କୋଟିଆ ପଞ୍ଚାୟତ ନିର୍ବାଚନ: ଫେଲ୍ ମାରିଲେ ସର୍ବଦଳୀୟ ପ୍ରାର୍ଥୀ, ବିଜୟୀ ହେଲେ ସ୍ୱାଧୀନ ପ୍ରାର୍ଥୀ

ସରିଛି ପଞ୍ଚାୟତ ନିର୍ବାଚନ ମତଦାନ । ଚାଲିଛି ଭୋଟ ଗଣତି । ଅନେକ ସ୍ଥାନରେ ବିଜେଡି ଆଗରେ ରହିଛି, ମିଳିଥିବା ସୂଚନା ଅନୁଯାୟୀ ୨୭୯ ଜିଲ୍ଲା ପରିଷଦ ସିଟ୍ ସହ ଆଗରେ ରହିଛି ବିଜେଡି । ତେବେ ଏହାରି ମଧ୍ୟରେ ଆସିଛି ଏକ ରୋଚକ…

ରାତିରେ ନିଦ ନ ଆସିବାର ମୁଖ୍ୟ କାରଣ: ଆପଣାନ୍ତୁ ଏହି ସବୁ ଉପାୟ, ମିଳିବ ସମସ୍ୟାର ସମାଧାନ

ଅନେକ ଲୋକଙ୍କୁ ରାତି ସାରା ନିଦ ଆସେନି । ନିଦରେ ଶୋଇବା ପାଇଁ ଅନେକ ଚେଷ୍ଟା ପରେ ମଧ୍ୟ ବିଫଳ ହୋଇଥାନ୍ତି କିଛି ଲୋକ । ଏହି କ୍ଷେତ୍ରରେ ରାତିରେ ଠିକ ଭାବେ ଶୋଇ ନ ପାରି ସକାଳ ମଧ୍ୟ ଏମାନଙ୍କର ଖରାପ ହୋଇ ଯାଇଥାଏ ।…

ନିଶଙ୍କାଙ୍କ ଅର୍ଦ୍ଧଶତକ ଓ ଶନକାଙ୍କ ଧୂଆଁଧାର ଇନିଂସ: ଭାରତ ଆଗରେ ୧୮୪ରନର ଟାର୍ଗେଟ୍

ନୂଆଦିଲ୍ଲୀ: ଧର୍ମଶାଳାରେ ଖେଳା ଯାଉଥିବା ଦ୍ୱିତୀୟ ଟି-୨୦ରେ ଭାରତ ସମ୍ମୁଖରେ ରନର ଟାର୍ଗେଟ ରଖିଛି ଶ୍ରୀଲଙ୍କା । ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୧୮୩ ରନ…

ଫେସବୁକ୍ ଦେଉଛି ରୋଜଗାରର ସୁଯୋଗ! ରିଲ୍ସ ଭିଡିଓରୁ ମିଳିବ ଟଙ୍କା

ନୂଆଦିଲ୍ଲୀ: ଏଣିକି ଫେସବୁକ ରିଲ୍ସରୁ ହେବ ରୋଜଗାର । ଖୁବଶୀଘ୍ର ଫେସବୁକ୍ ରିଲ୍ସରୁ ଟଙ୍କା କମେଇପାରିବେ ସର୍ଟ ଭିଡିଓ କ୍ରିଏଟର୍ସ । ଫେସବୁକ ରିଲ୍ସର ଗ୍ଲୋବାଲ ଲଞ୍ଚ କରାଯାଇଛି ଯାହା ଫେସବୁକରେ ରିଲ୍ସ ଅର୍ଥାତ ସର୍ଟ…

ଦେଶରେ ପଶିଛନ୍ତି ୧ ଲକ୍ଷ ଆକ୍ରମଣକାରୀ, ମୋଦିଜୀ ଆମକୁ ସାହାଯ୍ୟ କରନ୍ତୁ: ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ରୁଷ । ଆଉ ଏଭଳି ସମୟରେ ୟୁକ୍ରେନ ଏବେ ବିଶ୍ୱର ଅନ୍ୟ ଦେଶମାନଙ୍କୁ ସାହାଯ୍ୟ ମଧ୍ୟ ମାଗିଛି । ଏହାରି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କୀ ଶନିବାର…

