ଆଶିଷ ମିଶ୍ରାଙ୍କ ଜାମିନ ବିରୋଧରେ ସୁପ୍ରିମକୋର୍ଟରେ ଗଲେ ପୀଡ଼ିତ ପରିବାର

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଲଖିମପୁର ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା କରିଯିବା ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷଙ୍କୁ ମିଳିଥିବା ଜାମିନ ବିରୋଧରେ ଆବେଦନ ସୁପ୍ରିମକୋର୍ଟରେ କରାଯାଇଛି ।…

ଏହି ରାଜ୍ୟରେ ହେବନି ପଞ୍ଚମ ଓ ଅଷ୍ଟମ ବୋର୍ଡ ପରୀକ୍ଷା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼: ହରିୟାଣାର ଚଳିତ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀମାନେ ଦେବେନି ୫ମ ଓ ୮ମ ବୋର୍ଡ ପରୀକ୍ଷା । ଏନେଇ ଘୋଷଣା କରିଛନ୍ତି ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । ତେବେ ଆସନ୍ତା ଶିକ୍ଷାବର୍ଷରୁ ପିଲାମାନେ ବୋର୍ଡ…

ରାଶିଫଳ(ମଙ୍ଗଳବାର,୨୨ ଫେବୃଆରୀ,୨୦୨୨)

ମେଷ - ଆଜି ଦିନଟି ଶୁଭରେ ଶୁଭରେ କଟିବ, ଆଶାଜନକ ସମସ୍ତ ପରିବେଷ ପରିସ୍ଥିତି ରହିବ, ଶୁଭ ଦିନଟିଏ ରହିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ, ଆଜି କିଛି ଚାଉଳ ପାରାଙ୍କୁ ଦିଅନ୍ତୁ ଅଟକିଥିବା କାମ ପୁରଣ ହେବ ॥ ବୃଷ - …

ଚରମସୀମାରେ ଋଷ-ୟୁକ୍ରେନ ବିବାଦ: ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ଆଶଙ୍କା

ନୂଆଦିଲ୍ଲୀ:  ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିଥିବାବେଳେ ଯେକୌଣସି ମୁହୂର୍ତ୍ତରେ ଉଭୟ ପକ୍ଷ ମଧ୍ୟରେ ଯୁଦ୍ଧ ଲାଗିଯିବାର ଆଶଙ୍କା ପ୍ରକାଶ ପାଇଛି । ରୁଷ ପକ୍ଷରୁ କୁହାଯାଇଛି ଯେ ୟୁକ୍ରେନ ବୋମାମାଡ଼…

ଆଜି ଚତୁର୍ଥ ପର୍ଯ୍ୟାୟ ଭୋଟ୍‌, ମତାଧିକାର ସାବ୍ୟସ୍ତ କରିବେ ୧୧,୩୧,୭୨୭ ଭୋଟର; ବୁଥ୍‌ରେ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌):  ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ କରାଯିବ । ଏଥିନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପୋଲିଂ ପାର୍ଟି ବୁଥ୍‌ ଗୁଡ଼ିକରେ ପହଞ୍ଚି ସାରିଛନ୍ତି…

ଯବାନଙ୍କୁ ଛୁଇଁବନି ବାର୍ଦ୍ଧକ୍ୟବସ୍ଥା: ଆମେରିକୀୟ ସେନା ପକ୍ଷରୁ ନିର୍ମାଣ କରାଯାଉଛି ଔଷଧ

ୱାଶିଂଟନ୍: ମହାଭାରତର ଚରିତ୍ର ଅଶ୍ୱତ୍ଥାମା । ଅମର ରହିବାର ବର ପାଇଥିବା ଅଶ୍ୱତ୍ଥାମା ନିଜ ବୟସ କମ କରିବାର ଶକ୍ତି ପାଇଥିଲେ । ସମାନ ଢଙ୍ଗରେ ଆମେରିକୀୟ ସେନା ମଧ୍ୟ ସେହିଭଳି କିଛି ସଫଳତା ହାସଲ କରିବାକୁ ଯାଉଛି ।…

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଲକ୍ଷ୍ନୌରେ ପହଞ୍ଚିଲା ଟିମ ଇଣ୍ଡିଆ: ଫେବୃୟାରୀ ୨୪ରୁ ଆରମ୍ଭ ହେବ ଆଉ ଏକ ଯୁଦ୍ଧ

ଲକ୍ଷେ୍ନø: ଫେବୃୟାରୀ ୨୪ ତାରିଖରୁ ଭାରତ-ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଆରମ୍ଭ ହେବ । ଏଥିପାଇଁ ଆଜି ଲକ୍ଷେ୍ନøରେ ପହଞ୍ଚିଛି ଟିମ ଇଣ୍ଡିଆ । ଏୟାରପୋର୍ଟରୁ କିଛି ଫଟୋ ଏବଂ ଭିଡିଓ ଏବେ ସୋଶଲ…

(Video) “ରାଜବୀର ବାପା ମା ଡ୍ରାମା କରୁଛନ୍ତି ,ରାଜବୀରକୁ ଟଙ୍କା ଦେଇ ଟଙ୍କା ନଷ୍ଟ କରନ୍ତୁନି”ଦେବବ୍ରତ ଷଡଙ୍ଗୀ

ଭୁବନେଶ୍ୱର: ୧୯ ମାସର ଶିଶୁ ରାଜବୀର ଚିକିତ୍ସା ପାଇଁ ଦରକାର ୧୬ କୋଟି ଟଙ୍କା । ଆଉ ଏଥିପାଇଁ ଜନସାଧାରଣଙ୍କୁ ସାହାଯ୍ୟ ଲୋଡ଼ିଥିଲେ ତାଙ୍କର ପିତା ମାତା । କିନ୍ତୁ ଏହାରି ମଧ୍ୟରେ ଏକ ଭିଡିଓ ଭାଇରାଲ ହୋଇଥିଲା ।…

ଝଡ଼କୁ ଚିରି ଲ୍ୟାଣ୍ଡ ହେଲା ଏୟାର ଇଣ୍ଡିଆର ବିମାନ, ପାଇଲଟଙ୍କୁ କରାଯାଉଛି ପ୍ରଶଂସା

ବ୍ରିଟେନରେ ୟୁନିସ ନାମକ ଝଡ଼ର ଭୟାବହତା ଦେଖିବାକୁ ମିଳିଛି । ସାଧାରଣ ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି । ବିମାନ ଉଡ଼ାଣରେ ମଧ୍ୟ ବାଧା ଉପୁଜିଛି । ଶୁକ୍ରବାର ଯେତେବେଳେ ୟୁନିସ ଝଡ଼ ଯୋଗୁଁ ବିମାନ ଡାଇଭର୍ଟ କରାଯାଇଥିଲା ବା…

ସବୁବେଳେ ଆପଣଙ୍କ ମୁଡ ଅଫ ରହୁଛି କି? ଏହି କାମ କରନ୍ତୁ ଚୁଟକିରେ ମୁଡ ଆପେ ଆପେ ଠିକ ହୋଇଯିବ

ଜୀବନରେ ଏମିତି ଅନେକ ପରିସ୍ଥିତି ଆସେ ଯେତେବେଳେ ଆପଣ ପୂରା ଏକା ଅନୁଭବ କରନ୍ତି । ଆଉ ସାଥୀଟିଏ ଖୋଜନ୍ତି ସାହସ ଦେବା ପାଇଁ । କିନ୍ତୁ ତାହା ହୁଏ ନାହିଁ । ଧିରେ ଧିରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସନ୍ତି । ତେବେ…