ଚରଣଜିତ୍ ସିଂହ ଚନ୍ନି ହିଁ ହେବେ ପଞ୍ଜାବ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ: ରାହୁଲ ଗାନ୍ଧୀ କଲେ ଘୋଷଣା

ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଲାଗି ରହିଥିବା ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ହିଁ ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନ…

ଦୁର୍ଘଟଣାର ଶିକାର ହେଲା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡି: ଅଳ୍ପକେ ବର୍ତ୍ତିଗଲେ ମନ୍ତ୍ରୀ

କନ୍ଧମାଳ: ଏକ ବଡ ଦୁର୍ଘଟଣାର ଶିକାର ହୋଇଛି ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡି । ନିର୍ବାଚନ ପ୍ରଚାରରେ ଯାଉଥିବା ସମୟରେ ଘଟିଛି ଏହି ସଡକ ଦୁର୍ଘଟଣା । କନ୍ଧମାଳ ଜିଲ୍ଲା ଭେଟ କୋଲେ ଘାଟି ନିକଟରେ ଭାରସାମ୍ୟ ହରାଇ…

ଓୱେସୀଙ୍କ ସୁରକ୍ଷା ପାଇଁ ପୂଜା କଲେ ବ୍ୟବସାୟୀ: ବଳି ପଡିଲେ ୧୦୧ ନୀରିହ ଛେଳି

ନୂଆଦିଲ୍ଲୀ: ପଶୁ ବଳିକୁ ସମସ୍ତେ ବିରୋଧ କରୁଥିବା ବେଳେ ସାଂସଦଙ୍କ ପାଇଁ ୧୦୦ଟି ଛେଳିଙ୍କୁ ବଳି ଦିଆଯାଇଛି । ହାଇଦ୍ରାବାଦ ସାଂସଦ ଅସଦ୍ଦୁଦ୍ଦିନ ଓୱେସୀଙ୍କ ଉପରକୁ ଆକ୍ରମଣ ହେବା ପରେ ତାଙ୍କ ପାଇଁ ପ୍ରାର୍ଥନା…

କାରରେ ଲାଗିଲା ନିଆଁ, ହୁତହୁତ ହୋଇ ଜଳିଲା ରାସ୍ତା ମଝିରେ

ଭୁବନେଶ୍ୱର: ରାସ୍ତା ମଝିରେ ହୁତହୁତ ହୋଇ ଜଳିଗଲା କାର୍ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱର ଖଣ୍ଡଗିରି ଓଭର ବ୍ରିଜ୍ ନିକଟରେ । ଘଟଣା ସମୟରେ ଗାଡ଼ିରେ ଉପସ୍ଥିତ ଥିବା ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡ଼ିଛି…

ଶିବାଜୀ ପାର୍କ ଅଭିମୁଖେ ପାର୍ଥିବ ଶରୀର: ଶେଷକୃତ୍ୟରେ ସାମିଲ ହେବେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ଅନ୍ତିମ ଯାତ୍ରାରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର । ମୁମ୍ବାଇ ସ୍ଥିତ ବାସଭବନରୁ ବିରାଟ ଶୋଭାଯାତ୍ରରେ ପ୍ରଭୁକୁଞ୍ଜରରୁ ଶିବାଜୀ ପାର୍କ ଅଭିମୁଖେ ବାହାରିଲା ପାର୍ଥିବ ଶରୀର । ସେଠାରେ ରାଷ୍ଟ୍ରୀୟ…

ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ୟୁଜବେନ୍ଦ୍ର ଚହଲଙ୍କ ଶତକ: ଲିଷ୍ଟରେ ସାମିଲ ଅଛନ୍ତି ସଚିନ ତେନ୍ଦୁଲକର

ଅହମ୍ମଦାବାଦ: ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆରେ ଏକ ବିରାଟ ଅନୁଭୂତି ହାସଲ କରିଛନ୍ତି ଷ୍ଟାର ବୋଲର ୟୁଜବେନ୍ଦ୍ର ଚହଲ । ପ୍ରଥମ ମ୍ୟାଚରେ ହିଁ ସେ ହାସଲ କରିଛନ୍ତି ଏକ ଶତକ । ଭାରତୀୟ ସ୍ପିନର ଭାବରେ ସେ ହାସଲ…