ବିବାହର ୨୧ ବର୍ଷ ପରେ ସ୍ୱାମୀ ହୋଇଗଲେ ମହିଳା: ଏମିତି ନିଷ୍ପତ୍ତି ନେଲେ କୋର୍ଟ

ନୂଆଦିଲ୍ଲୀ: ରାଜସ୍ଥାନରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ବିବାହର ଦୀର୍ଘ ୨୧ ବର୍ଷ ପରେ ସ୍ୱାମୀ ଜଣଙ୍କ ମହିଳା ହୋଇ ଯାଇଛନ୍ତି । ଲିଙ୍ଗ ପରିବର୍ତ୍ତନ ସର୍ଜରୀ ଦ୍ୱାରା ଏହି ବ୍ୟକ୍ତି ଜଣଙ୍କ ମହିଳା ହୋଇ ଯାଇଛନ୍ତି ।…

ଦୁନିଆର ୧୦ ସବୁଠୁ ଶକ୍ତିଶାଳୀ ମିଲିଟାରୀ ଥିବା ଦେଶ, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ

ଭୁବନେଶ୍ୱର: ରୁଷ-ୟୁକ୍ରେନ୍ ମଧ୍ୟରେ ଜାରି ରହିଛି ଯୁଦ୍ଧ ବିଭୀଷିକା । ଅନେକ ଏହାକୁ ତୃତୀୟ ବିଶ୍ୱ ଯୁଦ୍ଧର ଆରମ୍ଭ ବୋଲି କୁହାଯାଉଛି । ରୁଷ ଭଳି ମିଲିଟାରୀ ୟୁକ୍ରେନକୁ ସଂପୂର୍ଣ୍ଣ ଭାବରେ ନଷ୍ଟ କରିପାରେ । ଏହା ପରେ…

ରାଜଧାନୀବାସୀଙ୍କୁ ଆଶ୍ୱସ୍ତି: ହଟିବ କରୋନା କଟକଣା, ଜାଣନ୍ତୁ କେଉଁ କାର୍ଯ୍ୟ ଉପରେ କୋହଳ ହେଲା ନିୟମ

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ । ଏହାକୁ ନଜରରେ ରଖି କଟକରା ଉପରେ କୋହଳ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଏବେ ରାଜଧାନୀରେ କାରରେ ଯାତାୟତ…

ମାତୃଭୂମିର ସୁରକ୍ଷା ପାଇଁ ହତିଆର ଉଠେଇଲେ ବିଶ୍ୱ ଚାମ୍ପିୟନ: ଭିଡିଓ ଜରିଆରେ ମାଗିଲେ ଅନ୍ତର୍ଜାତୀୟ ସହାୟତା

ନୂଆଦିଲ୍ଳୀ: ୟୁକ୍ରେନ ଏବଂ ଋଷ ଯୁଦ୍ଧକୁ ୩ ଦିନ ପୁରିବାକୁ ବସିଲାଣି । ଏହା ମଧ୍ୟରେ ପୂର୍ବତନ ବକ୍ସିଂ ବିଶ୍ୱ ଚାମ୍ପିୟନ ଭିଟାଲି କ୍ଲିଚସ୍କୋ ହତିଆର ଉଠାଇଛନ୍ତି । ୟୁକ୍ରେନର ରାଜଧାନୀ କିଭର ମେୟର ରହିଥିବା ଏହି…

ମ୍ୟୁଜିକ ଟିଚରର ଅଜବ କାରନାମା: ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ ସହ କରୁଥିଲା ରେପ, ଶେଷରେ….

ନୂଆଦିଲ୍ଲୀ: ଫରିଦାବାଦର ଜଣେ ମ୍ୟୁଜିକ ଟିଚରକୁ ଗିରଫ କରିଛି ପୋଲିସ । ଜଣେ ମହିଳାଙ୍କୁ ବ୍ଲାକମେଲ ଏବଂ ଦୁଷ୍କର୍ମ ଅଭିଯୋଗରେ ପୋଲିସ ହାତରେ ବନ୍ଧା ହୋଇଛି ଏହି ମ୍ୟୁଜିକ ଟିଚର । ଘରେ ସ୍ୱାମୀଙ୍କ ନଥିବାର ସୁଯୋଗ ନେଇ…