ଅମୂଲ ପରେ ମହଙ୍ଗା ହେଲା Mother Dairy କ୍ଷୀର: ଜାଣନ୍ତୁ କେତେ ବଢ଼ିଲା ରେଟ୍?
ନୂଆଦିଲ୍ଲୀ: ଅମୂଲ ପକ୍ଷରୁ କ୍ଷୀରର ଦାମ୍ ବଢ଼ିବା ପରେ ଏବେ ମଦର ଡାଏରୀ କ୍ଷୀର ମଧ୍ୟ ମହଙ୍ଗା ହୋଇଛି । କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ, ଦିଲ୍ଲୀ ଏନସିଆରରେ କ୍ଷୀରର ଦାମରେ ଲିଟର ପିଛା ୨ ଟଙ୍କା…