ଯାହାର ଚାକିରି ନାହିଁ ତାକୁ ମାସକୁ ସରକାର ଦେବେ ୧୫୦୦ ଟଙ୍କା: ୨୧ରୁ ୩୫ ବର୍ଷୀୟ ଯୁବକ କରିପାରିବେ ଆପ୍ଲାଏ

ନୂଆଦିଲ୍ଲୀ: ଦେଶରେ ବେକାରିଙ୍କ ସଂଖ୍ୟା ବଢ଼ି ଚାଲିଛି । ଏପରି ସ୍ଥିତିରେ ଯୁବକଙ୍କୁ ଆର୍ଥିକ ସାହାଯ୍ୟ କରିବା ପାଇଁ ସରକାର ଆଗେଇ ଆସିଛନ୍ତି । ଏଥିପାଇଁ ସରକାର ଯୁବକଙ୍କୁ ବେକାରି ଭତ୍ତା ପ୍ରଦାନ କରିବେ । ନିକଟରେ…

ଆଜିଠାରୁ ଆରମ୍ଭ ପବିତ୍ର ଦେବଶୟନୀ ଏକାଦଶୀ: ଜାଣନ୍ତୁ ବ୍ରତର ଶୁଭ ମୂହୁର୍ତ୍ତ ଓ ପୂଜାବିଧି

ଓଡ଼ିଶା ଭାସ୍କର: ହିନ୍ଦୁଧର୍ମରେ ଦେବଶୟନୀ ଏକାଦଶୀକୁ ବିଶେଷ ମାନ୍ୟତା ଦିଆ ଯାଇଥାଏ । ଆଷାଢ ମାସର ଏକାଦଶୀ ତିଥିରେ ଦେବଶୟନୀ ଏକାଦଶୀ ପଡ଼ିଥାଏ । ଏହି ଦିନ ଠାରୁ ଚୁତୁର୍ମାସର ଆରମ୍ଭ ହୋଇଥାଏ । ଏହି ଚତୁର୍ମାସରେ ଭଗବାନ…

ଅପରାଧୀଙ୍କ ପାଇଁ ଆରମ୍ଭ ହେଲା ମାଷ୍ଟର ପ୍ଲାନ: ଏଥର ସାବାଡ ହେବେ କଏଦୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅପରାଧୀଙ୍କ ପାଇଁ ଜନ୍ତା ତିଆରି କରୁଛି ପୋଲିସ ଡିପାର୍ଟମେଣ୍ଟ । ଜେଲରେ ଥିବା କଏଦୀମାନଙ୍କୁ ସାବାଡ କରିବା ପାଇଁ ଆରମ୍ଭ ହେଉଛି ନୂଆ ମାଷ୍ଟର ପ୍ଲାନ । ଏଣିକି ସପ୍ତାହକୁ ଥରେ ଏହି…

ଶସ୍ତାରେ ମିଳୁଛି ପେଟ୍ରୋଲ-ଡିଜେଲ: ଦାମ ଜାଣିଲେ ଟାଙ୍କି ଫୁଲ କରିବାକୁ ହେବ ମନ

ନୂଆଦିଲ୍ଲୀ: ଆଜିର ଦିନ ପାଇଁ ସରକାରୀ ତୈଳ କମ୍ପାନୀ ପେଟ୍ରୋଲ ଏବଂ ଡିଜେଲର ନୂଆ ରେଟ ଜାରି କରାଯାଇଛି । ଲଗାତାର ୫୦ ଦିନରୁ ଅପିବର୍ତ୍ତିତ ରହିଛି ତେଅଳ ଦର । ଗତ ମେ ମାସ ୨୧ ତାରିଖରେ ଶେଷ ଥର ପାଇଁ ତୈଳ ଦରରେ ଏକ…

