ଫୁଟପାଥ୍ ଉପରେ ଦ୍ରୁତ ଗତିରେ ପଶିଗଲା କାର୍, ୪ ମହିଳା ମୃତ; ନାବାଳକ ଡ୍ରାଇଭର୍ ଗିରଫ

ହାଇଦ୍ରାବାଦ୍: ଫୁଟପାଥ୍ ରେ ବସିଥିବା ଲୋକଙ୍କ ଉପରେ କାର୍ ଚଢ଼ିବା ମାମଲା ପୂର୍ବରୁ ମଧ୍ୟ ସ୍ୱବ୍ଧ କରିଥିଲା । ହେଲେ ଏବେ ସେହିଭଳି ଏକ ମାମଲା ସାମନାକୁ ଆସିଛି । ତେଲେଙ୍ଗାନାର କରୀମନଗରରେ ରବିବାର ଦିନ ସକାଳ ସମୟରେ…

‘ରୁଦ୍ର- ଦ ଏଜ୍‌ଅଫ୍‌ ଡାର୍କନେସ୍‌’ ଫିଲ୍ମର ଟ୍ରେଲର ରିଲିଜ, ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ଏଣ୍ଟ୍ରି କରିବେ ବଲିଉଡ୍‌ ସିଙ୍ଗମ୍‌

ମୁମ୍ବାଇ: ଖୁବଶୀଘ୍ର ‘ରୁଦ୍ର- ଦ ଏଜ୍‌ ଅଫ୍‌ ଡାର୍କନେସ୍‌’ ଫିଲ୍ମ ଜରିଆରେ ୱେବ୍‌ ସିରିଜ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ବଲିଉଡ୍‌ ସିଙ୍ଗମ୍‌ ଅଜୟ ଦେବଗନ୍‌ । ଏନେଇ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର…

ଲଦାଖରେ ନିର୍ମାଣ ହେବ ଆଷ୍ଟ୍ରୋଟର୍ଫ ଫୁଟ୍‌ବଲ୍‌ ଷ୍ଟାଡିୟମ୍‌ ଓ ଓପନ୍‌ ସିନ୍ଥେଟିକ ଟ୍ରାକ୍‌ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ଖୁବଶୀଘ୍ର ଓପନ ସିନ୍ଥେଟ୍ରିକ ଟ୍ରାକ୍‌ ଓ ଆଷ୍ଟ୍ରୋଟର୍ଫ ଫୁଟବଲ ଷ୍ଟାଡିୟମ ନିର୍ମାଣ କରାଯିବ । ଲଦାଖର ୧୧,୦୦୦ ଫୁଟ…

ହୋଟେଲର ୬ ମହଲାରୁ ଡେଇଁଲେ ମଡେଲ୍, କହିଲେ- ‘ବାପା ଜୀବନ ଶେଷ କରିବାକୁ ଯାଉଛି’

ଯୋଧପୁର: ଶନିବାର ଦିନ ରାତିରେ ଜଣେ ମଡେଲ୍ ହୋଟେଲର ୬ ମହଲାରୁ ଡେଇଁ ନିଜ ଜୀବନ ହାରିଦେଇଛନ୍ତି । ସେ ବାଲକୋନୀରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏହିଭଳି ଏକ ଘଟଣା ରାଜସ୍ଥାନର ଯୋଧପୁରରେ ଘଟିଛି । ଆତ୍ମହତ୍ୟା…

୮୦ ନିୟୁତ ଡଲାର୍‌ କ୍ରିପ୍ଟୋକରେନ୍ସି ଚୋରି କଲେ ହ୍ୟାକର, ଫେରାଇବାକୁ ଅନୁରୋଧ କରିବା ସହ ପୁରସ୍କାର ଘୋଷଣା କଲା କମ୍ପାନୀ

ନୂଆଦିଲ୍ଲୀ: ଦିନକୁ ଦିନ ହ୍ୟାକର ମାନଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ହ୍ୟାକରମାନେ କ୍ରିପ୍ଟୋକରେନ୍ସିକୁ ଟାର୍ଗେଟ କରୁଛନ୍ତି । ତେବେ କ୍ୟୁବିଟ୍‌ ଫାଇନାନ୍ସ ନାମକ ଏକ ଡିସେଣ୍ଟ୍ରାଲାଇଜଡ୍‌…

