ଭୁବନେଶ୍ୱରରୁ ପୁଣି ବାହାରିଲେ ୨୧୩ ପଜିଟିଭ୍

ଭୁବନେଶ୍ୱର,୧୯ ।୧୦(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରୁ ୨୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ…

ସୁନା ଦୋକାନରୁ ଲୁଟ୍

କେନ୍ଦୁଝର,୧୯ ।୧୦(ଓଡ଼ିଶା ଭାସ୍କର): କରୋନା ସଙ୍କଟ ମଧ୍ୟରେ ଲୁଟପାଟ୍ ବଢିବାରେ ଲାଗିଛି । ଏହାରି ମଧ୍ୟରେ କେନ୍ଦୁଝର ବାରିଆ ଭଣ୍ଡାବଜାରର ଏକ ଗହଣା ଦୋକାନରୁ ଆଜି ଲୁଟ୍ ହୋଇଛି । ବହୁ ମୂଲ୍ୟର ସୁନାଗହଣା…

ଲଦାଖରେ ଚୀନ୍ ସୈନିକଙ୍କୁ ଧରିଲେ ଭାରତୀୟ ଯବାନ

ଲଦାଖ,୧୯ ।୧୦: ଏଲଏସିକୁ ନେଇ ଉତ୍ତେଜନା ମଧ୍ୟରେ ଲଦାଖରେ ଭାରତୀୟ ସେନାଙ୍କ ହାତରେ ଧରାପଡିଲେ ଜଣେ ଚୀନ୍ ସୈନିକ । ଚୁମର ଡେମଚୌକ ଅଞ୍ଚଳରେ ବୁଲୁଥିବା ବେଳେ ସୈନ୍ୟଙ୍କୁ ଧରିଛନ୍ତି ଭାରତୀୟ ଯବାନ । ବାଟ ଭୁଲି ଭାରତୀୟ…

ଦାଦାବଟି ଯୋଗୁଁ କଟକରୁ ୩ ବନ୍ଧାହେଲେ

କଟକ,୧୯ ।୧୦(ଓଡିଶା ଭାସ୍କର): କଟକରେ ଦାଦାବଟି ଆଦାୟ ଅଭିଯୋଗରେ ୩ ଜଣଙ୍କୁ ଗିରଣ କରାଯାଇଛି । ଦରଘା ବଜାର ଥାନା ଅଞ୍ଚଳର ଅଭିଯୁକ୍ତ ରିୟାଜ ଖାନ୍ ଗିରଫ ହୋଇଥିବା ସୂଚନା ମିଳିଛି । ସେହିପରି କ୍ୟାଣ୍ଟନମୋଣ୍ଟ ଥାନା…

କ୍ଷେପଣାସ୍ତ୍ର SANTର ପରୀକ୍ଷଣ

ଭୁବନେଶ୍ୱର,୧୯ ।୧୦(ଓଡିଶା ଭାସ୍କର): ଓଡ଼ିଶା ସମୁଦ୍ର ଉପକୂଳରେ ହୋଇଛି କ୍ଷେପଣାସ୍ତ୍ର SANTର ପରୀକ୍ଷଣ। ଏକ ଯୁଦ୍ଧ ବିମାନରୁ ଉତ୍‌କ୍ଷେପଣ ପରେ ଲକ୍ଷ୍ୟଭେଦ କରିଛି SANT । ଏହା ଆକାଶରୁ ସ୍ଥଳ ଭାଗକୁ ଲକ୍ଷ୍ୟଭେଦ…