ରାଜ୍ୟରେ କୋଭିଡ୍ ସଂକ୍ରମଣ ଦୁଇ ହଜାର ତଳେ, ଆଜି ଚିହ୍ନଟ ହେଲେ ୧୪୯୭ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…

ଭାରତର ୧୦୦୦ ତମ ଦିନିକିଆ ମୁକାବିଲା: ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି

ନୂଆଦିଲ୍ଳୀ: ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମରେ ଭାରତ ନିଜର ୧୦୦୦ତମ ମୁକାବିଲା ଖେଳିଥିଲା । ୬ ୱିକେଟରେ ଏହି ମ୍ୟାଚକୁ ଜିତି ନେବା ସହିତ ଭାରତ ବର୍ତ୍ତମାନ ସିରିଜରେ ୧-୦ରେ ଅଗ୍ରଣୀ ରହିଛି ।…

କୋଭିଡ୍ କଟକଣାରେ ମାଘମେଳା ସମ୍ପନ୍ନ: ଚନ୍ଦ୍ରଭାଗାରେ ୧୪୪ ଧାରା ଜାରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ କଟକଣା ମଧ୍ୟରେ ଆଜି ଚନ୍ଦ୍ରଭାଗାରେ ମାଘମେଳା ସମ୍ପନ୍ନ ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ନୀତିକାନ୍ତି ସମ୍ପନ୍ନ ପରେ ସେବାୟତମାନେ ବୁଡ଼ ପକାଇଛନ୍ତି ।…

ୟୁକ୍ରେନକୁ ନେଇ ମୁହାଁମୁହିଁ ଆମେରିକା ଓ ଋଷ: ଆକ୍ରମଣ ସମ୍ଭାବନା ବଢିବା ପରେ ବାଇଡେନଙ୍କ ଚେତାବନୀ

ନୂଆଦିଲ୍ଳୀ: ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଋଷ ମଧ୍ୟରେ ସୃଷ୍ଟି ହୋଇଛି ଯୁଦ୍ଧ ପରସ୍ଥିତି । ୟୁକ୍ରେନକୁ ନେଇ ଅନ୍ୟାନ୍ୟ ପାଶ୍ଚାତ୍ୟ ରାଷ୍ଟ୍ର ସହିତ ମୁହାମୁହିଁ ପରସ୍ଥିତିରେ ପହଞ୍ଚିଛି…

ରାଜ୍ୟରେ କମୁନି କୋଭିଡ୍ ମୃତ୍ୟୁସଂଖ୍ୟା: ଆଜି ୨୦ ଜଣଙ୍କର ଜୀବନ ଗଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ଗତ କିଛି ଦିନ ଧରି…

ପେଟିଏମ୍‌ରେ ଗ୍ୟାସ ବୁକ୍‌ କଲେ ମିଳିବ କ୍ୟାସ ବ୍ୟାକ୍‌, ରହିଛି ୨ଟି ଅପ୍ସନ୍

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟ ମାତ୍ରାଧିକ ବୃଦ୍ଧି ପାଇଛି । ଏପରି ପରିସ୍ଥିତିରେ ଡିଜିଟାଲ୍‌ ପେମେଣ୍ଟ ଆପ୍‌ ପେଟିଏମ୍‌ର ଗ୍ରାହକଙ୍କ ପାଇଁ ଏକ ଉତ୍ତମ ଅଫର୍‌ ଲଞ୍ଚ କରିଛି । ଏହି ଅଫର…

ଲତାଙ୍କ ବିୟୋଗରେ ଦେଶ ପାଳୁଛି ଦୁଇ ଦିନିଆ ଶୋକ

ନୂଆଦିଲ୍ଲୀ: ସବୁଦିନ ପାଇଁ ନିରବି ଯାଇଛି ସୁରସାମ୍ରାଜ୍ଞୀର ସ୍ୱର । ଆଉ ଶୁଣିବାକୁ ମିଳିବନି ଭାରତରତ୍ନ ଲତା ମଙ୍ଗେସକରଙ୍କୁ ସେଇ ହୃଦୟସ୍ପର୍ଶୀ ଗୀତ । ଗତକାଲି ଲତା ସମସ୍ତଙ୍କୁ ଛାଡ଼ି ଚାଲିଯିବା ପରେ ଭାରତମାତାର ଅଗଣିତ…

ରାଶିଫଳ(ସୋମବାର,୦୭ ଫେବ୍ରୁଆରୀ,୨୦୨୨)

ମେଷ - ଆଜି କୌଣସି ଯୋଜନା ମୁତାବକ ସଫଳ ହେବେ ମାତ୍ର ଜୀବନସାଥିର ସ୍ବାସ୍ଥ୍ୟ ବିଗିଡିବ, ଆୟ କରିବାର ସୁଯୋଗ ଷୃଷ୍ଟି ହେବ ଏବଂ ବ୍ୟବସାୟରେ ଲାଭ ବଢିବ ଓ ବିବାହଯୋଗ୍ୟ ପିଲାଙ୍କର ବିବାହ ସମ୍ଭାବନା ଷୃଷ୍ଟି ହେବ,…

ଆଜିଠାରୁ ଦୁଇଦିନ ଘନ କୁହୁଡ଼ି: ୯ ଓ ୧୦ରେ ବର୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୯ ତାରିଖରୁ ପୁଣି ପଶ୍ଚିମାଝଡ଼ର ତାଣ୍ଡବ ଦେଖିବାକୁ ମିଳିବ । ଏହାର ପ୍ରଭାବରେ ଆଜିଠାରୁ ଦୁଇଦିନ ପାଇଁ ରାଜ୍ୟରେ ଘନ କୁହୁଡ଼ି ଅନୁଭୂତ ହେବ । ୨୪ ଘଣ୍ଟା ପରେ ରାତିରେ ତାପମାତ୍ରାର…

ଆଜିଠୁ ଖଣ୍ଡଗିରି କୁମ୍ଭ ମେଳା: କେବଳ ପରମ୍ପରା ଅନୁଯାୟୀ ପୂଜାବିଧିକୁ ଅନୁମିିିତି, ଯାତ୍ରା ଉପରେ ରୋକ୍

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ଆଜିଠୁ ଖଣ୍ଡଗିରି ଆରମ୍ଭ ହେବ ମାଘ ସପ୍ତମୀ କୁମ୍ଭ ମେଳା।  କେବଳ ପରମ୍ପରା ଅନୁଯାୟୀ ପୂଜାବିଧିକୁ କୁମ୍ଭ ଆୟେଜନ କରାଯିବ। କୋଭିଡ୍‌ ଗାଇଡ୍‌ ଲାଇନ୍‌ ମୁତାବକ କେବଳ ପରମ୍ପରା ପାଳନ ହେବ ।…