CHARIDHAM

ଗରମ ପାଣି ପିଉଛନ୍ତି କି? ସାବଧାନ! ଭୋଗି ପାରନ୍ତି ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟା

କରୋନା ସମୟରେ ହେଉକି ଶୀତଦିନରେ ଲୋକଙ୍କର ଏକ ଅଭ୍ୟାସରେ ପରିଣତ ହୋଇଛି । ଏହି ଶୀତର ଲହରୀ ବଢିବା ସହିତ କରୋନା ପାଇଁ ଲୋକ ମାନଙ୍କର ନିତିଦିନିଆ ଖାଦ୍ୟ ପେୟରେ ମଧ୍ୟ ବହୁତ ପରିବର୍ତ୍ତନ ଆସିଛି । ଗରମ ପାଣିକୁ ପିଇବା…

ବିପରୀତ ଲିଙ୍ଗ ସହିତ ବନ୍ଧୁତା ଯୌନାକାଂକ୍ଷା ପୂରଣର ଆମନ୍ତ୍ରଣ ନୁହେଁ: ପୋକ୍ସୋ କୋର୍ଟ

ନୂଆଦିଲ୍ଲୀ: ଜଣେ ମହିଳା ଯଦି ବିପରୀତ ଲିଙ୍ଗ ବା କୌଣସି ପୁରୁଷଙ୍କ ସହିତ ବନ୍ଧୁତା କରୁଛନ୍ତି ଏହାର ମାନେ ନୁହେଁ କି ସେ ସେକ୍ସ ପାଇଁ ପ୍ରସ୍ତୁତ । ୧୩ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣି କରି ଏଭଳି ମତ…

ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ମାମଲା: ପୁଣି ୧୫ ଦିନ ଛୁଟିରେ ସୁମିତ୍

ଗଞ୍ଜାମ: ବ୍ରହ୍ମପୁରର ଦମ୍ପତି ତପସ୍ୱିନୀ ଓ ଡାକ୍ତର ସୁମିତ ବିବାଦ ମାମଲା । କର୍ମକ୍ଷେତ୍ରରୁ ଆଉ ୧୫ ଦିନ ଛୁଟିରେ ରହିଲେ ଡାକ୍ତର ସୁମିତ୍ । ଗତକାଲି ଛୁଟି ସରିବା ପରେ ଆଜି ଆଉ ୧୫ ଦିନ ଛୁଟି ମାଗିଲେ ସୁମିତ୍ ।…

ଫାଇଜରର କୋଭିଡ୍ ନିରୋଧୀ ଟାବ୍ଲେଟ: ଏହି ଦେଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଲା ମଞ୍ଜୁରୀ

ନୂଆଦିଲ୍ଳୀ: ଫାଇଜର କମ୍ପାନୀ ନିର୍ମିତ ପ୍ରଥମ କୋଭିଡ ନିରୋଧୀ ବଟିକା ପ୍ୟାକ୍ସଲୋଭିଡକୁ ଯୁକ୍ତରାଷ୍ଟ୍ର ଆମେରିକାର ହେଲଥ୍ ରେଗୁଲେଟର ସ୍ୱୀକୃତି ଦେଇଛି । ୧୨ ବର୍ଷରୁ ଅଧିକ ବୟସ୍କମାନେ ଏହି ବଟିକା ଖାଇପାରିବେ । ଦୁଇ…

ଆମ ପାଇଁ ଗାଈ ମା ସମାନ, ଗୋଧନ ବିଷୟରେ ଆଲୋଚନା କଲେ କିଛି ଲୋକଙ୍କୁ ଅପରାଧ ଲାଗେ: ମୋଦୀ

ବାରଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଉତ୍ତର ପ୍ରଦେଶରେ ନିଜର ସଂସଦୀୟ କ୍ଷେତ୍ର ବାରଣାସୀରେ ଦୁଗ୍ଧ ଉତ୍ପାଦନକାରୀ ଅମୁଲ କମ୍ପାନୀର 'ବନାସ ଡାଏରୀ ସଙ୍କୁଲ' ପ୍ରକଳ୍ପର ଶିଳାନ୍ୟାସ୍ କରିଛନ୍ତି। ଏଥିସହ…

ଥରାଉଛି ଜାଡ଼: ୭ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଥଣ୍ଡା ନେଇ ପୂର୍ବାନୁମାନ । ୭ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ । ସୁନ୍ଦରଗଡ଼, ଝାରସୁଗୁଡ଼ା, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାକୁ…

ଏପ୍ରିଲ ସୁଦ୍ଧା ମିଳି ୧୧ ହଜାର ଶିକ୍ଷକଙ୍କୁ ନିଯୁକ୍ତି: ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ରାଜ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ୫-ଟି ରୂପାନ୍ତର କାର୍ଯ୍ୟକ୍ରମରେ ରୂପାନ୍ତରଣ ସହିତ ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ…

ଘଟିବ ପ୍ରତୀକ୍ଷାର ଅନ୍ତ: ଏହି ତାରିଖରେ OTTରେ ଆସିବ ଭାଇଜାନଙ୍କ ‘ଅନ୍ତିମ’

ମୁମ୍ବାଇ:ବହୁତ ଦିନର ଅପେକ୍ଷାର ଅନ୍ତ ଘଟିବକୁ ଯାଉଛି । ପ୍ରାୟ ଏକ ମାସ ବିଳମ୍ବରେ ଓଟିଟିରେ ଆସିବାକୁ ଯାଉଛି ଫିଲ୍ମ ‘ଅନ୍ତିମ’ । ଦବଙ୍ଗ ଖାନଙ୍କ ବହୁପ୍ରତୀକ୍ଷିତ ଆକ୍ସନ ଫିଲ୍ମ ‘ଅନ୍ତିମ-ଦ ଫାଇନାଲ୍ ଟ୍ରୁଥ୍’ ଓଟିଟିରେ…

ହରିଶ ରାୱତଙ୍କୁ ମନେଇଲେ ପ୍ରିୟଙ୍କା ଗାନ୍ଧୀ!: ବିଧାନସଭା ନିର୍ବାଚନ ପୂର୍ବରୁ ଟଳିଲା କଂଗ୍ରେସର ସଙ୍କଟ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଦେଖା ଦେଇଥିବା ସଙ୍କଟ ଟଳି ଯାଇଛି । ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ମନେଇବାରେ ସଫଳ ହୋଇଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ।…

ଆନ୍ଦୋଳନ କରୁଥିବା କୃଷକଙ୍କୁ ଖଲିସ୍ତାନୀ କହିବା ମାମଲା: ପୋଲିସ ଷ୍ଟେସନରେ ପହଞ୍ଚିଲେ କଙ୍ଗନା

ମୁମ୍ବାଇ: ଶିଖ୍ ସମୁଦାୟ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ମାମଲାରେ ଅଭିନେତ୍ରୀ କଙ୍ଗନା ଗୁରୁବାର ଖାର ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ଯେଉଁଠାରେ ପୋଲିସ୍ ତାଙ୍କୁ ପ୍ରାୟ ଦେଢ଼ ଘଣ୍ଟା ଧରି ପଚରାଉଚରା କରିଥିଲା…