fbpx

ଦିଲ୍ଲୀରେ ନିର୍ବାଚନ ଅଧିକାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୮ା୨: ଉତ୍ତର ପୂର୍ବ ଦିଲ୍ଲୀର ପୁଲିଂ ବୁଥରେ ଅଘଟଣ ଘଟିଥିବା ସୂଚନା ମିଳିଛି । ବାବରପୁରରେ ଭୋଟିଂ ଜାରି ରହିଥିବା ବେଳେ ପୁଲିଂ ବୁଥରେ ନିର୍ବାଚନ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ତାଙ୍କର ହୃଦଘାତରେ ମୃତ୍ୟୁ…

ବିଲ ହୁଡ଼ାରୁ ବାହାରୁଛି ଡିଜେଲ!

କନ୍ଧମାଳ, ୮ା୨(ଓଡ଼ିଶା ଭାସ୍କର): କନ୍ଧମାଳ ସ୍ଥିତ ଦାରିଙ୍ଗବାଡ଼ିରେ ଏକ ବିଲ ହୁଡ଼ାରୁ ଡିଜେଲ ବାହାରୁଛି । ପେଟ୍ରୋଲ ପମ୍ପ ନିକଟରେ ଥିବା ବିଲ ହୁଡ଼ାରୁ ବାହାରୁଛି ଡିଜେଲ । କିନ୍ତୁ ପେଟ୍ରୋଲ ପମ୍ପ ଟାଙ୍କିରୁ ତେଲ ମଧ୍ୟ…

କରୋନା: ମୃତ୍ୟୁ ସଂଖ୍ୟା ୭୧୭କୁ ବୃଦ୍ଧି

ଉହାନ, ୮ା୨: ଚୀନରେ ଦିନକୁ ଦିନ କାୟା ମେଲେଇବାରେ ଲାଗିଛି କରୋନା ଭାଇରସ । ଲୋକମାନେ ସେଠାରେ କୋକୁଆ ଭୟରେ ରହିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ କରୋନାରେ ୭୧୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି…

ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଭୋଟିଂ ଜାରି, ସକାଳ ୧୦ଟା ସୁଦ୍ଧା ୪.୩୩% ମତଦାନ

ନୂଆଦିଲ୍ଲୀ, ୮ା୨: ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଭୋଟଗ୍ରହଣ ଜାରି ରହିଛି । ଆପ୍, କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ । ଦିଲ୍ଲୀ ବିଧାନସଭା ୭୦ଟି ଆସନ ପାଇଁ ୧୩, ୭୫୦ ବୁଥ୍ ହୋଇଛି । ୧.୪୭କୋଟି…

ଫେବୃୟାରୀ ୨୪ ଭିତରେ ଭାରତ ଗସ୍ତ କରିବେ ଟ୍ରମ୍ପ !

ନୂଆଦିଲ୍ଲୀ, ୭।୨: ଭାରତ ଗସ୍ତ ନେଇ ଭାରତୀୟ ରାଜଦୂତ ଗୁରୁବାର ହ୍ଵାଇଟ ହାଉସରେ  ଟ୍ରମ୍ପଙ୍କୁ ଭେଟିଛନ୍ତି । ତେବେ ଏହି ସମୟ ରେ ରାଷ୍ଟ୍ରପତି ଟ୍ରମ୍ପ ମୋଦୀଙ୍କ ସହ ବିତେଇ ଥିବା ସମୟକୁ ମନେ ପକେଇ ଥିଲେ। ଭାରତ ଗସ୍ତରେ…

ହାଇକୋର୍ଟ ବିଚାରପତି ହେବେ ସଞ୍ଜୀବ ପାଣିଗ୍ରାହୀ

କଟକ, ୭ା୨(ଓଡ଼ିଶା ଭାସ୍କର): ହାଇକୋର୍ଟ ବିଚାରପତି ହେବେ ଆଇନଜୀବୀ ସଞ୍ଜୀବ ପାଣିଗ୍ରାହୀ । ସଞ୍ଜୀବ ପାଣିଗ୍ରାହୀଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସଞ୍ଜୀବଙ୍କ ନିଯୁକ୍ତି ନେଇ…