ୟୁକ୍ରେନ୍ ସୀମାରେ ୧ ଲକ୍ଷ ସୈନ୍ୟ ଜମା କରି ସାରିଛି ଋଷିଆ: ଆକ୍ରମଣ ହେଲେ ୫୦ ହଜାର ମୃତ୍ୟୁ ସମ୍ଭାବନା

ନୂଆଦିଲ୍ଳୀ: ଆସନ୍ତା କିଛି ସପ୍ତାହ ମଧ୍ୟରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ଋଷ । ୟୁକ୍ରେନ ଆକ୍ରମଣ କରିବାକୁ ହେଲେ ଆବଶ୍ୟକ ଥିବା ସୈନ୍ୟ ଓ ହତିଆର ଜମା କରୁଛି ଋଷ । ୟୁକ୍ରେନ୍ ସୀମାରେ ପ୍ରାୟ ୧ ଲକ୍ଷ ସୈନ୍ୟଙ୍କୁ…

୧୦୬ ଟଙ୍କାରେ ୮୪ ଦିନର ଭାଲିଡିଟି: ଜାଣନ୍ତୁ କ’ଣ ରହିଛି ଫାଇଦା

ନୂଆଦିଲ୍ଲୀ: ନିକଟରେ ଜିଓ, ଏୟାରଟେଲ୍ ଏବଂ ଭୋଡାଫୋନ ନିଜର ରିଚାର୍ଜ ପ୍ଲାନ ବଢ଼ାଇଛନ୍ତି । କିନ୍ତୁ ବିଏସଏନଏଲ ଗ୍ରାହକଙ୍କୁ ଏବେବି ପୁରୁଣା ଦାମରେ ବଢ଼ିଆ ଅଫର୍ ପ୍ରଦାନ କରୁଛି । ଏଠାରେ ଆମେ ଆପଣଙ୍କୁ ଏମିତି ଏକ ପ୍ଲାନ…

ଜୀବନ ଯୁଦ୍ଧରେ ହାରିଗଲେ ଭାରତର ପୂର୍ବତନ ଖେଳାଳି ସୁରେଶ ରୈନାଙ୍କ ବାପା

ନୂଆଦିଲ୍ଲୀ: ଆରପାରିରେ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ସୁରେଶ ରୈନାଙ୍କ ପିତା ତ୍ରିଲୋକ ଚନ୍ଦ ରୈନା । କ୍ୟାନ୍ସର ସହ ଦୀର୍ଘ ଦିନର ଯୁଦ୍ଧ ପରେ ଶେଷରେ ସେ ଆଜି ଗଜିଆବାଦ ସ୍ଥିତ ବାସଭବନରେ ଆଖି ବୁଜିଛନ୍ତି । ମୃତ…

ଓଡିଶା ଘୋଷଣା କଲା ୨୦ ଜଣିଆ ରଣଜୀ ଦଳ: କିଏ ପାଇଲେ ସ୍ଥାନ? ଅଧିନାୟକ ହେବେ ଏହି ଷ୍ଟାର ଖେଳାଳି

ଭୁବନେଶ୍ୱର: ଆସନ୍ତା ରଣଜୀ ଟ୍ରଫି ପାଇଁ ଘୋଷଣା ହୋଇଛି ୨୦ ଜଣିଆ ଓଡିଶା ରଣଜୀ ଟିମ । ସୌରାଷ୍ଟ୍ର, ମୁମ୍ବାଇ ଏବଂ ଗୋଆ ବିପକ୍ଷ ମ୍ୟାଚ ପାଇଁ ଦଳ ଘୋଷଣା କରିଛି ଓଡିଶା କ୍ରିକେଟ ଆସୋସିଏସନ । ରଣଜୀ ଟ୍ରଫି ପାଇଁ ଦଳର…