ଏସ୍ବିଆଇ ଶାଖାରୁ କୋଟିଏ ଟଙ୍କାର ସୁନା ଚୋରି, ଷ୍ଟ୍ରଙ୍ଗରୁମ୍ରେ କୌଣସ ତାଲା ଭାଙ୍ଗିନଥିବାରୁ ବଢ଼ିଲା ସନ୍ଦେହ: ୪ ଜଣଙ୍କୁ ପଚରାଉଚରା ଜାରି
କୋରାପୁଟ, (ଭାସ୍କର ନ୍ୟୁଜ୍): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଏକ ବଡ଼ଧରଣର ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ବ୍ୟାଙ୍କରୁ ଏକ କେଜି ୬୧୦ ଗ୍ରାମ ସୁନା ଲୁଟ୍…
