କଳା ପାହାଡ଼ କିଏ? ପ୍ରଭୁ ଜଗନ୍ନାଥଙ୍କ ସହ କ’ଣ ଥିଲା ଶତ୍ରୁତା, ଜାଣନ୍ତୁ
ଭୁବନେଶ୍ୱର: ଓଡ଼ିଶାର ମନ୍ଦିର, ଐତିହ୍ୟ ଓ ପରମ୍ପରା ସାରା ବିଶ୍ୱରେ ପ୍ରସିଦ୍ଧ । ପ୍ରତିଟି ମନ୍ଦିର ଓ ଗଡ଼ର ରହିଛି କିଛି ନା କିଛି ରହସ୍ୟ, ଯାହା ମଧ୍ୟରେ କୋଣାର୍କ ମନ୍ଦିର ଅନ୍ୟତମ । କୋଣାର୍କ ମନ୍ଦିର କଳିଙ୍ଗ ସ୍ଥାପତ୍ୟ…