ବାରହା ଶିକାର କରି ଗାଁରେ ବିକ୍ରି କରୁଥିଲେ ମାଂସ, ଚଢ଼ଉ କରି ଜଣକୁ ବାନ୍ଧିଲା ସ୍କ୍ୱାର୍ଡ
ଭଞ୍ଜନଗର (ଭାସ୍କର ନ୍ୟୁଜ୍): ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳ ଅନ୍ତର୍ଗତ ହଳନ୍ଦଖୋଳା ଗ୍ରାମର କୈଳାସ ପ୍ରଧାନ ବାରହା ଶିକାର କରି ସେହି ମାଂସକୁ ଗ୍ରାମରେ ବିକ୍ରି କରୁଥିବା କୈଣସି ସୂତ୍ରରୁ ବନାଞ୍ଚଳ ଅଧିକାରୀ…