ରାଜନୀତିରେ ଭାଗ୍ୟ ପରୀକ୍ଷା କରିବେ ବର୍ଷା: କେଉଁଠୁ ଲଢ଼ିବେ BMC ନା CMC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସରିଥିବା ବେଳେ ଏବେ ଆରମ୍ଭ ହୋଇଯାଇଛି ପୌର ନିର୍ବାଚନ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛ ରାଜ୍ୟର ତିନୋଟି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ…

ପିତା ହେଲେ ସିଙ୍ଗର୍ ଆଦିତ୍ୟ ନାରାୟଣ: କନ୍ୟାରତ୍ନକୁ ଜନ୍ମ ଦେଲେ ପତ୍ନୀ ଶ୍ୱେତା

ମୁମ୍ବାଇ: ବଲିଛଡ ଜଗତର ସିଙ୍ଗର ବା ଅଭିନେତା ଆଦିତ୍ୟ ନାରାୟଣ ଓ ତାଙ୍କ ପତ୍ନୀ ଶ୍ୱେତା ଅଗ୍ରୱାଲଙ୍କ ଘରକୁ ଆସିଛି ଖୁସିଖବର । ସେମାନେ ପିତା-ମାତା ହେବାରସୌଭାଗ୍ୟ ଅର୍ଜନ କରିଛନ୍ତି । ପତ୍ନୀଙ୍କ ଔରସରୁ ଏକ କନ୍ୟା…

ଏଣିକି ୟୁକ୍ରେନକୁ ଡାକ୍ତରୀ ପଢ଼ିବାକୁ ଯିବେ ନାହିଁ ଭାରତୀୟ ଛାତ୍ର, ମେଡିକାଲ କଲେଜ ସ୍ଥାପନ ନେଇ ମୋଦୀଙ୍କ ସହ ଆଲୋଚନା କଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ୟୁକ୍ରେନ-ରୁଷିଆ ମଧ୍ୟରେ ଘମାଘୋଟ ଲଢ଼େଇରେ ଫସିଛନ୍ତି ୧୮ ହଜାର ଭାରତୀୟ ଛାତ୍ର । ସେମାନଙ୍କୁ ଉଦ୍ଧାର ପାଇଁ ଭାରତ ସରକାର ଅପରେସନ ଗଙ୍ଗା ଆରମ୍ଭ କରିଛନ୍ତି । ଇତିମଧ୍ୟରେ ଜଣେ ଭାରତୀୟ ଛାତ୍ର ରକେଟ ମାଡ଼ରେ…

ପଞ୍ଚାୟତ ରେଜଲ୍ଟକୁ ନେଇ ଅପରାଜିତା ଷଡ଼ଙ୍ଗୀଙ୍କ ବଡ଼ ବୟାନ, ଜାଣନ୍ତୁ କ’ଣ କହିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଏଥର ପଞ୍ଚାୟତ ନିର୍ବାଚନରେ ବିପୁଳ ଭୋଟ୍ ହାସଲ କରିଛି ବିଜେଡି । ରେଜଲ୍ଟରେ ବିଜେଡିର ପାଖ ମାଡ଼ିପାରିନାହାନ୍ତି ବିରୋଧୀ । ଅନ୍ୟପଟେ ବିରୋଧୀ ଦଳ ବିଜେପି ଓ କଂଗ୍ରେସର କର୍ମୀମାନେ…

କଶ୍ମୀରରେ କାହିଁକି ହେଉନି ନିର୍ବାଚନ ? ପ୍ରଶ୍ନ ଉଠାଇଲା ଆମେରିକା, ଏମିତି ଉତ୍ତର ଦେଲେ ରାଜନୈତିକ ଦଳ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ କାହିଁକି ହେଉନି ନିର୍ବାଚନ ? ଏମିତି ପ୍ରଶ୍ନ ଦେଶର କୌଣସି ରାଜନୈତିକ ଦଳ କିମ୍ବା ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ପଚରା ଯାଇନାହିଁ। ବରଂ ଏହି ପ୍ରଶ୍ନ କରିଛି ଆମେରିକା। ଏପରିକି ଏହି ଦେଶ…

