ରବିବାର ସଂଧ୍ୟା ୬ ଟାରେ ‘ପ୍ରେମମ୍’ ସିନେମାର ୱାର୍ଲ୍ଡ ଟିଭି ପ୍ରିମିୟର, ଷ୍ଟାର କିରଣରେ ଫିଲ୍ମର ମଜା ନେଇପାରିବେ ଦର୍ଶକ
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଓଡ଼ିଶାର ଅଗ୍ରଣୀ ମନୋରଞ୍ଜନ ଟିଭି ଚାନେଲ ଷ୍ଟାର କିରଣରେ ଆଗାମୀ ୧୦ ଜୁଲାଇ ସଂଧ୍ୟା ୬ ଟା ସମୟରେ ପ୍ରେମମ୍ ସିନେମାର ୱାଲଡ ଟିଭି ପ୍ରିମିୟର ହେବାକୁ ଯାଉଛି । ଏହି ସିନେମାରେ ଓଡ଼ିଆ ସୁପର…