ଦିନକ ପାଇଁ ବାହାରକୁ ଯାଇଥିଲେ ପତ୍ନୀ, ଫେରିବା ବେଳକୁ ବେଡରେ ପଡ଼ିଛି ଅର୍ଦ୍ଧନଗ୍ନ ଯୁବତୀଙ୍କ ମୃତଦେହ; ସ୍ୱାମୀ ଫେରାର୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଏକ ହଇଚଇ କରିବାପରସି ଘଟଣା ସାମନାକୁ ଆସିଛି । ସମ୍ପର୍କିୟଙ୍କ ଘରକୁ ଯାଇଥିବା ଜଣେ ମହିଳା ଯେତେବେଳେ ଘରକୁ ଫେରିଥିଲେ ତାଙ୍କ ଗୋଡ଼ ତଳୁ ମାଟି ଖସିଯାଇଥିଲା । ଘରୁ ଫେରି ସେ ଦେଖିଥିଲେ…

ଦେଶର ୧୦୦ ସହର ଏବଂ ଟାଉନ ସ୍ଥିତ ଖେତରେ ଉଡିଲା ଡ୍ରୋନ, ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କୃଷି କ୍ଷେତ୍ରରେ ଆସିବ ବଡ ପରିବର୍ତ୍ତନ। ଏହାର ଆରମ୍ଭ କରି ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଭିନ୍ନ ଭିନ୍ନ ଅଞ୍ଚଳରେ ୧୦୦ କୃଷକ ଡ୍ରୋନର ଉଦଘାଟନ କରିଛନ୍ତି। ଏହି ସବୁ ଡ୍ରୋନ ବିଭିନ୍ନ…

ହିଜାବ ବିବାଦ: ସସପେଣ୍ଡ୍ ହେଲେ ୫୮ ଛାତ୍ରଛାତ୍ରୀ, ହିଜାବ ପିନ୍ଧିବା ନେଇ କରୁଥିଲେ ପ୍ରଦର୍ଶନ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ହିଜାବକୁ ନେଇ ଜାରି ରହିଥିବା ବିବାଦ ପୁଣିଥରେ ତେଜିଛି । ଏବେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଗୋଟିଏ ସ୍କୁଲର୍ ୫୮ ଜଣ ଛାତ୍ରଛାତ୍ରୀଙ୍କୁ ସସପେଣ୍ଡ୍ କରିଦିଆଯାଇଛି । ସୂଚନା ଯେ, ଏହି ଘଟଣା…

ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କୁ ବିଶ୍ରାମ ଦେଲା ବିସିସିଆଇ, ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ଖେଳିବେ ନାହିଁ

ନୂଆଦିଲ୍ଲୀ: ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-୨୦ ପୂର୍ବରୁ ବିସିସିଆଇ ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କୁ ଦଳର ବାୟୋ ବବଲରୁ ୧୦ ଦିନର ବିରତି ଦେଇଛି। କୋହଲି ଏବେ ଘର ଅଭିମୁଖେ ଯାତ୍ରା କରିଛନ୍ତି। ସେ…

ନିର୍ବାଚନୀ ତାତି: ମୁମୂର୍ଷୁ ଅବସ୍ଥାରେ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର, ଦେଖନ୍ତୁ Video

ନୂଆପଡ଼ା(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ତୃତୀୟ ପର୍ଯ୍ୟାୟ ପାଇଁ ଚାଲିଛି ପ୍ରସ୍ତୁତି । କିଛି ସ୍ଥାନରେ ଶାନ୍ତିପୂର୍ଣ୍ଣ ପରିବେଶ ରହିଥିବା ବେଳେ କିଛି…

ଗୋଟିଏ ଝଟକାରେ ବିଶାଳ ବୃକ୍ଷକୁ ଧରାଶାୟୀ କରିଦେଲେ ଗଜରାଜ, ଦେଖନ୍ତୁ Video

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ ଏବେ ଗଜରାଜଙ୍କର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଗଜରାଜ ଗୋଟିଏ ଝଟକାରେ ଏକ ବିଶାଳ ବୃକ୍ଷକୁ ଧରାଶାୟୀ କରିଦେଇଥିବା ଭିଡିଓରେ ଦେଖିବାକୁ ମିଳୁଛି । ଏଥିରୁ ଗଜରାଜଙ୍କର ଶକ୍ତି କେତେ…

କେବଳ ୪୫ ମିନିଟ୍ ରେ ଘରେ ପହଞ୍ଚିବ ଗ୍ରୋସରୀ, Flipcart ଲଞ୍ଚ୍ କଲା Quick Delivery ସର୍ଭିସ୍

ନୂଆଦିଲ୍ଲୀ: ଇ-କମର୍ସ ସାଇଟ୍ Flipcart ଏବେ ଏକ ନୂତନ ସର୍ଭିସ୍ ଆରମ୍ଭ କରିବାକୁ ଯାଉଛି । ଏଣିକି Flipkart Quick Delivery Service ଦ୍ୱାରା ୪୫ ମିନିଟ୍ ମଧ୍ୟରେ ଗ୍ରୋସରୀ ଆପଣଙ୍କ ଘରେ ପହଞ୍ଚିବ । ଏହି Quick…

IPS ଅଧିକାରୀଙ୍କୁ ଗିରଫ କଲା NIA: ଲସ୍କର-ଇ-ତୋଏବାକୁ ଯୋଗାଉଥିଲେ ସିକ୍ରେଟ୍ ତଥ୍ୟ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ନିଆ) ପକ୍ଷରୁ ଜଣେ ଆଇପିଏସ ଅଧିକାରୀଙ୍କୁ ଗିରଫ କରାଯାଇଛି । ଉକ୍ତ ଅଧିକାରୀଙ୍କ ନାମ ଅରବିନ୍ଦ ଦିଗବିଜୟ ସିଂହ ନେଗୀ ଓ ସେ ହିମାଚଳ ପ୍ରଦେଶର ଏସଡିଆରଏଫର ପୋଲିସ ଅଧିକ୍ଷକ…

ଦେଶରେ କମିଲା କରୋନା ସଂକ୍ରମଣ: ୨୪ ଘଣ୍ଟାରେ ମିଳିଲେ ୨୨, ୨୭୦

ନୂଆଦିଲ୍ଲୀ: ଓମିକ୍ରନ ଯୋଗୁଁ କରୋନା ସଂକ୍ରମଣ ବଢ଼ିଥିବା ବେଳେ ଏବେ ପୁଣି ଏହାର ସଂଖ୍ୟା କମିବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨ ହଜାର ୨୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୫୩୪ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…