କ୍ଷମତା ପାଇଁ ଖଲିସ୍ତାନ ଚାହୁଁଥିଲେ କେଜ୍ରିୱାଲ: ପୁରୁଣା ସାଥୀଙ୍କ ବୟାନକୁ ଶେୟାର କଲା ବିଜେପି, ଦେଖନ୍ତୁ Video

ନୂଆଦିଲ୍ଲୀ: ପଞ୍ଜାବ ନିର୍ବାଚନକୁ ଆଉ ୪ ଦିନ ବାକି ରହିଥିବା ବେଳେ ଆପ୍ ଓ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରତି ଆକ୍ରମଣକୁ ଶାଣିତ କରିଛି ବିଜେପି । କ୍ଷମତା ପାଇଁ କ୍ରେଜିୱାଲ ପଞ୍ଜାବକୁ ଦେଶରୁ ଅଲଗା କରିବାକୁ ଚାହୁଁଥିଲେ…

WHO ଲଞ୍ଚ କଲା ‘Quit Tobacco App’, ଛାଡ଼ିଯିବ ତମାଖୁ ଅଭ୍ୟାସ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା WHO ଆଜି ‘Quit Tobacco App’ ଲଞ୍ଚ କରିଛି । ଲୋକମାନଙ୍କର ତମାଖୁ ଅଭ୍ୟାସ୍ ଛଡ଼ାଇବାରେ ସାହାଯ୍ୟ କରିବା ସହ ଧୂମପାନ ନକରିବା ଓ ଅନ୍ୟାନ୍ୟ ନୂଆ ଉତ୍ପାଦ ସମେତ ତମାଖୁର…

ମାସକୁ କିଲେ ଗୁଆଘିଅ ଆଉ ମାଗଣା ରାସନ: କ୍ଷମତାକୁ ଆସିଲେ ୫ ବର୍ଷ ପାଇଁ ମିଳିବ ଏହି ସବୁ ସୁବିଧା, ଅଖିଳେଶ ଯାଦବଙ୍କ ବଡ ଘୋଷଣା

ନୂଆଦିଲ୍ଳୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡିକ ପକ୍ଷରୁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦିଆଯାଉଥିବାବେଳେ ସମାଜବାଦୀ ପାର୍ଟି ପକ୍ଷରୁ ମାଗଣା ରାସନ ସାମଗ୍ରୀ ଯୋଗାଇ ଦେବାକୁ ଘୋଷଣା…

ଯାଜପୁରରେ ବ୍ଲକରେ ବୁଥ୍ କ୍ୟାପଚରିଂ: ଭୋଟ ବାକ୍ସ ଜବତ କଲା ପୋଲିସ୍

ଯାଜପୁର ବ୍ଲକରେ ବୁଥ୍ କ୍ୟାପଚରିଂ । ରୁଦ୍ରପୁର ପଞ୍ଚାୟତ ୫ ନମ୍ବର ୱାର୍ଡରେ ବୁଥ୍ କ୍ୟାପଚରିଂ । ଜନୈକ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକଙ୍କ ଦ୍ୱାରା ବୁଥ୍ ଦଖଲ । ବୁଥରେ ପଶି ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକମାନଙ୍କ…

ଆଜିଠୁ ଟି-୨୦ ସିରିଜ: ୱେଷ୍ଟଇଣ୍ଡିଜକୁ ଧରାଶାୟୀ କରିବା ପାଇଁ ହତିଆର ହେବ ଭାରତର ପେସ ଆଟାକ

ନୂଆଦିଲ୍ଲୀ: ଦିନିକିଆ ପରେ ଏବେ ଟି-ଟ୍ୱେଣ୍ଟି ସିରିଜ ହାତେଇବା ଲକ୍ଷ୍ୟରେ ମେନ ଇନ ବ୍ଲୁ । ଆଜିଠାରୁ କୋଲକାତାର ଇଡେନ ଗାର୍ଡେନ୍ସରେ ଆରମ୍ଭ ହେଉଛି ଭାରତ-ୱେଷ୍ଟଇଣ୍ଡିଜ ଟି-ଟ୍ୱେଣ୍ଟି ସିରିଜ । ତିନିଟିିକିଆ ସିରିଜର…

