ବ୍ରିଟେନକୁ ୩ ବର୍ଷ ପୁରୁଣା ୩୦୦୦ ଟନ୍ ଆବର୍ଜନା ଫେରାଇଲା ଶ୍ରୀଲଙ୍କା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଶ୍ରୀଲଙ୍କା ସୋମବାର ହଜାର ଟନ୍ ଅବୈଧ ଭାବରେ ଆମଦାନୀ ହେଉଥିବା କଣ୍ଟେନର ମଧ୍ୟରୁ ଶେଷ କଣ୍ଟେନରକୁ ବ୍ରିଟେନ ଫେରାଇ ଦେଇଛି । ଏନେଇ ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଅନେକ ଏସୀୟ ଦେଶ ନିକଟରେ ଧନୀ…

ରାଶିଦ ଖାନଙ୍କୁ ମିଳିଲା ଗାର୍ଡ ଅଫ ଅନର: ଜାଣନ୍ତୁ କେବେ, କେଉଁଠି ଏବଂ କାହିଁକି ରାଶିଦଙ୍କୁ ଦିଆଗଲା ସମ୍ମାନ

ନୂଆଦିଲ୍ଲୀ: ଆଫଗାନିସ୍ତାନର ଷ୍ଟାର ଲେଗ ସ୍ପିନର ରାଶିଦ ଖାନଙ୍କୁ ମିଳିଛି ଗାର୍ଡ ଅଫ ଅନର । ପାକିସ୍ତାନ ସୁପର ଲିଗକୁ ମଝିରୁ ଛାଡି ସ୍ୱଦେଶ ପେରିବାକୁ ନିଷ୍ପତ୍ତି ନେଇଥିବାରୁ ତାଙ୍କୁ ଏପରି ସମ୍ମାନ ପ୍ରଦାନ କରିଛନ୍ତି…

ଅଖିଳେଶଙ୍କ ଉପରେ ବର୍ଷିଲେ ଯୋଗୀ ଆଦିତ୍ୟନାଥ: କହିଲେ ସପା ସରକାରରେ ବିଜୁଳିରେ ହେଉଥିଲା ଭେଦଭାବ

ଲକ୍ଷ୍ନୌ: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆତଙ୍କବାଦୀ ପ୍ରସଙ୍ଗକୁ ନେଇ ସମାଜବାଦୀ ପାର୍ଟୀକୁ ଟାର୍ଗେଟ କରିଛନ୍ତି । ୨୩ ଫେବୃଆରୀରେ ୟୁପି ବିଧାନସଭା ନିର୍ବାଚନରେ…

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡ଼ିୟମରେ ପହଞ୍ଚି ନବୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଓଡ଼ିଶା ମହିଳା ଫୁଟବଲ…

ୟୁକ୍ରେନ୍ ସୀମାକୁ ମାଡି ଆସୁଛନ୍ତି ଋଷ ସୈନ୍ୟ: ଭୟଭୀତ ଅବସ୍ଥାରେ ବିଶ୍ୱବାସୀ

ନୂଆଦିଲ୍ଲୀ: ଋଷିଆ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ବିବାଦ ଥମିବାର ନା ନେଉନି । ଉଭୟ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ପରସ୍ଥିତି ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନ ଋଷ ନିଜର ସୈନ୍ୟ ପ୍ରତ୍ୟାହାର ସମ୍ପର୍କରେ ଘୋଷଣା…

ପବନ କଲ୍ୟାଣଙ୍କୁ ଧକ୍କା ଦେଲେ କ୍ରେଜି ଫ୍ୟାନ: ତଳେ ପଡିଗଲେ ସାଉଥର ଏହି ସୁପରଷ୍ଟାର, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଚେନ୍ନାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ପବନ କଲ୍ୟାଣଙ୍କ ସହ ଘଟିଯାଇଛି ଏକ ଅଘଟଣ । ଏକ ନିର୍ବାଚନୀ ପ୍ରଚାରରେ ଯାଉଥିବା ସମୟରେଏଭଳି ଏକ ଘଟଣାର ଶିକାର ହୋଇଛନ୍ତି ପବନ । ସ୍ଥାନୀୟ ନରସୁପୂରମରେ ପ୍ରଚାର ସମୟରେ…

ବିଧାନସଭା ନିର୍ବାଚନ ପୂର୍ବରୁ ବିଷାକ୍ତ ମଦର ତାଣ୍ଡବ, ଚାଲିଗଲା ଅନେକ ଜୀବନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଆଜମଗଡ଼ରେ ପୁଣିଥରେ ବିଷାକ୍ତ ମଦର ତାଣ୍ଡବ ଆରମ୍ଭ ହୋଇଛି । କିଛି ଘଣ୍ଟାରେ ହିଁ ୩ ଲୋକଙ୍କର ମୃତ୍ୟୁ ଘଟିଛି । ୧୨ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି । କିଛି…

ଜଣେ କି ଦୁଇ ଜଣ ନୁହେଁ, ବରଂ ୮୫ ଯୁବତୀଙ୍କ ସହ ଏପରି କାମ କରୁଥିବା ଯୁବକ: ଏପରି ଜାଣିଦେଲା ପ୍ରେମିକା

ୱାଶିଂଟନ୍: ପ୍ରାୟତଃ ଆପଣଙ୍କ ଆଖପାଖର ପୁରୁଷମାନେ ଜଣେ କି ୨ ଜଣଙ୍କ ସହ ଫ୍ଲର୍ଟ କରୁଥିବା ତ ଦେଖିଥିବେ, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଆମେରିକାର ଜଣେ ପୁରୁଷ ଏକା ସାଙ୍ଗରେ ୮୫ ମହିଳାଙ୍କ ସହ ଫ୍ଲଟ୍…

ଚିନ୍ନା ଥାଲା ରାଇନାଙ୍କୁ ମେନେପକାଇ ଭିଡିଓ ଜାରି କଲା ଚେନ୍ନାଇ: ପୁଣିଥରେ ପ୍ରଶଂସକ ହେଲେ ନିରାଶ, ଧୋନୀଙ୍କ ଉପରେ ଉଠାଇଲେ ଆଙ୍ଗୁଠି

ନୂଆଦିଲ୍ଲୀ: ଚଳିତ ଆଇପିଏଲ ସିଜନ ପାଇଁ ରାଇନାଙ୍କୁ ହାତଛଡା କରିଛି ଚେନ୍ନାଇ ସୁପର କିଙ୍ଗସ । ମେଗା ଅକ୍ସନରେ ରାଇନାଙ୍କୁ ଦଳରେ ସାମିଲ ନ କରିବା ପରେ ଏବେ ତାଙ୍କୁ ଦଳ ମିସ କରୁଛି । ସେଥିପାଇଁ ଚିନ୍ନା ଥାଲାଙ୍କ…

ମାଲକାନଗିରି ପୋଲିସକୁ ବଡ଼ ସଫଳତା: ନିର୍ବାଚନ ପୂର୍ବରୁ ସର୍ଚ୍ଚ ବେଳେ ମାଟିତଳୁ ମିଳିଲା ମାରଣାସ୍ତ୍ର

ନିର୍ବାଚନ ପୂର୍ବରୁ ମାଲକାନଗିରି ପୋଲିସକୁ ବଡ଼ ସଫଳତା । ମାଟିତଳୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କଲା ପୋଲିସ୍ । ୫ ଟି ବନ୍ଧୁକ ୨ ଟି ବୋମା ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ । ବିଏସଏଫ୍, ଡିଭିଏଫ୍ ଓ ଏସଓଜି…