ଗଭୀର ଅବପାତରେ ପରିଣତ ହେବ ଲଘୁଚାପ!

ଭୁବନେଶ୍ୱର, ୨୧ ।୧୦(ଓଡ଼ିଶା ଭାସ୍କର): ୱେଲ୍ ମାର୍କ୍ଡ ଲୋ ପ୍ରେସରରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୨୪…

ଜମିବାଡି ବିବାଦକୁ ନେଇ କୁଚିଣ୍ଡାରେ ଟ୍ରିପଲ ମର୍ଡର

କୁଚିଣ୍ଡା, ୨୧ ।୧୦(ଓଡ଼ିଶା ଭାସ୍କର): କୁଚିଣ୍ଡା ମହୁଲପାଲି ଥାନା ଲପଡା ଗାଁରେ ହୋଇଛି ଟ୍ରିପଲ ମର୍ଡର । ଜମିବାଡି ବିବାଦକୁ କେନ୍ଦ୍ର କରି ପଡୋଶୀଙ୍କ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ରମଣରେ ଗୋଟିଏ ପରିବାରର…

ବଢିଲା ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚସୀମା, ଜାଣନ୍ତୁ କେତେ

ନୂଆଦିଲ୍ଲୀ ,୨୧ ।୧୦: କରୋନାକୁ ଦୃଷ୍ଟିରେ ରଖି ଆଗକୁ ଆସୁଥିବା ନିର୍ବାଚନ ପାଇଁ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସୀମା ବୃଦ୍ଧି କରାଯାଇଛି । ୧୦ ପ୍ରତିଶକ ବଢିଛି ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ…

ଭୁବନେଶ୍ୱରୁ ପୁଣି ବାହାରିଲେ ୨୩୯ ପଜିଟିଭ୍ 

ଭୁବନେଶ୍ୱର,୨୧ ।୧୦(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରୁ ୨୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି  । ସେମାନଙ୍କ ମଧ୍ୟରୁ…

୩୦ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମିଳିବ ଦିପାବଳୀ ବୋନସ୍, ଜାଣନ୍ତୁ କେତେ

ନୂଆଦିଲ୍ଲୀ,୨୧ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ବଡ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ୍ ପକ୍ଷରୁ ୩୦ ଲକ୍ଷ ସରକାରୀ କର୍ମଚାରୀଙ୍କୁ ଦିପାବଳୀ ବୋନସ୍ ଦେବା…

ବଦଳିଗଲା ଏଟିଏମରୁ ଟଙ୍କା ଉଠାଣ ନିୟମ, ଜାଣନ୍ତୁ କ’ଣ

ନୁଆଦିଲ୍ଲୀ,୨୧ ।୧୦: ଏଟିଏମରୁ ଟଙ୍କା ଉଠାଣ ନିୟମ ବଳଦିଯାଇଛି । ଏଣିକି ୫୦୦୦ ଟଙ୍କାରୁ ଅଧିକ ଟଙ୍କା ଉଠାଇଲେ ଅତିରିକ୍ତ ଚାର୍ଜ ଦେବାକୁ ପଡିବ । ଦୀର୍ଘ ୮ ବର୍ଷ ହେବ ଏହି ନିୟମ ପରିବର୍ତ୍ତନ ପାଇଁ ଯୋଜନା ଚାଲିଛି । ଏହି…