fbpx

ଆମେରିକାରେ ଭୀଷଣ ଝଡ: ତଳକୁ ଖସିପଡିଲା ବିମାନ, ୨୫ ମୃତ

ବିଶ୍ୱର ଶକ୍ତିଶାଳୀ ଦେଶ ଆମେରିକାରେ ଭୀଷଣ ଝଡ ହେବା ଫଳରେ ଅନେକ କିଛି ଧ୍ୱଂସ ହୋଇଯାଇଛି । ଏହି ଘୂର୍ଣ୍ଣବଳୟ ଫଳରେ ସେଠାରେ ୨୫ ଲୋକଙ୍କ ମୃତ୍ୟୁ ଘଟିଛି । ଆମେରିକାର ଟେନେସ ରାଜ୍ୟ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି…

ଚନ୍ଦକାରେ ଯୁବକଙ୍କୁ ଗୁଳିମାଡ

ଭୁୁବନେଶ୍ୱର,୪ ।୩: ଭୁବନେଶ୍ୱର ଅନ୍ତର୍ଗତ ଚନ୍ଦକା ଅଞ୍ଚଳରେ ଆଜି ଜଣେ ଯୁବକଙ୍କୁ ଗୁଳିମାଡ ହୋଇଛି । ତିନି ଜଣ ଦୁର୍ବୃତ୍ତ ଆସି ଗୁଳିମାଡ କରିଥିବା ସୂଚନା ମିଳିଛି । ଗୁଳିମାଡ ପରେ ଗୁରୁତର ଆହତ ଯୁବକଙ୍କୁ ଏକ ଘରୋଇ…

ବ୍ୟାଙ୍କ ମିଶ୍ରଣକୁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ,୪ ।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ଶେଷ ହୋଇଛି । ବୈଠକରେ ଘରୋଇ ବ୍ୟାଙ୍କ୍ ମିଶ୍ରଣକୁ ଅନୁମୋଦନ ମିଳିଛି । ଏଣିକି ୧୦ଟି ଘରୋଇ ବ୍ୟାଙ୍କ୍ ମିଶ୍ରଣକରି ୪ଟି…

କାଶ୍ମୀରରୁ ଉଠିଲା ସୋସିଆଲ ମିଡିଆ ବ୍ୟାନ

ଶ୍ରୀନଗର,୪ ।୩: ଜମ୍ମୁ-କାଶ୍ମୀରରେ ସୋସିଆଲ ମିଡିଆ ଉପରୁ ଆଜି ପ୍ରତିବନ୍ଧକ ହଟିଛି । ଏବେ ଜମ୍ମୁ-କାଶ୍ମୀରର ସବୁ ଅଞ୍ଚଳରେ ସୋସିଆଲ ମିଡିଆ କ୍ରିୟାଶୀଳ ହୋଇଛି । ୨ଜି ସେବା ମଧ୍ୟ କାର୍ଯ୍ୟକ୍ଷମ ହୋଇଛି ବୋଲି…

ନିର୍ଭୟା ମାମଲା, ଫାଶି ପାଇଁ ଡ଼େଥ୍ ୱାରେଣ୍ଟ ଆବେଦନ

ନୂଆଦିଲ୍ଲୀ, ୪ା୩: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଚାରି ଦୋଷୀଙ୍କୁ ଫାଶି ଦେବା ପାଇଁ ଡ଼େଥ୍ ୱାରେଣ୍ଟ ଜାରି କରିବା ପାଇଁ ଆବେଦନ ହୋଇଛି । ଟ୍ରାଏଲ କୋର୍ଟରେ ଦିଲ୍ଲୀ ସରକାରଙ୍କ ଜେଲ୍…

ତାଲିବାନ୍ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍

କାବୁଲ,୪ ।୩: ଆମେରିକା ଓ ତାଲିବାନ୍ ମଧ୍ୟରେ ଗତ ଫେବ୍ରୁଆରୀ ୨୯ରେ ହୋଇଥିବା ଶାନ୍ତି ଚୁକ୍ତି ୪୮ ଘଣ୍ଟା ମଧ୍ୟ ରହିପାରିଲା ନାହିଁ । କିଛି ଦିନ ମଧ୍ୟରେ ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ ଆଜି ତାଲିବାନ ଉପରେ…

କରୋନା ସ୍ଥିତିର ସମୀକ୍ଷା ବୈଠକ

ଭୁବନେଶ୍ୱର, ୪ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ଚୀନରେ ବହୁ ଲୋକଙ୍କ ମୃତ୍ୟୁ ହେବା ସହ ଭାରତରେ ମଧ୍ୟ ୨୫ଜଣଙ୍କ କରୋନା ଭାଇରସ ନେଇ ରିପୋର୍ଟ ପଜିଟିଭ ବାହାରିଛି ।…