ଯୁଦ୍ଧ ରୋକିବାକୁ ଭିନ୍ନ ପ୍ରୟାସ: ନଗ୍ନ ଛାତିରେ “ଷ୍ଟପ ୱାର’ ଲେଖି ଯୁଦ୍ଧ ବନ୍ଦ କରିବାକୁ ଅନୁରୋଧ କଲେ ମହିଳା

ନୂଆଦିଲ୍ଲୀ: ହାତରେ ଫୁଲତୋଡା, ଖୋସାରେ ଫୁଲ ଆଉ ଛାତିରେ "ଷ୍ଟପ ୱାର'ର ବାର୍ତ୍ତା । ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ମହିଳା । ଫିମେନ ନାମକ ଏକ ଫେମିନିଷ୍ଟ ମହିଳା ସଂଘ ଯୁଦ୍ଧ ରୋକିବାକୁ…

କୋହଲିଙ୍କ ଶତକୀୟ ଟେଷ୍ଟରେ ପନ୍ତଙ୍କ ଧୂଆଁଧାର ଅର୍ଦ୍ଧଶତକ: ପ୍ରଥମ ଦିନରେ ଭାରତ ୩୫୭/୬

ନୂଆଦିଲ୍ଳୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହୋଇଛି ଟେଷ୍ଟ ସିରିଜ୍ । ଟି-୨୦ ସିରିଜ୍ ବିଜୟ ପରେ ଭାରତ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ପଡିଆକୁ ଓହ୍ଲାଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରଥମ…

ପୁଣି ପେଟ୍ରୋଲ ଚିନ୍ତା: ଗାଡି ଚାଳକଙ୍କ ପାଇଁ ମହଙ୍ଗା ହୋଇପାରେ ଆସନ୍ତା ୧୧ ଦିନ, ପକେଟକୁ ହେବ ଆକ୍ରମଣ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଗତ ୪ ମାସରେ ସ୍ଥିର ରହିଛି ପେଟ୍ରୋଲ ଏବଂ ଡିଜେଲ ଦର । ତେଣୁ ଆସନ୍ତା ୧୧ ଦିନ ମଧ୍ୟରେ ଗାଡି ଚାଳକଙ୍କ ପକେଟକୁ ଆକ୍ରମଣ ହୋଇପାରେ ବୋଲି…

ଏହି ଉପାୟରେ କରନ୍ତୁ ପୁଦିନା ଚାଷ: ଅଳ୍ପ ଖର୍ଚ୍ଚରେ ହୋଇପାରିବେ ଲାଭବାନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୁଦିନା ଏହା ଏପରି ଉଦ୍ଭିଦ ଯାହାର ଅନେକ ଉପାଦେୟ ରହିଛି । କେବଳ ବାସ୍ନା ନୁହେଁ ଏହାର ପ୍ରୟୋଗ ଖାଦ୍ୟରେ ମଧ୍ୟ କରାଯାଇଥାଏ । ସାଧାରଣ ଜୀବନରେ ଅନେକ ସମୟରେ ଲୋକମାନେ ଏହାର ବ୍ୟବହାର…

ଭ୍ଲୋଦିମିର ଜେଲେନ୍ସଙ୍କିଙ୍କୁ ୩ ଥର ହତ୍ୟା ଉଦ୍ୟମ: ପରଦା ପଛରେ ରହିଛି ୱାଗନର ଗ୍ରୁପ୍

ନୂଆଦିଲ୍ଲୀ:ଋଷ ଓ ୟୁକ୍ରେନ ସେନାଙ୍କ ମଧ୍ୟରେ ଏବେ ବି ଚାଲିଛି ଲଢେଇ । ଆଉ ଦୁଇଟି ଯାକ ଦେଶ ପରସ୍ପରର ମାତ୍ରାଧିକ କ୍ଷତି କରିଥିବା ଦାବି କରୁଛନ୍ତି । ହେଲେ ଏହା ଭିତରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ…

ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ଋଷର କବଜା: ୟୁକ୍ରେନର ରାଜଧାନୀ କିଭ ପରେ ପରମାଣୁ ପ୍ଲାଣ୍ଟକୁ ଅକ୍ତିଆର କଲା ପୁତିନ ସେନା

