ପୋଲିସ୍ କାର୍ଯ୍ୟାନୁଷ୍ଠାନ ନେଇ ଢିଙ୍କିଆରେ ଉତ୍ତେଜନା: ପୋଲିସ ଅସ୍ଥାୟୀ କ୍ୟାମ୍ପ ନିକଟକୁ ଧସେଇ ପଶିଲେ ଗ୍ରାମବାସୀ
ପାରାଦୀପ: ପୋଲିସ୍ କାର୍ଯ୍ୟାନୁଷ୍ଠାନ ନେଇ ଢିଙ୍କିଆରେ ଉତ୍ତେଜନା । ପାଟଣା ହାଟ ଠାରେ ଥିବା ପୋଲିସ କ୍ୟାମ୍ପ ନିକଟକୁ ଧସେଇ ପଶିଲେ ଗ୍ରାମବାସୀ କ୍ଷ ଗୋଟିଏ ପଟେ ସୀମାନିର୍ଦ୍ଧାରଣକୁ ନେଇ ଗ୍ରାମବାସୀ ପ୍ରଶାସନକୁ ବିରୋଧ…