ଓଲଟିଲା ପେଟ୍ରୋଲ ଟ୍ୟାଙ୍କର; ଅଘଟଣକୁ ଖାତିର ନକରି ପେଟ୍ରୋଲ ବୋହିଲେ ଲୋକେ

ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ-ବାଣପୁର ଓଭରବ୍ରିଜ୍ ନିକଟ ଅଲାଇଡିହ ଛକ ନିକଟରେ ଓଲଟି ପଡିଲା ପେଟ୍ରୋଲ ବୋଝେଇ ଟ୍ୟାଙ୍କର । ପାରାଦୀପରୁ ଛତ୍ରପୁର ଅଭିମୁଖେ ଯାଉଥିବା ଏକ ପେଟ୍ରୋଲ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ । ଡ୍ରାଇଭର…

ଉଡି ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର: ପ୍ରଧାନମନ୍ତ୍ରୀଙ୍କୁ ଦୋଷ ଦେଇ ଏମିତି କହିଲେ

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରକୁ ଶାଣିତ ଆକ୍ରମଣ କରିଛନ୍ତି । ମୋଦୀଙ୍କ ପାଇଁ ମୋ ହେଲିକପ୍ଟର ଉଡାଣ ଭରି ପାରି ନଥିଲା । ରାଜନୈତିକ…

ପ୍ରଚାର କରି ସସପେଣ୍ଡ ହେଲେ ଶିକ୍ଷକ: ନିର୍ବାଚନ ପ୍ରଚାର କରିଥିବା ନେଇ ହୋଇଥିଲା ଅଭିଯୋଗ

ବଲାଙ୍ଗିର: ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଘଟଣାରେ କାର୍ଯ୍ୟାନୁଷ୍ଠାନ । ପୁଇଁତଳା ବ୍ଳକ ଲୁକାପଡ଼ା ସ୍କୁଲ ଶିକ୍ଷକ ତରଣୀସେନ ପ୍ରଧାନଙ୍କୁ ନିଲମ୍ବନ କରାଯାଇଛି । ବଲାଙ୍ଗିର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ନିଲମ୍ବନ…

IPL ୨୦୨୨ରେ ସବୁଠୁ ଶକ୍ତିଶାଳୀ ଟିମ: ବ୍ୟାଟିଙ୍ଗ, ବୋଲିଙ୍ଗ ସବୁ କ୍ଷେତ୍ରରେ ମହଜୁଦ ଅଛନ୍ତି ଦମଦାର ଖେଳାଳି

ନୂଆଦିଲ୍ଲୀ: ୨୦୨୨ IPL ପାଇଁ ସରିବା ପରେ ଏବେ ଚାଲିଛି ଆଲୋଚନା ପର୍ଯ୍ୟାଲୋଚନାର ସମୟ । ବିଭିନ୍ନ ଦଳର ସାମର୍ଥ୍ୟ ଏବଂ ଖେଳାଳିଙ୍କୁ ନେଇ ଚାଲିଛି ଅଙ୍କକଷା । କିଏ ଏହି ସିଜନର ସବୁଠୁ ଶକ୍ତିଶଳୀ ଦଳ, ସେ ନେଇ ଚାଲିଛି ଟଣା…

ଗ୍ୟାସ ଟାଙ୍କି ବିସ୍ଫୋରଣ: ଉଡ଼ିଗଲା ୫ ବଖରା ଘର, ଜଣେ ଗୁରୁତର

ଗ୍ୟାସ ଟାଙ୍କି ଫାଟି ଜଣେ ଆହତ ଓ ଜଣେ ଗୁରୁତର । ଏହି ଅଘଟଣ ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ତୁଲୁଣ୍ଡା ଗ୍ରାମପଞ୍ଚାୟତର ନର୍ଡା ଗାଁରେ  । ନର୍ଡା ଗାଁର କୈଳାସ ରଣାଙ୍କ ଘରେ ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ…

