CHARIDHAM

ପାଣି ଟାଙ୍କିରୁ ବାହାରିଲା ପୁଳା ପୁଳା ଟଙ୍କା: ନୋଟ୍ ଶୁଖାଇବା ପାଇଁ ଅଫିସରଙ୍କ ଯୁଗାଡ଼, ଦେଖନ୍ତୁ ଭିଡ଼ିଓ

ଦମୋହ: ମଧ୍ୟପ୍ରଦେଶର ଦମୋହରେ ଜଣେ ମଦ ବ୍ୟବସାୟୀ ଶଙ୍କର ରାୟଙ୍କ ଘରେ ଚଢ଼ାଉ କରି ୮ କୋଟି ଟଙ୍କା ନଗଦ ଓ ୩ କିଲୋଗ୍ରାମ ସୁନା ଜବତ କରିଛି ଆୟକର ବିଭାଗ । ଆଶ୍ଚର୍ଯ୍ୟକର କଥା ହେଉଛି କି, ନୋଟଗୁଡ଼ିକ ଏକ ପାଣିଟାଙ୍କିରେ…

୪ଟି ୟୁଟ୍ୟୁବ୍ ଚ୍ୟାନେଲ୍, ୭୩ଟି ଟୁଇଟର୍ ହ୍ୟାଣ୍ଡେଲ୍ ହେଲା ବ୍ଲକ୍; ସୋସିଆଲ୍ ମିଡିଆ କଣ୍ଟେଣ୍ଟକୁ ନେଇ ସରକାର ସତର୍କ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ଏବଂ ୟୁଟ୍ୟୁବ୍ ର କିଛି ଚ୍ୟାନେଲ ଏବଂ ହ୍ୟାଣ୍ଡେଲ ବିରୋଧରେ ଆଇଟି ମନ୍ତ୍ରଣାଳୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ଜାଲ୍ କ୍ୟାବିନେଟ୍ ବୈଠକ ସହ ଜଡିତ ବିବାଦୀୟ…

୧୭ ହଜାର ଟଙ୍କା ଦେଲେନି ସୁମିତ, ଆଜି କୋର୍ଟରେ ପିଟିସନ ଦାୟର କରିପାରନ୍ତି ତପସ୍ୱିନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ବହୁଚର୍ଚ୍ଚିତ ପାରିବାରିକ ମାମଲାର ଶୁଣାଣି ତାରିଖ ଦିନକୁ ଦିନ ଘୁଞ୍ଚି ଘୁଞ୍ଚି ଚାଲିଥିବା ବେଳେ ନୂଆ ନୂଆ ଅଡ଼ୁଆ ସୁତାର ଖିଅ ବାହାରୁଛି । ତେବେ ଗତକାଲି ସୁମିତ ସାହୁ ଓ…

କରୋନା ସକ୍ରଂମିତ ହେଲେ ମିଳିବ ୭ ଦିନ ଛୁଟି, କଟିବନି ଦରମା: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଲଖନଉ: ଉତ୍ତରପ୍ରଦେଶରେ ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ଯୋଗୀ ସରକାର ନୂଆ କରୋନା ଗାଇଡଲାଇନ୍ ଜାରି କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଜାରି ହୋଇଥିବା ନୂଆ କରୋନା ଗାଇଡଲାଇନ୍ ଅନୁସାରେ, ଘରୋଇ…

କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ପାଇଁ କେନ୍ଦ୍ର ଜାରି କଲା ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ବିଶେଷଜ୍ଞଙ୍କ କହିବାନୁସାରେ, ଜାନୁଆରୀ ଶେଷ ସୁଦ୍ଧା ସଂକ୍ରମଣ ପିକ୍ କୁ ଯାଇପାରେ । ଏହି ପରିପ୍ରେକ୍ଷୀରେ ସୋମବାର ଦିନ କୋଭିଡ୍ ସାମ୍ପଲ୍ ର ଟେଷ୍ଟିଂ…

ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଜାରି ହେଲା ନୂଆ ଗାଇଡଲାଇନ୍, ବଦଳିଲା ହୋମ୍ ଆଇସୋଲେସନର ସମୟ ଅବଧି

ନୂଆଦିଲ୍ଲୀ: ବିଶ୍ୱରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଖାସ୍ କରି ଆମେରିକା, ଦକ୍ଷିଣ ଆଫ୍ରିକା, ୟୁକେ, ବ୍ରିଟେନ୍ ଭଳି ଦେଶରେ ସଂକ୍ରମଣ ପିକ୍ ରେ ରହିଛି । ପ୍ରତିଦିନ ସେଠାରୁ ଲକ୍ଷ ଲକ୍ଷ ଆକ୍ରାନ୍ତ ଚିହ୍ନଟ…

ଦେଶରେ ଅସମ୍ଭାଳ କରୋନା; ଦିନକରେ ୧,୬୮,୦୬୩ ପଜିଟିଭ ଚିହ୍ନଟ, ବାହାରିଲେ ୪୨୮ ଓମିକ୍ରନ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । ଦିଲ୍ଲୀ ଓ ମହାରାଷ୍ଟ୍ର ଭଳି ସହରରେ କରୋନା ମାମଲା ସାଙ୍ଗକୁ ଓମିକ୍ରନ ମାମଲାକୁ ଅଧିକ ସାମ୍ନାକୁ ଆସୁଛି । ଗତ ୨୪ ଘଣ୍ଟା…

ଆସନ୍ତାକାଲିଠାରୁ ଭିତରକନିକାରେ ପକ୍ଷୀଗଣନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲିଠାରୁ ରାଜ୍ୟର ଭିତରକନିକାରେ ପକ୍ଷୀଗଣନା କାର୍ଯ୍ୟ ଆରମ୍ଭ ହେବ । ଏହି ଗଣନା କାର୍ଯ୍ୟ ପାଇଁ ମୋଟ ୧୬ଟି ଟିମ୍ ନିୟୋଜିତ ହେବା ସହ ପ୍ରତ୍ୟେକ ଟିମରେ ୪ରୁ ୫ ଜଣ ସଦସ୍ୟ ରହିବେ ।…

ଭିଜିଲାନ୍ସ ଜାଲରେ କନଷ୍ଟେବଳ, ୬ଟି ଘରେ ଚାଲିଛି ରେଡ୍

ବାରିପଦା(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ କନଷ୍ଟେବଳ । କନଷ୍ଟେବଳ ନିହାର ରଞ୍ଜନ ଦଣ୍ଡପାଟଙ୍କ ଘରେ ରେଡ୍ ହୋଇଛି । ମୟୂରଭଞ୍ଜ SP ଅଫିସରେ କାର୍ଯ୍ୟ କରନ୍ତି କନଷ୍ଟେବଳ ଦଣ୍ଡପାଟ । କନଷ୍ଟେବଳ ଦଣ୍ଡପାଟଙ୍କ ୬ଟି ଘରେ…

ମେଡିକାଲ୍ ସାଇନ୍ସ ଇତିହାସରେ ପ୍ରଥମ: ମଣିଷ ଶରୀରରେ ଲାଗିଲା ଘୁଷୁରୀର ହୃଦୟ, ଏବେ ଏପରି ରହିଛି ରୋଗୀର ଅବସ୍ଥା

ନୂଆଦିଲ୍ଲୀ: ଆମେରିକାର ଡାକ୍ତର ମାନେ ମେଡିକାଲ୍ ସାଇନ୍ସ ଇତିହାସରେ କୀର୍ତ୍ତିମାନ ସ୍ଥାପନା କରିଛନ୍ତି । ଡାକ୍ତର ମାନେ ଜଣେ ରୋଗୀଅଙ୍କ ଶରୀରରେ ଘୁଷୁରୀର ହାର୍ଟ ଟ୍ରାନ୍ସପ୍ଲାଣ୍ଟ୍ କରିଛନ୍ତି । ସେମାନେ ଜଣେ ୫୭…