ଲତାଙ୍କ ବିୟୋଗରେ ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ କେନ୍ଦ୍ର ସରକାର, ଅର୍ଦ୍ଧନମିତ ରହିବ ଜାତୀୟ ପତାକା
ନୂଆଦିଲ୍ଲୀ: ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସକର୍ ଙ୍କ ନିଧନ ଘଟିଛି । ସାରା ବିଶ୍ୱ ତାଙ୍କ ବିୟୋଗରେ ମ୍ରିୟମାଣ ହୋଇପଡ଼ିଛି । ତେବେ ତାଙ୍କ ବିୟୋରେ ୨ ଦିନ ଅର୍ଦ୍ଧନମିତ ରହିବ ଜାତୀୟ ପତାକା । କେନ୍ଦ୍ର ସରକାରଙ୍କ ପକ୍ଷରୁ…