Breaking News ୨୦୦୨ ଗୁଜରାଟ ଦଙ୍ଗା ମାମଲା, ତିସ୍ତା ସିତଲଭାଦଙ୍କୁ ଗିରଫ କଲା ଏଟିଏସ Abinash Kumar Dhal Jun 25, 2022 ଗାନ୍ଧୀନଗର: ଗୁଜରାଟ ଦଙ୍ଗା ୨୦୦୨ ସହ ଜଡ଼ିତ ମାମଲାରେ ଗୁଜରାଟ ଏଟିଏସ୍ ମୁମ୍ବାଇରେ ମାନବାଧିକାର କର୍ମୀ ତିସ୍ତା ସିତଲଭାଦଙ୍କୁ ଗିରଫ କରିଛି । ଗିରଫ ପରେ ତିସ୍ତାଙ୍କୁ ସାନ୍ତାକ୍ରୁଜ୍ ଥାନା ନିଆଗଲା, କୁହାଯାଉଛି ତାଙ୍କୁ…
Featured ବିଚିତ୍ର ଜନଜାତିଙ୍କ ଅଜବ ପରମ୍ପରା: ବାହାଘର ପାଇଁ ପିଇବାକୁ ପଡ଼େ ଘୁଷୁରି ରକ୍ତ Abinash Kumar Dhal Jun 25, 2022 ନୂଆଦିଲ୍ଲୀ: ଭାରତରେ ଅନେକ ପ୍ରକାରର ଜନଜାତି ବସବାସ କରନ୍ତି । ସେମାନଙ୍କ ପରମ୍ପରା ମଧ୍ୟ ଭିନ୍ନ ଭିନ୍ନ । ଏହି ଜନଜାତିର ବିକାଶ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ସୁବିଧା ମିଳୁଥିଲେ ମଧ୍ୟ କିଛି ଜନଜାତି ଏଥିରୁ ବଞ୍ଚିତ…
Breaking News ଶୋଇବା ସମୟରେ ହିଁ ବ୍ରେଷ୍ଟ କ୍ୟାନସର ଅଧିକ ମାତ୍ରାରେ ବ୍ୟାପିଥାଏ, ଆସିଲା ନୂଆ ରିସର୍ଚ୍ଚ ରିପୋର୍ଟ Manas Pradhan Jun 25, 2022 ନୂଆଦିଲ୍ଲୀ: ଅନେକ ମହିଳା ସ୍ତନ କର୍କଟ ବା ବ୍ରେଷ୍ଟ କ୍ୟାନସରରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥାନ୍ତି । ତେବେ ମହିଳାଙ୍କ ଛଡ଼ା ପୁରୁଷଙ୍କ ଠାରେ ମଧ୍ୟ ଏହି ବୀମାରୀ ଦେଖାଦେଇଥାଏ । ତେବେ ବ୍ରେଷ୍ଟ କ୍ୟାନସରକୁ ନେଇ ଏକ…
Featured ରାସ୍ତାରେ ଗାଡି ସହ ଧକ୍କା ହେଲେ ଯୁବକ: ଉଠିବା ପରେ କଲେ ଏମିତି ଡ୍ୟାନ୍ସ Abinash Kumar Dhal Jun 25, 2022 ନୂଆଦିଲ୍ଲୀ: ଇଣ୍ଟରନେଟରେ ଭିଡିଓ ଭାଇରାଲ ହେବା ଖୁବ ସାଧାରଣ ହୋଇଗଲାଣି । ବିଭିନ୍ନ ସ୍ଥାନର ଅନେକ ଭିଡିଓ ମାତ୍ର କେଇଟା ମୁହୂର୍ତ୍ତରେ ଭାଇରାଲ ହୋଇ ସାରା ଦେଶ ତଥା ବିଶ୍ୱରେ ବ୍ୟାପି ଯାଉଛି । ସେହିପରି ଏକ ଭିଡିଓ ଏବେ…
Breaking News ବନ୍ଦ ହୋଇଯିବ Windows 8.1 ର ସପୋର୍ଟ, ଜାଣନ୍ତୁ ଶେଷ ତାରିଖ Abinash Kumar Dhal Jun 25, 2022 ନୂଆଦିଲ୍ଲୀ: ଖୁବଶୀଘ୍ର ମାଇକ୍ରୋସଫ୍ଟ ୱିଣ୍ଡୋଜ୍ ୮.୧ କୁ ବନ୍ଦ କରିବା ହେବାକୁ ଯାଉଛି । ମାଇକ୍ରୋସଫ୍ଟ ଅନୂଯାୟୀ କମ୍ପାନୀ ୧୦ ଜାନୁଆରୀ ୨୦୨୩ ସୁଦ୍ଧା ୱିଣ୍ଡୋଜର ଏହି ଭର୍ସନକୁ ବନ୍ଦ କରିବ । ଆସନ୍ତା ମାସଠାରୁ…