ଅଫୁଟା ବାଣରୁ ବାରୁଦ କାଢି ଖେଳୁଥିଲା ବାଳକ , ଘଟିଲା ଏପରି ଘଟଣା

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ଅଫୁଟା ବାଣରୁ ବାରୁଦ କାଢି ଖେଳିବା ନାବାଳକକୁ ପଡିଛି ମହଙ୍ଗା । ବାରୁଦରୁ ବିସ୍ଫୋରଣ ହେବା ଫଳରେ ନବାଳକ ଜଣକ ଗୁରୁତର ଆହତ ହୋଇଛନ୍ତି । ତେବେ ତାଙ୍କୁ ଉଦ୍ଧାର…

IRCTC ଲଞ୍ଚ କଲା ସ୍ପେଶାଲ୍ ଟୁର୍ ପ୍ୟାକେଜ୍: ଶସ୍ତାରେ ଲଦାଖ ବୁଲିବାର ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ: ବୁଲିବାକୁ କାହାକୁ ବା ଭଲ ନ ଲାଗେ । ସୁନ୍ଦର ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ପରିଭ୍ରମଣ କରିବାର ସଉକ ଅଧିକାଂଶ ଲୋକଙ୍କର ରହିଥାଏ । ତେବେ ଏପରି ଏକ ସୁଯୋଗ ଆଣି ଦେଇଛି ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ…

ଆଜି ଇଂଲଣ୍ଡ-ଭାରତ ତୃତୀୟ ଟି-୨୦: କ୍ଲିନ ସ୍ୱିପ ଲକ୍ଷ୍ୟରେ ରୋହିତ ସେନା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦୁଇଟି ଟି-୨୦ ମ୍ୟାଚ ଜିତି ସିରିଜ ଉପରେ କବଜା କରିଛି ଟିମ ଇଣ୍ଡିଆ । ଏବେ ଘରୋଇ ମାଟିରେ ଇଂଲଣ୍ଡକୁ କ୍ଲିନ ସ୍ୱିପ କରିବା ପାଇଁ ଲକ୍ଷ୍ୟ ରଖିଛି ରୋହିତ ସେନା । ଏଥିପାଇଁ ଦଳର…

ରାଶିଫଳ(ରବିବାର,୧୦ ଜୁଲାଇ,୨୦୨୨)

ମେଷ – ପାରିବାରିକ ପରିବେଷରେ ଖୁସି ମିଳିବ, ପିଲାଙ୍କର ଚାକିରିର ସୁଯୋଗ ଆସିବ, କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ, କୌଣସି ପ୍ରକାର ସହାୟତା ମିଳିବ, ଚାକିରି ବ୍ୟବସାୟରେ ଦାୟିତ୍ବ ବୃଦ୍ଧି ହେବ, ପାରିବାରିକ ଏବଂ…

ସ୍କୁଲ ଭିତରକୁ ପଶିପାରିବେନି ଗଣମାଧ୍ୟମ ପ୍ରତିନିଧି, ନ ମାନିଲେ FIR: ଗଣଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ସରକାରୀ ସ୍କୁଲମାନଙ୍କରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରବେଶ କରିପାରିବେ ନାହିଁ । ଏହାପରେ ଯଦି କେହି ନିୟମ ଉଲ୍ଲଂଘନ କରିବା ସହ କ୍ୟାମେରା ଓ ବୁମ୍ ଧରି ସ୍କୁଲ ଭିତରକୁ ଯିବେ ତେବେ…

କମ୍ବିଂ ସାରି ଫେରୁଥିବା ସମୟରେ ନାଳରେ ଭାସିଗଲେ ଯବାନ, ନିଖୋଜ ସୁରଜଙ୍କୁ ଉଦ୍ଧାର ପାଇଁ ଚାଲିଛି ଅପରେସନ୍

ମାଲକାନଗିରି, (ଭାସ୍କର ନ୍ୟୁଜ):ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ କମ୍ବିଂ ସାରି ଫେରୁଥିବା ସମୟରେ ନାଳରେ ଭାସି ଯାଇ ଜଣେ ସିଆରପିଏଫ ଯବାନ ନିଖୋଜ ଥିବା ଜଣା ପଡ଼ିଛି । ବିଜାପୁର ଜିଲ୍ଲାରେ ଗତ…