ଏଣିକି ଶିକ୍ଷକମାନେ ମଦୁଆ ଓ ମଦ ବେପାରୀଙ୍କ ଉପରେ ନଜର ରଖିବେ, କେବଳ ପାଠ ପଢ଼ାଇଲେ ଚଳିବ ନାହିଁ
ନୂଆଦିଲ୍ଲୀ: ମଦକୁ ନେଇ ଅଧିକାଂଶ ରାଜ୍ୟରେ ଅନେକ ସମୟରେ ଅଲଗା ଅଲଗା ନିୟମ ପ୍ରଣୟନ କରାଯାଇଥାଏ । ତେବେ ଏନେଇ ବିହାର ସରକାର ଏକ ନୂଆ ନିୟମ ପ୍ରଣୟନ କରିଛନ୍ତି । ଶିକ୍ଷକମାନେ ପାଠ ପଢ଼ାଇବା ସହିତ ଏଣିକି ଅବୈଧ ମଦ…