ଶେଷରେ ବନ୍ଧାହେଲେ କୁବେର ASP ତ୍ରିନାଥ ମିଶ୍ର: ଭିଜିଲାନ୍ସକୁ ଚ୍ୟାଲେଞ୍ଜ କରି ଏପରି କହିଲେ ପତ୍ନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଘରେ ସରିଲା ଭିଜିଲାନ୍ସ ରେଡ୍ । ୨୨ ଘଣ୍ଟାର ଚଢ଼ାଉରେ ୨୨ କୋଟିରୁ ଅଧିକ ସମ୍ପତ୍ତି ଠାବ ହେବା ପରେ ପୋଲିସ କମ୍ୟୁନିକେସନ ଅତିରିକ୍ତ ଏସପି ତ୍ରିତାଥ…

ଭାରତୀୟ ଡାକ ବିଭାଗ ପାଇଁ ଆସିଲା ବିଜ୍ଞପ୍ତି: ବିନା ପରୀକ୍ଷାରେ ସରକାରୀ ଡାକ ବିଭାଗରେ ମିଳିବ ନିଯୁକ୍ତି

ଯୁବଗୋଷ୍ଠୀଙ୍କ ପାଇଁ ଆସିଛି ନୂଆ ବିଜ୍ଞପ୍ତି । ଭାରତୀୟ ଡାକ ବିଭାଗ ତରଫରୁ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ସରକାରୀ ଚାକିରି ପାଇଁ ଖୋଜି ହେଉଥିବା ଯୁବବର୍ଗମାନଙ୍କ ପାଇଁ ଭାରତୀୟ ଡାକ ବିଭାଗରେ ସୃଷ୍ଟି…

ମହିଳାଙ୍କ ଚୁଟି ଘୋଷାଡି ମାଡ ମାରିଲେ: ଅଧାରୁ ବନ୍ଦ ରହିଲା ମତଦାନ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳରେ ଘଟିଯାଇଛି ନିୁର୍ବାଚନୀ ହିଂସା । ୧୫-୨୦ ଜଣ ଯୁବକ ବୁଥ୍ ରିଗିଂ କରିବା ସହିତ ଭଙ୍ଗାରୁଜା କରିଥିଲେ । ଏପରିକି ଜଣେ ମହିଳାଙ୍କୁ ଚୁଟି ଧରି ଘୋଷାଡି ମାଡ…

ଏହି ରୋଗ ନେଲା ବାପି ଲାହିରିଙ୍କ ଜୀବନ, ଲକ୍ଷଣ ଥିଲେ ଆଜିଠୁ ହୁଅ ସାବଧାନ୍

ନୂଆଦିଲ୍ଲୀ: ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ପରଲୋକ ଘଟିଛି । ମାତ୍ର ୬୯ ବର୍ଷ ବୟସରେ ବାପି ଦା’ଙ୍କ ନିଧନ ଖବର ସମସ୍ତେ ସ୍ତବ୍ଧ କରିଦେଇଛି । ମୁମ୍ବାଇ ସ୍ଥିତ କ୍ରିଟିକେୟାର ମେଡିକାଲରେ ସେ…

Girlfriend ସହିତ ଭାଲେଣ୍ଟାଇନ ଡେରେ ଶେଷ ଫଟୋ ଉଠାଇଥିଲେ ଦୀପ ସିଦ୍ଧୁ: ମୃତ୍ୟୁ ପରେ ହେଉଛି ଭାଇରାଲ

ନୂଆଦିଲ୍ଳୀ: ପଞ୍ଜାବୀ ଫିଲ୍ମ ଅଭିନେତା ଦୀପ୍ ସିଦ୍ଧୁଙ୍କ ଫଟୋ ବେଶ ଭାଇରାଲ ହେବାରେ ଲାଗିଛି । ଦୁର୍ଘଟଣାରେ ମୃତ୍ୟୁ ପରେ ଗାର୍ଲଫ୍ରେଣ୍ଡ ସହିତ ଉଠାଇଥିବା ଶେଷ ଫଟୋଟି ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି ।…