Breaking News ଲାଞ୍ଚ ନେବା ବେଳେ ଧରାପଡିଲେ ବିଇଓ Sushreejyoti Routray Feb 11, 2022 ପାରଳାଖେମୁଣ୍ଡି(ଓଡ଼ିଶା ଭାସ୍କର): ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଛନ୍ତି ବିଇଓ । ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଶିକ୍ଷା ଅଧିକାରୀ ବ୍ରଜ କୁମାର ନାୟକଙ୍କୁ ଧରିଛି ଭିଜିଲାନ୍ସ । ଜଣେ ଶିକ୍ଷକଙ୍କ ଏରିଅର ବିଲ୍…
Featured ସାଇଲେଣ୍ଟ ଟାଏ-ବ୍ରେକର ବିଡ କ’ଣ? Odisha Bhaskar Bureau Feb 11, 2022 IPL ଅକ୍ସନରେ ଆସିପାରେ ସାଇଲେଣ୍ଟ-ଟାଏ ବ୍ରେକର । ଜଣେ ଖେଳାଳିଙ୍କୁ ଶେଷ ବିଡ ସମୟରେ ଏହି ନିୟମ ଲାଗୁ କରାଯାଏ । ଯାହା ପରେ ଫ୍ରାଞ୍ଚାଇଜିର ପର୍ସ ଶେଷ ହୋଇଯାଏ । ଏହି ନିୟମ ଅନୁସାରେ କୌଣସି ଖେଳାଳି ପ୍ରତି ଏକାଧିକ ଦଳ…
Featured ପଗଡି ପିନ୍ଧିବାକୁ ଅନୁମତି ମିଳୁଛି ହିଜାବକୁ ବିରୋଧ କାହିଁକି : INSTA ଷ୍ଟୋରୀରେ ବିରୋଧ କଲେ ସୋନମ କପୁର Abinash Kumar Dhal Feb 11, 2022 ନୂଆଦିଲ୍ଲୀ: କର୍ଣ୍ଣଟକ ହିଜାବ ବିବାଦରେ ମୁହଁ ଖୋଲିଛନ୍ତି ସୋନମ କପୁର । ସୋନମ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ଯଦି ପଗଡି ପିନ୍ଧିବାକୁ ଅନୁମତି ଦିଆଯାଉଛି ତାହେଲେ ହିଜାବ ପାଇଁ କାହିଁକି ଅନୁମତି ନାହିଁ ।…
Breaking News ସୁନ୍ଦରଗଡ଼ ADMଙ୍କ ଘରୁ ବାହାରିଲା ପୁଳା ପୁଳା ଟଙ୍କା, ଦେଖନ୍ତୁ VIDEO Sushreejyoti Routray Feb 11, 2022 ସୁନ୍ଦରଗଡ଼(ଓଡ଼ିଶା ଭାସ୍କର): ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ୍ ମହାପାତ୍ରଙ୍କ ଘରେ ଆଜି ରେଡ୍ ହୋଇଛି । ବର୍ତ୍ତମାନ ସୁଦ୍ଧା ନଗଦ ୩ ଲକ୍ଷ ଟଙ୍କା ଜବତ କରାଯାଇଛି । ଭୁବନେଶ୍ୱର ସ୍ଥିତ ନହରକଣ୍ଟାରେ ୮୯ ଲକ୍ଷର…
Breaking News ଓଡ଼ିଶାରେ ବିଧାନ ପରିଷଦ ଗଠନ ପ୍ରସଙ୍ଗ: କେନ୍ଦ୍ର ଓ ରାଜ୍ୟର ତଥ୍ୟରେ ରହୁନି ତାଳମେଳ, ବଢ଼ୁଛି ବିବାଦ Manas Pradhan Feb 11, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବିଧାନ ପରିଷଦ ଗଠନକୁ ନେଇ ଉପୁଜିଛି ବିବାଦ । କେନ୍ଦ୍ର ଓ ରାଜ୍ୟର ମନ୍ତବ୍ୟରେ କୌଣସି ତାଳମେଳ ରହୁନାହିଁ । ନିକଟରେ ରାଜ୍ୟସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କିଛି ପ୍ରଶ୍ନ…