ନୂଆଦିଲ୍ଲୀ: ୟୁକ୍ରେନର ସବୁଠୁ ବଡ ନ୍ୟକ୍ଲିୟର ପାୱାର ପ୍ଲାଣ୍ଟ ଉପରେ କବଜା କରିଛି ଋଷ ସେନା । ରାଜଧାନୀ କିଭ ଏବଂ ଦେଶର ଦ୍ୱିତୀୟ ସର୍ବବୃହତ ସହର ହାରକିଭକୁ ନିଜ ଅକ୍ତିଆରକୁ ନେବା ପରେ ଏବେ ପରମାଣୁ ପ୍ଲାଣ୍ଟ ମଧ୍ୟ…

ଦେଶରେ ପ୍ରଥମ ଥର ପାଇଁ ପରୀକ୍ଷା ହେଲା କବଚ: ଟ୍ରେନରେ ଉପସ୍ଥିତ ରହିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଦେଖନ୍ତୁ Video

ନୂଆଦିଲ୍ଳୀ: ଦେଶରେ ଆରମ୍ଭ ହୋଇଯାଇଛି କବଚ ରେଳ ସେବା । ଏହି ନୂତନ ବୈଷୟିକ କୌଶଳର ପରୀକ୍ଷଣ ପରେ ଏଣିକି ଦୁର୍ଘଟଣାକୁ ଶୂନକୁ ଅଣାଯାଇ ପାରିବ । କବଚ ହେଉଛି ଏମିତି ଏକ କୌଶଳ ଯାହା ଦ୍ୱାରା ଟ୍ରେନ ସାମ୍ନାସାମ୍ନି ଧକ୍କା…

ଭୟଙ୍କର ବିସ୍ଫୋରଣ: ମସଜିଦରେ ଆତ୍ମଘାତୀ ଆକ୍ରମଣରେ ୩୦ରୁ ଅଧିକ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ଏବେ ୟୁକ୍ରେନ-ଋଷ ଯୁଦ୍ଧ ଉପରେ ରହିଛି ବିଶ୍ୱବାସୀଙ୍କ ନଜର । କିନ୍ତୁ ସେପଟେ ପାକିସ୍ତାନରେ କରାଯାଇଛି ଏକ ଭୟଙ୍କର ଆକ୍ରମଣ । ବିସ୍ଫୋରଣରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଉଦ୍ଧ୍ୱର୍ ଲୋକ ଆହତ…

ପୋଲିସ ବିଭାଗରେ ନିଯୁକ୍ତି ପାଇଁ ବଡ ସୁଯୋଗ: ଏହି ପଦ ପାଇଁ ଆବଦନ ଗ୍ରହଣ କରୁଛି ଏକ୍ସାଇଜ ଡିପାର୍ଟମେଣ୍ଟ

ଝାଡଖଣ୍ଡର ଏକ୍ସାଇଜ ଡିପାର୍ଟମେଣ୍ଟରେ କାମ କରିବାକୁ ଇଚ୍ଚୁକ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ ବିଜ୍ଞପ୍ତି । ଝାଡଖଣ୍ଡ ପୋଲିସ କନେଷ୍ଟବଳ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଝାଡଖଣ୍ଡର କର୍ମଚାରୀ ଚୟନ ଆୟୋଗ । ତେବ…

ପାକିସ୍ତାନର ବିଚିତ୍ର ଶିକ୍ଷା ବ୍ୟବସ୍ଥା: ସିନ୍ଧ ପ୍ରଦେଶର ୧୧ ହଜାର ସ୍କୁଲରେ ନାହାନ୍ତି ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ସ୍କୁଲ ରହିଛି ହେଲେ ନାହାନ୍ତି ଜଣେ ବି ବିଦ୍ୟାର୍ଥୀ । ଗୋଟିଏ କି ଦୁଇଟି ନୁହେଁ ବରଂ ୧୧ ହଜାର ସ୍କୁଲରେ ରହିଛି ଏମିତି ବ୍ୟବସ୍ଥା । ପାକିସ୍ତାନର ସିନ୍ଧ ପ୍ରଦେଶରେ ଏଭଳି କିଛି ଅଭାବନୀୟ ଘଟଣା ସାମ୍ନାକୁ…