ହାର୍ଦ୍ଦିକ ନା ଶାର୍ଦ୍ଦୁଳ ? ନ୍ୟୁଜିଲାଣ୍ଡ ବିପକ୍ଷ ମୁସ୍କିଲ ମ୍ୟାଚରେ କାହାକୁ ଖେଳାଇବେ ଅଧିନାୟକ କୋହଲି

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପରେ ରବିବାର ନିଜର ଦ୍ୱିତୀୟ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ଭେଟିବ । ଏହି ମ୍ୟାଚ୍ ଦୁଇ ଦଳ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । ଏଥିପାଇଁ ଉଭୟ ଦଳ ପ୍ରସ୍ତୁତି ଜୋରଦାର ଚଳାଇଛନ୍ତି ।…

‘ରାଜନୀତିକୁ ଗମ୍ଭୀରତାର ସହ ନେଉ ନାହିଁ କଂଗ୍ରେସ, ଏହି ଦଳ ପାଇଁ ହିଁ ମୋଦୀ ଆହୁରି ଶକ୍ତିଶାଳୀ ହେଉଛନ୍ତି’

ପାଣାଜି : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୋଆ ଗସ୍ତର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାହିଁକି ଆହୁରି ଶକ୍ତିଶାଳୀ ହେଉଛନ୍ତି ତାର କାରଣ କହିଛନ୍ତି । ସେ କହିଛନ୍ତି ଦେଶର ସବୁଠୁ ବଡ…

କ୍ରାଇମବ୍ରାଞ୍ଚ କବଜାରେ ଧରାପଡିଲେ ୨ ନକଲି IAS

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଟିଏ ଟଙ୍କାରୁ ଅଧିକ ଟଙ୍କା ଠକିଥିବା ୨ ନକଲି ଆଇଏଏସ୍ ଅଫିସର ଗିରଫ ହୋଇଛି । ଟ୍ୱିନ ସିଟିରୁ ଉଭୟ ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଗିରଫ ହୋଇଥିବା ୨ ନକଲି ଆଇଏଏସ୍…

ସମ୍‌ ହସ୍ପିଟାଲକୁ ଆଉ ଏକ ସଫଳତା,  3 ଦିନରେ କୋମାରୁ ନୂଆ ଜୀବନ ପାଇଲେ ରୋଗୀ

ଭୁବନେଶ୍ୱର: ସମ୍‌ ହସ୍ପିଟାଲକୁ ଆଉ ଏକ ସଫଳତା । 3 ଦିନରେ କୋମାରୁ ନୂଆ ଜୀବନ ପାଇଲେ ରୋଗୀ । ସମ୍ ହସ୍ପିଟାଲ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟପ୍ରକାଶ ଚୌଧୁରୀଙ୍କ ଆଉ ଏକ ବିରଳ ସଫଳତା । ସମ୍ବଲପୁର କେତନ…

ପୁନିଥଙ୍କ ମୃତ୍ୟୁରେ ଫ୍ୟାନ୍ସଙ୍କୁ ଲାଗିଛି ଶକ୍ତ ଝଟକା: ଜଣେ ଆତ୍ମହତ୍ୟା କଲେ ତ’ ହାର୍ଟ ଆଟାକରେ ଚାଲିଗଲା ଆଉ ୨ ଜୀବନ

ବେଙ୍ଗାଲୁରୁ: କନ୍ନଡ ଫିଲ୍ମ ଅଭିନେତା ପୁନିଥ୍ ରାଜକୁମାର ଆଉ ଏ ଦୁନିଆରେ ନାହାନ୍ତି । ଗତକାଲି ତାଙ୍କର ଅଚାନକ୍ ମୃତ୍ୟୁ ପରେ ଚଳଚ୍ଚିତ୍ର ଦୁନିଆରେ ଶୋକ ଖେଳିଯାଇଛି । ୪୬ ବର୍ଷ ବୟସରେ ହାର୍ଟ ଆଟାକ୍ କାରଣରୁ ପୁନିଥଙ୍କ…

