳୟ ଲଞ୍ଚ କଲା ‘ପ୍ରତିବିମ୍ବ’ ସପ୍ଟୱେୟାର

ନୂଆଦିଲ୍ଲୀ: ସାଇବର ଅପରାଧକୁ ରୋକିବା ଲାଗି ଏବଂ ସାଇବର ଠକଙ୍କ ଉପରେ ନଜର ରଖିବା ଲାଗି ଗୃହମନ୍ତ୍ରଣାଳୟ ପକ୍ଷରୁ ପ୍ରତିବିମ୍ବ ସପ୍ଟୱେୟାର ଲଞ୍ଚ କରାଯାଇଛି । ହୋମ ମିନିଷ୍ଟ୍ରୀର ସାଇବର କ୍ରାଇମ କୋର୍ଡିନେସନ ସେଣ୍ଟର…

ଏପ୍ରିଲ ୨୫ରେ ଓଡ଼ିଶା ଆସିବେ ଅମିତ ଶାହା, ନିର୍ବାଚନୀ ରଣନୀତି ନେଇ ଦଳୀୟ କର୍ମକର୍ତ୍ତାଙ୍କ ସହ କରିବେ ଆଲୋଚନା

ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆସନ୍ତା ଏପ୍ରିଲ ୨୫ରେ ଓଡ଼ିଶା ଗସ୍ତରେ ଆସିବେ । ଏନେଇ ଆଜି ସୂଚନା ଦେଇଛନ୍ତି ବିଜେପିର ଉପସଭାପତି ଗୋଲକ ମହାପାତ୍ର । ଏପ୍ରିଲ ୨୫ରେ ସୋନପୁର ପହଞ୍ଚି ବିଶାଳ ଜନ…