Breaking News ବଢୁଛି ଗଜରାଜଙ୍କ ମୃତ୍ୟୁ ଘଟଣା: ପ୍ରାଣ ହରାଇଲା ଆଉ ଏକ ହାତୀ Abinash Kumar Dhal Jun 25, 2022 ତେଲକୋଇ: ରାଜ୍ୟରେ ହାତୀଙ୍କ ସୁରକ୍ଷାକୁ ନେଇ ବାରମ୍ବାର ଉଠୁଛି ପ୍ରଶ୍ନ । ବିଭିନ୍ନ ସ୍ଥାନରେ ହାତୀଙ୍କ ମୃତ୍ୟୁ ଏବେ ବନବିଭାଗ ଉପରକୁ ଆଙ୍ଗୁଠି ଉଠାଇଛି । ଏହି ସମୟରେ ତେଲକୋଇ ସଂରକ୍ଷିତ ଜଙ୍ଗଲରେ ଆଉ ଏକ ହାତୀ ମୃତ୍ୟୁ…
Breaking News ୪ ବର୍ଷର ଶିଶୁର ନାକରେ ଫସିଥିଲା ଏକ କଏନ୍, ୧୦ ବର୍ଷ ପରେ ନାକରୁ ହଠାତ୍ ବାହାରି ଆସିଲା ସେଇ ପୁରୁଣା କଏନ୍ Manas Pradhan Jun 25, 2022 ନୂଆଦିଲ୍ଲୀ: ଆଜିକାଲି ଆମ ଚାରିପାଖରେ ଅନେକ ସମୟରେ ଏପରି କିଛି ଘଟଣା ଘଟିଥାଏ, ଯାହାକୁ ଜାଣିବା ପରେ ସହଜରେ ବିଶ୍ୱାସ କରିହୁଏ ନାହିଁ । ଗୋଟିଏ ୧୪ ବର୍ଷର ବାଳକ ଛିଙ୍କୁଥିବା ସମୟରେ ତା’ ନାକରୁ ବାହାରିଥିଲା ଏକ କଏନ୍ ।…
Breaking News ରାଇମୋହନଙ୍କ ଘରେ ପହଞ୍ଚିଲା ମହିଳା ପୋଲିସ: ମୃତ୍ୟୁ ରହସ୍ୟରୁ ଉଠିବ ପରଦା! Abinash Kumar Dhal Jun 25, 2022 ଭୁବନେଶ୍ୱର: ଓଡିଆ ସିନେ ଜଗତର ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁ ମାମଲାକୁ ନେଇ ବଢିବାରେ ଲାଗିଛି ଚର୍ଚ୍ଚା । ରାଇମୋହନଙ୍କ ଆତ୍ମହତ୍ୟା ମାମଲା ଉପରୁ ପରଦା ଉଠାଇବା ପାଇଁ ତଦନ୍ତ କାର୍ଯ୍ୟକୁ ଜୋରଦାର କରିଛି…
Featured ଯୌତୁକରେ ଦିଆଯାଏ ବିଷାକ୍ତ ସାପ: ଜାଣନ୍ତୁ ଏପରି କରିବାର କଣ ରହିଛି ଗୁପ୍ତ ରହସ୍ୟ Abinash Kumar Dhal Jun 25, 2022 ନୂଆଦିଲ୍ଲୀ: ଅତୀତର କେଉଁ କାଳରୁ ଆରମ୍ଭ ହୋଇଛି ଯୌତୁକ ପ୍ରଥା । ବର୍ତ୍ତମାନ ସମୟରେ ଯୌତୁକ ଦେବା ବା ନେବା ଅପରାଧ ହୋଇଥିଲେ ମଧ୍ୟ ଲୋକମାନେ ଏହି ପରମ୍ପରା ପଛରେ ପଡିଛନ୍ତି । ବାହାଘର ସମୟରେ ବାପଘରୁ ଝିଅମାନଙ୍କୁ ଅନେକ…
Breaking News RBIର କାର୍ଯ୍ୟାନୁଷ୍ଠାନ: ଏହି ସରକାରୀ ବ୍ୟାଙ୍କଙ୍କୁ ୫୭ କୋଟିର ଫାଇନ୍ Abinash Kumar Dhal Jun 25, 2022 ନୂଆଦିଲ୍ଲୀ: ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କକୁ ବଡ଼ ଝଟକା ଲାଗିଛି । ପକୃତରେ ଭାରତୀୟ ଆରବିଆଇ ଆଇଓବି ବ୍ୟାଙ୍କ ଉପରେ ୫୭.୫ କୋଟି ଟଙ୍କାର ଫାଇନ୍ ଲଗାଇଛି । ଆରବିଆଇ ଶୁକ୍ରବାର କହିଛି ଯେ କିଛି ମାନଦଣ୍ଡ ତଥା ନିୟମକୁ…