୨୧ତମ ଗ୍ରାଣ୍ଡ୍ ସ୍ଲାମ୍ ଜିତିଲେ ନୋଭାକ୍ ଜୋକୋଭିଚ୍, ୭ମ ଥର ହେଲେ ୱିମ୍ବଲଡନ ଚାମ୍ପିୟନ

ନୂଆଦିଲ୍ଲୀ: ସର୍ବିଆର ନୋଭାକ୍ ଜୋକୋଭିଚ୍ ରବିବାର ଅଷ୍ଟ୍ରେଲିଆରର ନିକ୍ କିର୍ଗିୟୋସଙ୍କୁ ହରାଇ ସପ୍ତମ ଥର ପାଇଁ ୱିମ୍ବଲଡନ ଟାଇଟଲ ଜିତିଛନ୍ତି । ନାଭାକ୍ ଜୋକୋଭିଚ୍, ୩୨ ତମ ଗ୍ରାଣ୍ଡ୍ ସ୍ଲାମ୍ ଫାଇନାଲ୍ ଖେଳି ପୁରୁଷ…

କରୋନାରେ କାହିଁକି ବାରମ୍ବାର ହେଉଛନ୍ତି ସଂକ୍ରମିତ ? ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ପ୍ରାୟ ୨ ବର୍ଷରୁ ଅଧିକ ସମୟ ଧରି କରୋନା ଭାଇରସ ସାରା ବିଶ୍ୱକୁ କବଳିତ କରି ରଖିଛି । ଏହାର ଅନେକ ଭାରିଆଣ୍ଟ ଏବଂ ସବ୍ ଭାରିଆଣ୍ଟ ମଧ୍ୟ ଆସିଛି । ଏବେବି ଅନେକ ଦେଶରେ ସଂକ୍ରମଣ ବ୍ୟାପିବାର ଦେଖାଯାଉଛି ।…

ଭୁବନେଶ୍ୱରରେ ୨୦୨୧ ସିଭିଲ ସର୍ଭିସ୍ ଟପ୍ପର ଶ୍ରୁତି ଶର୍ମା, ପରୀକ୍ଷାର୍ଥୀଙ୍କୁ ଦେଲେ ଟିପ୍ସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୧ ସିଭିଲ ସର୍ଭିସ୍ ଟପ୍ପର ହୋଇ ଆଇଏଏସ ବନିଥିବା ଶ୍ରୁତି ଶର୍ମା ରବିବାର ପରୀକ୍ଷାର୍ଥୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ବାଜିରାଓ ଆଇଏଏସ ଏକାଡେମୀ ତରଫରୁ ଆୟୋଜିତ ହୋଇଥିବା ଏକ…

ବିଶ୍ବନିୟନ୍ତାଙ୍କ ସୁନାବେଶ: ବର୍ଷକୁ ୫ଥର ସୁନାବେଶ ହୁଅନ୍ତି ଦାରୁଦିଅଁ

ମହାପ୍ରଭୁ ଶ୍ରୀଜଗନ୍ନାଥ ରାଜଧିରାଜ ସେ କାଳିଆ ସାଆନ୍ତ। ସମନ୍ବିତ ସାଂସ୍କୃତିକ ପରମ୍ପରାର ଶ୍ରେଷ୍ଠ ନିଦର୍ଶନ। ଅପୂର୍ବ ତାଙ୍କର ମାନବୀୟ ଲୀଳା। ପ୍ରତ୍ୟେକ ଲୀଳାର ଅନ୍ତରାଳେ ନିହିତ ଥାଏ ମଙ୍ଗଳ କାମନା। ସେଥିପାଇଁ…

ମଲାନଙ୍କ ବିସ୍ପୋରକ ଅର୍ଦ୍ଧଶତକ, ଭାରତ ଆଗରେ ୨୧୬ ରନ୍ ବିଜୟ ଲକ୍ଷ୍ୟ

ଇଂଲଣ୍ଡ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତିନୋଟି ଟି -୨୦ ମ୍ୟାଚ୍ ସିରିଜର ଶେଷ ମ୍ୟାଚ୍ ନଟିଂହାମରେ ଖେଳାଯାଉଛି। ଜୋସ୍ ବଟଲର୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲାବେଳେ…