ସଫଳ କ୍ୟାରିୟର ପାଇଁ ଆପଣାନ୍ତୁ ଏହି ସବୁ ଟିପ୍ସ: ସଫଳତା ଆପଣଙ୍କ ପିଛା ଛାଡିବନି

କ୍ୟାରିୟର ଏପରି ଏକ ଶବ୍ଦ ଯାହା ଆପଣ ଆପଣଙ୍କ କର୍ମମୟ ଜୀବନରେ କେତେ ସଫଳ ତାହା ନିର୍ଦ୍ଧାରଣ କରିଥାଏ । ତେବେ କ୍ୟାରିୟରକୁ ନେଇ ଭିନ୍ନ ଭିନ୍ନ ସଂଜ୍ଞା ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ଠାରୁ ଶୁଣିବାକୁ ମିଳିଥାଏ । ଆପଣ ନିଜର…

୧୯ ରେ ପୁରୀ ଆସୁଛନ୍ତି ରାଷ୍ଟ୍ରପତି: କରିବେ ଶ୍ରୀଜିଉଙ୍କ ଦର୍ଶନ, ସାଧାରଣ ଭକ୍ତଙ୍କ ଦର୍ଶନ ଉପରେ କଟକଣା

୧୯ ତାରିଖ ଦିନ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ । ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଦର୍ଶନ କାର୍ଯ୍ୟକ୍ରମ ଯୋଗୁଁ ସୁରକ୍ଷା ଦୃଷ୍ଟିରୁ ସ୍ୱତନ୍ତ୍ର…

ଶ୍ରୀମନ୍ଦିର କଟକଣା କୋହଳ, ଆଉ ଦରକାର ନାହିଁ ସାର୍ଟିଫିକେଟ୍

ପୁରୀ(ଓଡ଼ିଶା ଭାସ୍କର): ଆସନ୍ତା ୨୧ରୁ ଶ୍ରୀମନ୍ଦିରରେ ସହଜ ହେବ ଜଗାଦର୍ଶନ । ଜଗାଦର୍ଶନ ନେଇ କଟକଣା କୋହଳ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏଣିକି ଦର୍ଶନ ପାଇଁ ଟିକା ପ୍ରମାଣପତ୍ର ଦେଖାଇବା ଆବଶ୍ୟକ ପଡ଼ିବ ନାହିଁ ।…

ଶେଷ ହେବ ୫ଜି ଅପେକ୍ଷା, ଚଳିତ ମାସ ଆରମ୍ଭ ହୋଇପାରେ ନିଲାମୀ

ନୂଆଦିଲ୍ଲୀ: ଭାରତରେ ୫ଜି ଇଣ୍ଟରନେଟ୍ ର ଅପେକ୍ଷା ଖୁବଶୀଘ୍ର ଶେଷ ହେବାକୁ ଯାଉଛି । ଚଳିତ ବର୍ଷ ମେ ମାସରେ ୫ଜି ସ୍ପେକ୍ଟ୍ରମ ପାଇଁ ନିଲାମୀ ହୋଇପାରେ । ଅବଶ୍ୟ ଏଥିପାଇଁ ଟ୍ରାଇକୁ ଏହି ମାସ ମାର୍ଚ୍ଚ ପର୍ଯ୍ୟନ୍ତ ବିକ୍ରି…

Indian Coast Guardରେ ନିଯୁକ୍ତି ସୁଯୋଗ: ମିଳିବ ୧.୧୨ ଲକ୍ଷର ଦରମା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ: ଭାରତୀୟ କୋଷ୍ଟଗାର୍ଡରେ ସୃଷ୍ଟି ହୋଇଛି ଖାଲି ପଦ । ସ୍ନାତକ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଥିବା ବେଳେ ସର୍ବାଧିକ ବୟସ ସୀମା ୩୦ ବର୍ଷ ରହିଛି । ଇଚ୍ଛୁକ ଏବଂ ଯୋଗ୍ୟ ଆଶାୟୀ ଏହି ପଦରେ ଆବେଦନ କରିବା…