କରୋନା ପ୍ରଭାବ: ଏବର୍ଷ ବି ଖଣ୍ଡଗିରି ମେଳା ବନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ଏହାରି ମଧ୍ୟରେ ଖଣ୍ଡଗିରି ମେଳାକୁ ନେଇ ଆସିଛି ବଡ଼ ଖବର । ଚଳିତବର୍ଷ ମଧ୍ୟ ବନ୍ଦ ହେବ ଖଣ୍ଡଗିରି ମେଳା । କୋଭିଡ କଟକଣା ପାଇଁ ଏଥର ବି ଖଣ୍ଡଗିରି…

‘ବିଟିଂ ରିଟ୍ରିଟ୍’ ସମାରୋହରେ ଆଜି ଝଲସି ଉଠିବ ଦିଲ୍ଲୀ ଆକାଶ, ଆକର୍ଷଣର କେନ୍ଦ୍ର ପାଲଟିବ ଡ୍ରୋନ ଶୋ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବିଜୟ ଚୌକରେ ଶନିବାର ଆୟୋଜିତ ହେବ ବିଟିଂ ରିଟ୍ରିଟ୍ ସମାରୋହ। ଏହି ଅବସରରେ ପ୍ରଥମ ଥର ଡ୍ରୋନ ଶୋରେ ଝଲସି ଉଠିବ ରାଜଧାନୀର ଆକାଶ। ଏକ ହଜାର ଡ୍ରୋନକୁ ନେଇ ସ୍ଵତନ୍ତ୍ର ଏବଂ…

ବଳପୂର୍ବକ ଶାରୀରିକ ସମ୍ପର୍କକୁ ସବୁବେଳେ ଦୁଷ୍କର୍ମ କୁହାଯାଇ ପାରିବନି, ପତ୍ନୀଙ୍କ ସହମତି ଥିଲା କି ନାଇଁ କେମିତି ଜାଣିବା: କେନ୍ଦ୍ର

ନୂଆଦିଲ୍ଲୀ: ଆଜିକାଲି ସମାଜରେ ପତି-ପତ୍ନୀଙ୍କ ସମ୍ପର୍କକୁ ନେଇ ଅନେକ ସମୟରେ ଭିନ୍ନ ଭିନ୍ନ ରାୟ ଆସିଥାଏ । ପତ୍ନୀଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କକୁ ସବୁବେଳେ ଦୁଷ୍କର୍ମର ଆଖ୍ୟା ଦିଆଯାଇ ପାରିବନି । ଏଭଳି…

ଫେବୃଆରୀ ୧୩ରୁ ଆରମ୍ଭ ହେବ ରଣଜୀ ଟ୍ରଫି, ସ୍ପଷ୍ଟ କଲେ ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ରଣଜୀ ଟ୍ରଫି ୨୦୨୨ ତାରିଖ ଘୋଷଣା କରିଛି। ଗତ ବର୍ଷ କରୋନା କାରଣରୁ ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇ ପାରିନଥିଲା। ଏଥର ଏହାକୁ ଜାନୁଆରୀ ୧୩ରେ ଆରମ୍ଭ…

ୟୁପି ନିର୍ବାଚନ: ଏବେ ଖୋଦ୍ ପ୍ରଚାର ମଙ୍ଗ ସମ୍ଭାଳିବେ ପ୍ରଧାନମନ୍ତ୍ରୀ ମୋଦୀ, ଜାନୁଆରୀ ୩୧ରେ ପ୍ରଥମ ଭର୍ଚୁଆଲ ରାଲି

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଉଠୁଛି ପଡୁଛି ଦେଶର ରାଜନୀତି। ନିର୍ବାଚନୀ ପ୍ରଚାର ଜୋରସୋରରେ ଚାଲିଛି। ରାଜ୍ୟରେ ପୁଣି ଥରେ କ୍ଷମତାସୀନ ହେବା ପାଇଁ ବିଜେପି ଅଣ୍ଟା ଭିଡିଥିବା ବେଳେ ପ୍ରଚାର…

NeoCovରେ ୩ ଜଣ ସଂକ୍ରମିତ ହେଲେ ଜଣେ ମରିବା ଥୟ: ଜାଣନ୍ତୁ କରୋନାର ଏହି ନୂଆ ଭାରିଆଣ୍ଟର ଷ୍ଟଡି ରିପୋର୍ଟ

ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଭାରିଆଣ୍ଟ ନିଓକୋଭକୁ ନେଇ ଏବେ ଚାରିଆଡ଼େ ଆଶଙ୍କା ବୃଦ୍ଧି ପାଇଛି । ତେବେ ଅଧ୍ୟୟନର ରିପୋର୍ଟକୁ ନେଇ ଅଧିକାଂଶ ଲୋକଙ୍କ ମନରେ ଏହା ଭୟ ସୃଷ୍ଟି କରିଛି । ଜାନୁଆରୀ ୨୮ ତାରିଖ ମଧ୍ୟରେ…

ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ, ଦେଖନ୍ତୁ ଫଟୋ

ନନ୍ଦୁରବାର: ଗାନ୍ଧୀଧାମ -ପୁରୀ ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ । ମହାରାଷ୍ଟ୍ରର ନନ୍ଦୁରବର ଷ୍ଟେସନକୁ ପଶୁଥିବା ବେଳେ ଗାଡ଼ି ନମ୍ବର-୧୨୯୯୩ ଗାନ୍ଧୀଧାମ -ପୁରୀ ଏକ୍ସପ୍ରେସରେ ଲାଗିଥିଲା ନିଆଁ । ଏକ୍ସପ୍ରେସ ଟ୍ରେନର…

ସୁମିତଙ୍କ ଓକିଲଙ୍କ ପ୍ରଶ୍ନବାଣର ଚକ୍ରବ୍ୟୁହରେ ଫସିଯିବେ କି ତପସ୍ୱିନୀ? ଦେଖନ୍ତୁ Video

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ବହୁଚର୍ଚ୍ଚିତ ଦମ୍ପତ୍ତି ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କ ପାରିବାରିକ ବିବାଦର ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରି ନାହିଁ । ଦୁହେଁ ପରସ୍ପର ବିରୋଧରେ ଆଇନଗତ…

୧୦ ଡିଗ୍ରୀ ତଳେ ରାଜ୍ୟର ୧୦ ସହର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୧୦ଟି ସହରର ରାତ୍ରି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଛି । ଏହା ସହ କେନ୍ଦୁଝର, ଭବାନୀପାଟଣା ଓ ସୋନପୁର…

ପଞ୍ଚାୟତ ନିର୍ବାଚନ ପରେ କାହାର ଗୁମର ଖୋଲିବେ ପ୍ରସାଦ, କେଉଁ ଦଳ କାହା ସହ କ’ଣ ଡିଲ୍ କରିଛି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସରେ ଏକ ବିସ୍ଫୋରଣ ଘଟିଛି । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ପ୍ରେସ୍ ମିଟର ସମସ୍ତ ବୟାନ ବହୁତ ଗୁମର ଖୋଲି ଦେଇଛି ।…