ଇଦ୍ ଅବସରରେ ଫ୍ୟାନ୍ସଙ୍କୁ ଭେଟିଲେ ଶାହାରୁଖ୍, ଜଣାଇଲେ ଶୁଭେଚ୍ଛା

ମୁମ୍ବାଇ: ବଲିଉଡ୍ କିଙ୍ଗ୍ ଖାନ୍ ଶାହାରୁଖ୍ ଖାନ୍ ପୁଣି ଥରେ ନିଜ ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି । ଏଥର ଇଦ୍ ଅବସରରେ ଶାହାରୁଖ ନିଜ ଫ୍ୟାନଙ୍କୁ ଭେଟିବା ସହ ସେମାନଙ୍କୁ ଇଦ୍ ମୁବାରକ୍ ଜଣାଇଛନ୍ତି । ଶାହାରୁଖ୍ ଖାନ୍…

Video: ଏଇବାଟ ଦେଇ ପଳାୟନ କରିଥିଲେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସେ, ରାଷ୍ଟ୍ରପତି ଭବନରେ ମିଳିଲା ଗୁପ୍ତ ବଙ୍କର

ନୂଆଦିଲ୍ଲୀ: ଶ୍ରୀଲଙ୍କାର ରାଷ୍ଟ୍ରପତି ଭବନରେ ଏକ ବଙ୍କର ମିଳିଛି। ଏହି ବଙ୍କରକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ଏହା ଯେକୌଣସି ପ୍ରକାର ଆକ୍ରମଣରୁ ସୁରକ୍ଷିତ ରହିପାରିବ। ବଙ୍କର ମିଳିବା ପରେ ଏହା ଅନୁମାନ…

ଗୋଲ ମରିଚରୁ କମାଇ ପାରିବେ ଓଜନ, ଏମିତି କରନ୍ତୁ ବ୍ୟବହାର

ଗୋଲ ମରିଚ ଏପରି ଏକ ଖାଦ୍ୟ ସାମଗ୍ରୀ ଯାହା ରୋଷେଇ ଘରେ ଅତି ସହଜରେ ମିଳଯାଏ । ସାଧାରଣତଃ ଘରେ ଘରେ ଚା’ ରେ ଗୋଲ ମରିଚକୁ ବ୍ୟବହାର କରାଯାଏ । ଏହା ସହ ଖାଦ୍ୟ ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଇଥାଏ । ଏହାର ଅନେକ…

IND vs ENG 3rd T20: ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତି, ଟିମ୍ ଇଣ୍ଡିଆରେ ଚାରିଟି ପରିବର୍ତ୍ତନ

ଇଂଲଣ୍ଡ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତିନୋଟି ଟି -20 ମ୍ୟାଚ୍ ସିରିଜର ଶେଷ ମ୍ୟାଚ୍ ନଟିଂହାମରେ ଖେଳାଯାଉଛି। ଆୟୋଜକ ଦଳର ଅଧିନାୟକ ଜୋସ୍ ବଟଲର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ମନୋନୀତ ହୋଇଥିଲେ।…

ଟପ୍-୧୦ ଧନୀ ତାଲିକାରୁ ଖସିଲେ ମୁକେଶ ଅମ୍ବାନୀ, ଗୌତମ ଅଦାନୀ ଏବେବି ରହିଛନ୍ତି ଆଗରେ

ନୂଆଦିଲ୍ଲୀ: ଦୁନିଆର ଟପ୍-୧୦ ଧନୀ ବ୍ୟକ୍ତିଙ୍କ ତାଲିକାର ପୁଣି ଥରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଭାରତୀୟ ଉଦ୍ୟୋଗପତି ମୁକେଶ ଅମ୍ବାନୀଙକ୍ ସମ୍ପତ୍ତିରେ ହ୍ରାସ ଯୋଗୁଁ ଲିଷ୍ଟରୁ ବାହାରେ ଅଛନ୍ତି । ଏସିଆର ସବୁଠୁ…