Breaking News ରହସ୍ୟ ଘେରରେ OUAT ପ୍ରଫେସରଙ୍କ ମୃତ୍ୟୁ: ସ୍ୱାମୀଙ୍କ ରିଲେସନସିପ୍ ନେଇ ବଢ଼ିଲା ସନ୍ଦେହ Manas Pradhan Feb 11, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ପ୍ରେମଜନିତ ଅପରାଧିକ ମାମଲା ବଢ଼ିବାରେ ଲାଗିଛି । ପ୍ରାୟ ଦୁଇ ସପ୍ତାହ ଧରି ରାଜଧାନୀର ଯୁବ ବ୍ୟବସାୟୀ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଜାରି…
Featured କଚ୍ଚା ବାଦାମ ଗୀତର ପ୍ରକୃତ ମାଲିକଙ୍କୁ ମିଳିଲା ସମ୍ମାନିତ କଲା ପୋଲିସ ଡିପାର୍ଟମେଣ୍ଟ Odisha Bhaskar Bureau Feb 11, 2022 ପଶ୍ଚିମବଙ୍ଗ: ସୋଶଲ ମିଡିଆରେ ଖୁବ ଭାଇରାଲ ହେଉଥିବା ଗୀତରେ ଏବେ ଏକ ନମ୍ବରରେ ରହିଛି ‘କଚ୍ଚା ବାଦାମ’ । ଏହି ଗୀତକୁ ନେଇ ଅନେକ ଲୋକ ରିଲ କରିବାରେ ବ୍ୟସ୍ତ । ଏମିତି କି ଏହି ଗୀତରେ ରିଳ କରି କେତେ ଯେ ଲୋକ ରାତାରାତି…
Featured ଦିନେ ଥିଲେ ଭାରତୀୟ କ୍ରିକେଟ ଟିମର ବିସ୍ଫୋରକ ବ୍ୟାଟ୍ସମ୍ୟାନ: ଏବେ କ୍ରିକେଟ ଛାଡି ହକିରେ ଦେଖାଇବେ ଜଲୱା Odisha Bhaskar Bureau Feb 11, 2022 ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଜେମିମା ରୋଡ୍ରିଗସ କ୍ରିକେଟରୁ ଦୂରେଇ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏବେ କ୍ରିକେଟ ଛାଡି ହକି ଖେଳୁଥିବାର ନଜର ଆସିବେ ଭାରତୀୟ ମହିଳା କ୍ରିକେଟର ।…
Breaking News ପୌର ନିର୍ବାଚନରେ ରହିବ ‘NOTA’ ବ୍ୟବସ୍ଥା Sushreejyoti Routray Feb 11, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଛି । ଏଥର ପୌର ନିର୍ବାଚନରେ ଭୋଟରଙ୍କ ପାଇଁ ରହିବ ‘NOTA’ ବ୍ୟବସ୍ଥା । ପ୍ରଥମଥର ପାଇଁ ପୌର ଭୋଟରେ ଲାଗୁ ହେବାକୁ ଯାଉଛି…
Breaking News ସାରାଦେଶରେ Airtel ସେବା ଠପ୍, ଚିନ୍ତାରେ ବ୍ରଡବ୍ୟାଣ୍ଡ ଓ ମୋବାଇଲା ଗ୍ରାହକ Sushreejyoti Routray Feb 11, 2022 ନୂଆଦିଲ୍ଲୀ: ସମଗ୍ର ଦେଶରେ ଏୟାରଟେଲ ଗ୍ରାହକମାନେ ସମସ୍ୟାର ସାମ୍ନା କରୁଛନ୍ତି । ଅର୍ଥାତ୍ ଏୟାରଟେଲ କମ୍ପାନୀର ସେବା ବ୍ୟବହାର କରୁଥିବା ଗ୍ରାହକମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଭାରତ ସବୁଠାରୁ ବଡ ଟେଲିକମ୍…