କିଏ ଏହି Bigg Boss15ର ବିଜେତା ତେଜୱୀ ପ୍ରକାଶ? ଟ୍ରଫି ସହିତ ଜିତିଲେ ୪୦ ଲକ୍ଷ ଟଙ୍କା

ମୁମ୍ବାଇ: ଗତକାଲି ବିଗ୍ ବସ୍ ୧୫ର ବିଜେତାର ନାମ ଘୋଷଣା ହୋଇଛି । ଶେଷରେ ତେଜସ୍ୱୀ ପ୍ରକାଶ ବାକି ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇ ଟ୍ରପି ହାସଲ କରିନେଇଛନ୍ତି । ଟପ୍ ୩ ରେ ପହଞ୍ଚିବା ପରେ ତେଜସ୍ୱୀ, କରନ୍ କୁନ୍ଦ୍ରା ଓ…

ଗୋରୁ ବେଝୋଇ ଗାଡ଼ି ଜବତ: ୪୬ ଗାଈ ଉଦ୍ଧାର, ଡ୍ରାଇଭର ଗିରଫ

ଭଣ୍ଡାରିପୋଖରୀ, (ଭାସ୍କର ନ୍ୟୁଜ୍‌): ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ଚନ୍ଦ୍ରଭାନୁ ପୁର ନାକାପୋଷ୍ଟ ନିକଟେର ବେଆଇନ ଭାବେ ଟ୍ରକରେ ୪୬ ଗୋରୁ ଚଳାଣ କରାଯାଉଥିବା ବେଳେ ଜବତ କରାଯାଇଛି । (ଓଡି…

ଶବ୍ଦ ଓ ବାୟୁ ପ୍ରଦୂଷଣ ମୁକ୍ତ ହେବ ମାୟାନଗରୀ, ୯ଶହ ଡବଲ୍‌ ଡେକର୍‌ ବସ୍‌ ସହ ଗଡ଼ିବ ୧୦ ହଜାର ଇଲେକ୍ଟ୍ରିକ୍‌ ବସ୍‌

ମୁମ୍ବଇ: ଶବ୍ଦ ଓ ବାୟୁ ପ୍ରଦୂଷଣ ମୁକ୍ତ ହେବ ମାୟାନଗରୀ ମୁମ୍ବଇ । ୯୦୦ ନାଲିରଙ୍ଗର ଡବଲ୍‌ ଡେକର୍‌ ବସ୍‌ ସହ ୧୦,୦୦୦ ଇଲେକ୍ଟ୍ରିକ୍‌ ବସ୍‌ ଚଲାଇବାର ଯୋଜନା ରଖିଛନ୍ତି ମହାରାଷ୍ଟ୍ର ସରକାର । ନିକଟରେ ମହାରାଷ୍ଟ୍ର…

ପବିତ୍ର ମାଘ ସପ୍ତମୀ ବୁଡ ପ୍ରସ୍ତୁତ: ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ଜଳ ନିଷ୍କାସନ ସହ ସଫେଇ କାର୍ଯ୍ୟ ଜାରି

କୋଣାର୍କ (ଭାସ୍କର ନ୍ୟୁଜ୍‌): ଆସନ୍ତା ୬ତାରିଖରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ପବିତ୍ର ମାଘ ସପ୍ତମୀ ବୁଡ । କରୋନା କଟକଣା ଯୋଗୁଁ କୋଭିଡ ଗାଇଡଲାଇନ ଅନୁଯାୟୀ ବିନା ଶ୍ରଦ୍ଧାଳୁରେ ବୁଡ ନୀତି ସମ୍ପାଦନ ହେବ ।…

ଆଜିଠୁ କେନ୍ଦ୍ରୀୟ ବଜେଟ୍‌ ଅଧିବେଶନ, ସଂସଦର ଉଭୟ ଗୃହକୁ ସମ୍ବୋଧନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜିଠୁ ସଂସଦର ବଜେଟ ଅଧିବେଶନ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ଗୃହକୁ ସମ୍ବୋଧନ କରିବେ । ଏହାପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ…