fbpx

ହାତର ୪ ଆଙ୍ଗୁଳି କାଟିଦେଲେ ରୋଗୀ

ବ୍ରହ୍ମପୁର, ୧୫ା୩(ଓଡ଼ିଶା ଭାସ୍କର): ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଏକ ରୋଗୀ ନିଜ ବାମ ହାତର ୪ଟି ଆଙ୍ଗୁଳିକୁ କାଟି ଦେଇଛନ୍ତି । କିନ୍ତୁ ସେ ଏପରି କାହିଁକି କରିଛନ୍ତି ଏପର୍ଯ୍ୟନ୍ତ…

ସ୍ପେନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ,୧୫ ।୩: ସାରା ବିଶ୍ୱରେ କରୋନା ଭାଇରସର ପ୍ରକୋପ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା କରୋନା ଯୋଗୁଁ ୧୩୭ ଟି ଦେଶରେ ୫,୭୬୪ ଜଣଙ୍କର ମୃତ୍ୟୁ ଘଟିଛି। ଏହାରି ମଧ୍ୟରେ ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ…

କରୋନା ଭାଇରସଠାରୁ ଦୂରରେ ରହିବାକୁ ଏହି ୧୦ ଟି ଜିନିଷ ଉପରେ ଧ୍ୟାନ ଦିଅନ୍ତୁ

ସାରା ବିଶ୍ୱରେ କରୋନା ଭାଇରସର ପ୍ରକୋପ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା କରୋନା ଯୋଗୁଁ ୧୩୭ ଟି ଦେଶରେ ୫,୭୬୪ ଜଣଙ୍କର ମୃତ୍ୟୁ ଘଟିଛି। ଭାରତରେ ଏପର୍ୟ୍ୟନ୍ତ ୧୦୫ ଜଣ କରୋନା ଜୀବାଣୁରେ ପୀଡିତ ଅଛନ୍ତି ।…

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି

ନୂଆଦିଲ୍ଲୀ,୧୫ ।୩: ଭାରତରେ କରୋନା ଭାଇରସ୍ ବହୁ ତୀବ୍ରରେ ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୧୦୮ ଜଣ କରୋନା ଭୂତାଣୁରେ ପୀଡିତ ଅଛନ୍ତି । ସେଥିମଧ୍ୟରୁ ୧୧ ଜଣ ରୋଗୀ ସୁସ୍ଥ ହୋଇଥିବାବେଳେ ଦୁଇ ଜଣଙ୍କର…

ଛତିଶା ନିଯୋଗ ବୈଠକରେ ବଡ଼ ନିଷ୍ପତ୍ତି, ପୂଜା କରିବା ବେଳେ ସେବାୟତମାନେ ପିନ୍ଧିବେ ମାସ୍କ୍

ପୁରୀ, ୧୫ା୩(ଓଡ଼ିଶା ଭାସ୍କର): ପୁରୀରେ ଛତିଶା ନିଯୋଗ ବୈଠକରେ କରୋନା ସତର୍କତାକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ପୁରୀ ଆସୁଥିବା ଭକ୍ତଙ୍କ ଉପରେ ଏଣିକି ନଜର ରଖାଯିବ । ଦର୍ଶନାର୍ଥୀଙ୍କ ପାଇଁ ଅରୁଣସ୍ତମ୍ଭ ଓ…

କରୋନା ମୁକାବିଲା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ବଡ଼ ନିଷ୍ପତ୍ତି

ଗଞ୍ଜାମ, ୧୫ା୩(ଓଡ଼ିଶା ଭାସ୍କର): କରୋନା ମୁକାବିଲା ନେଇ ଗଞ୍ଜାମ ଜିଲ୍ଲାପାଳ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେହି ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ନାଚ ଉପରେ କଟକଣା ଜାରି ହୋଇଛି । ତାରାତାରିଣୀ ଯାତ୍ରାକୁ ନେଇ…

ଏନକାଉଣ୍ଟରରେ ୪ଆତଙ୍କବାଦୀ ନିହତ

ଜାମ୍ମୁକାଶ୍ମୀର, ୧୫ା୩: ଜାମ୍ମୁକାଶ୍ମୀର ସ୍ଥିତ ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ମୁହାଁମୁହିଁ ହୋଇଥିଳା । ଯାହାଫଳରେ ଏନକାଉଣ୍ଟରେ ଚାରି ଆତଙ୍କବାଦୀ ଟଳିଥିବା ସୂଚନା ମିଳିଛି । ଲସ୍କର ଓ ହିଜିବୁଲର…

ଅଚାନକ୍ ନାଚିବାରେ ଲାଗିଲେ ନାଗ-ନାଗୁଣୀ, ଭାଇରାଲ ଭିଡିଓ

କାହାଣୀରେ ସାପ ନୃତ୍ୟ କରନ୍ତି ବୋଲି ତ ସମସ୍ତେ ଶୁଣିଥିବେ । କିନ୍ତୁ ବହୁତ କମ ଲୋକ ସାପମାନଙ୍କ ନୃତ୍ୟ ଦେଖିଥିବେ । ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ପ୍ରେମୀ ଯୁଗଳ ସାପ…

ମଧ୍ୟପ୍ରଦେଶ ପରେ ଭାଙ୍ଗିଲା ଗୁଜରାଟ କଂଗ୍ରେସ! ରାଜ୍ୟସଭା ଟିକେଟ୍ ନମିଳିବାରୁ ଇସ୍ତଫା ଦେଲେ ୨ ବିଧାୟକ

ଅହମ୍ମଦାବାଦ,୧୫ ।୩: କଂଗ୍ରେସର ପୂର୍ବ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ସାମିଲ ହେବା ପରେ ମଧ୍ୟପ୍ରଦେଶର କମଳନାଥଙ୍କ ସରକାର ସଙ୍କଟ ଦେଇ ଗତି କରୁଛି । ଅନ୍ୟପଟେ ଗୁଜରାଟରୁ ମଧ୍ୟ କେଂଗ୍ରେସ ପାଇଁ ଖରାପ ଖବର…

ମଧ୍ୟପ୍ରଦେଶ ସଙ୍କଟ: କମଳ ନାଥଙ୍କୁ ଆସ୍ଥା ପରୀକ୍ଷା ନିର୍ଦ୍ଦେଶ

ଭୋପାଳ,୧୫ ।୩: ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ଜାରି ରହିଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ କମଳ ନାଥଙ୍କୁ ଆସ୍ଥା ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ଲାଳଜୀ ଟଣ୍ଡନ । ଆସନ୍ତାକାଲି ବିଧାନସଭାରେ…