IND vs SL: ୧୦୦ତମ ଟେଷ୍ଟରେ ୮୦୦୦ ରନ ପୂରଣ କଲେ କୋହଲି, ହେଲେ ସଚିନ-ଗାଭାସ୍କରଙ୍କଠୁ ପଛରେ ରହିଗଲେ

ମୋହାଲି: ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି ବିରାଟ କୋହଲି। ଏହି ସମୟରେ କୋହଲି ଟେଷ୍ଟ କ୍ରିକେଟରେ ୮୦୦୦ ରନ ପୂରଣ କରିଛନ୍ତି। ମୋହାଲି ଟେଷ୍ଟର ପ୍ରଥମ ଇନିଂସରେ ୩୮ ରନ…

ରୁଷିଆ କବଜାରେ ୟୁରୋପର ସବୁଠାରୁ ବଡ଼ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ: ୟୁକ୍ରେନ କଲା ଏପରି ଦାବି

କିଭ: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି । ଉଭୟ ପକ୍ଷରୁ ଧନ-ଜୀବନ ନଷ୍ଟ ହେଉଛି । ଏହାରି ମଧ୍ୟରେ ୟୁରୋପର ସବୁଠାରୁ ବଡ଼ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟକୁ ନିଜ କବଜାକୁ ନେଇଛି ରୁଷ ।…

କୋହଲିଙ୍କ ୧୦୦ତମ ଟେଷ୍ଟ, କ୍ୟାପ୍ ଦେଇ ସମ୍ମାନିତ କଲେ ରାହୁଲ ଦ୍ରାବିଡ

ମୋହାଲି: ବିରାଟ କୋହଲି ଆଜି ଶ୍ରୀଲଙ୍କା ବିପକ୍ଷରେ ନିଜ ଟେଷ୍ଟ କ୍ୟାରିୟରରେ ୧୦୦ତମ ମୁକାବିଲା ଖେଳୁଛନ୍ତି। ଏହି ଖାସ୍ ଉପଲବ୍ଧିରେ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କୋହଲିଙ୍କୁ ଭାରତୀୟ ଦଳର କ୍ୟାପ୍ ଦେଇ…

ହଜାର ହଜାର ମେଡିକାଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ: କେମିତି ସୁଝିବେ ୩୦ରୁ ୫୦ ଲକ୍ଷର ଲୋନ୍

ନୂଆଦିଲ୍ଲୀ: ୟୁକ୍ରେନ-ରୁଷିଆ ଯୁଦ୍ଧ ବିଶ୍ୱବାସୀଙ୍କ ସମ୍ମୁଖରେ ଏକ ଶନିଦଶା ଭାବେ ଠିଆ ହୋଇଛି । ତେବେ ବର୍ତ୍ତମାନଠାରୁ ଖାଇବା ତେଲ, ପେଟ୍ରୋଲ, ଡିଜେଲର ଦର ହୁ ହୁ ହୋଇ ବଢ଼ିବାରେ ଲାଗିଲାଣି । ଏହି ଭୟଙ୍କର ଯୁଦ୍ଧର…

ତାଇଓ୍ଵାନ ଉପରେ ଆକ୍ରମଣ ଉଦ୍ଦେଶ୍ୟରେ ଚୀନ, କ୍ଵାଡର ଘୋଷଣା- ୟୁକ୍ରେନ ପରି ଅବସ୍ଥା ହେବାକୁ ଦେବୁନି

ନୂଆଦିଲ୍ଲୀ: ରୁଷ ଆକ୍ରମଣରେ ଧ୍ଵସ୍ତବିଧ୍ଵସ୍ତ ୟୁକ୍ରେନର ଅନେକ ସହର। ଦେଶରେ ଚାରିଆଡେ ହାହାକାର ପରିସ୍ଥିତି। ଅନ୍ୟପଟେ ତାଇଓ୍ଵାନ ଉପରେ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଚୀନ। ତେବେ ତାଇଓ୍ଵାନକୁ ୟୁକ୍ରେନ ପରି ଅବସ୍ଥା…