‘ଜୀବନରେ କିଛି ବି ଆପଣଙ୍କୁ..’, ବେଙ୍ଗାଲୁରୁ ଦଳାଚକଟାକୁ ନେଇ ପ୍ରଥମ ଥର ଆସିଲା ବିରାଟ କୋହଲିଙ୍କ ବୟାନ
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସିଜିନରେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ ଜିତିଥିଲା। ଏହି ବିଜୟ ୧୮ ବର୍ଷ ପରେ ରୟାଲ ଚ୍ୟାଲେଞ୍ଜର୍ସକୁ ମିଳିଛି। ପ୍ରଥମ ଥର ପାଇଁ ଫାଇନାଲ ମ୍ୟାଚରେ ପଞ୍ଜାବ…