ଶନିବାର ଦିନ କରନ୍ତୁ ଏହି ୫ଟି କାମ, ଆପଣଙ୍କ ଉପରେ ରହିବ ଶନିଦେବଙ୍କ କୃପା

ଓଡ଼ିଶା ଭାସ୍କର ବ୍ୟୁରୋ: ଶନିବାରକୁ ନ୍ୟାୟର ଦେବତା ଶନିଦେବଙ୍କ ବାର ଭାବରେ ଧରାଯାଇଥାଏ । ଶନିଙ୍କୁ ନବଗ୍ରହ ମଧ୍ୟରୁ ପୀଡ଼ା ଦେଉଥିବା ଗ୍ରହ ବୋଲି କୁହାଯାଏ । ହେଲେ ଯଦି କୌଣସି ବ୍ୟକ୍ତି ଶନିଦେବଙ୍କ କୃପା ପ୍ରାପ୍ତ…

କଂଗ୍ରେସ ସହ ପିକେଙ୍କର ବଢ଼ିଲା ଅଡ଼ୁଆ, ବିଜେପିକୁ ଖୁସି କରିବାକୁ ଏହା ଏକ ଚାଲ୍ ଥିଲା କି?

ନୂଆଦିଲ୍ଲୀ: ଗତ କିଛିଦିନ ପୂର୍ବରୁ ରାଜନୀତିକ ନୀତି ନିର୍ଦ୍ଧାରକ ପ୍ରଶାନ୍ତ କିଶୋର କଂଗ୍ରେସର ଖୁବ୍ ନିକଟତର ହେବାରେ ଲାଗିଥିଲେ । ଏପରିକି ପ୍ରଶାନ୍ତ କଂଗ୍ରେସରେ ମିଶିବା ନେଇ ବହୁବାର ଆଲୋଚନା ହେଉଥିଲା । ହେଲେ ଅଚାନକ…

ଦୁର୍ଘଟଣାରୁ ବଞ୍ଚାଇବ ଗୁଗୁଲ ମ୍ୟାପର ଏହି ଫିଚର୍, ନିଶ୍ଚୟ କରନ୍ତୁ ବ୍ୟବହାର

ଓଡ଼ିଶା ଭାସ୍କର ବ୍ୟୁରୋ: ରାସ୍ତାରେ ଗାଡ଼ି ଚଳାଇବା ସମୟରେ ଟ୍ରାଫିକ୍ ନିୟମକୁ ପାଳନ କରିବା ନିହାତି ଆବଶ୍ୟକ । ଟ୍ରାଫିକ୍ ନିୟମ ପାଳନ ନ କରିବା ଆପଣଙ୍କ ଜୀବନ ପ୍ରତି ବିପଦଜନକ ସାବ୍ୟସ୍ତ ହୋଇପାରେ । ଏହା କେବଳ ଆପଣଙ୍କ…

ନଭେମ୍ବର ୧ରୁ ବଦଳିଯିବ ବ୍ୟାଙ୍କ ଚାର୍ଜ, ରେଲୱେ ଟାଇମ୍ ଟେବୁଲ ଓ ଗ୍ୟାସ୍ ସିଲିଣ୍ଡର ବୁକିଂ ନିୟମ

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ପହିଲାରୁ ଦେଶରେ ବହୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଏହି ନିୟମ ପରିବର୍ତ୍ତନର ସିଧାସଳଖ ପ୍ରଭାବ ଆପଣଙ୍କ ପକେଟ୍ ଉପରେ ପଡ଼ିବାର ସମ୍ଭାବନା ରହିଛି ।…

ଦେଶର ଏହି ୫ଟି ରାଜ୍ୟରେ ହେବ ଲଗାଣ ବର୍ଷା

ନୂଆଦିଲ୍ଲୀ: ନଭେମ୍ବର ୧ ପର୍ଯ୍ୟନ୍ତ ଦେଶର ଅନେକ ଦକ୍ଷିଣୀ ରାଜ୍ୟରେ ବର୍ଷାକୁ ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଜିଠାରୁ ନଭେମ୍ବର ୧ ପର୍ଯ୍ୟନ୍ତ ତାମିଲନାଡୁ, କେର ପୁଡୁଚେରୀ, ଆନ୍ଧ୍ର ପ୍ରଦେଶ ଓ…