fbpx

ଆସନ୍ତାକାଲି ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫ା୧(ଓଡ଼ିଶା ଭାସ୍କର): ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଯିବେ । ସେ ପୁରୀରେ ଶ୍ରୀଜିଉଙ୍କ ଦର୍ଶନ କରିବେ । ସେଠାରେ ଦର୍ଶନ କରିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ…

ନିର୍ଭୟା ମାମଲା, ମୁକେଶର ଡ଼େଥ ୱାରେଣ୍ଟରେ ରୋକ ଲଗାଇବାକୁ ମନାକଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ, ୧୫ା୧: ନିର୍ଭୟା ଦୋଷୀଙ୍କୁ ଫାଶୀରେ ବିଳମ୍ବ ହୋଇପାରେ ବୋଲି ସୂଚନା ମିଳିଛି । ଜାନୁଆରୀ ୨୨ରେ ଫାଶୀ ଦିଆଯାଇ ନପାରେ । କ୍ଷମା ଆବେଦନ ନିଷ୍ପତ୍ତି ପରେ ଦୋଷୀଙ୍କୁ ୧୪ଦିନ ମିଳିବ । ଏନେଇ ଏଏସଜି ଓ ଦିଲ୍ଲୀ…

ଶାରଦା ମାଇନ୍ସକୁ ମିଳିଲା ଅନୁମତି

ଭୁବନେଶ୍ୱର,୧୫ ।୧(ଓଡିଶା ଭାସ୍କର): ଓଡିଶାରେ ଶାରଦା ମାଇନ୍ସକୁ ଖଣି ଉତ୍ତୋଳନ ପାଇଁ ମିଳିଛି ଅନୁମତି । ୯୩୩ କୋଟି ଟଙ୍କାର ଜରିମାନା ଦେବା ପରେ ଏହି ଅନୁମତି ମିଳିଛି । ସିଜେଆଇ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ୩ ଜଣିଆ…

୪ ଘଣ୍ଟା ବରଫରେ ଚାଲି ଗର୍ଭବତୀଙ୍କୁ ମେଡିକାଲରେ ପହଞ୍ଚାଇଲେ ଯବାନ, ମୋଦୀଙ୍କ ସଲାମ୍

ନୂଆଦିଲ୍ଲୀ,୧୫ ।୧: ଭାରତୀୟ ସେନା ଆଜି ୭୨ତମ ସେନା ଦିବସ ପାଳନ କରୁଛି । ସେନା ଦିବସର ଏହି ଅବସରରେ ସମସ୍ତ ଦେଶବାସୀ ସୁରକ୍ଷାରେ ଥିବା ଯବାନଙ୍କୁ ନେଇ ଗର୍ବ ଅନୁଭବ କରୁଛନ୍ତି । ଏହାରି ମଧ୍ୟରେ ଜମ୍ମୁ-କାଶ୍ମୀରରେ ଏପରି…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୫ା୧(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚିଠି ଲେଖିଛନ୍ତି । ଓବିସି ଓ ଏସିବିସିଙ୍କ ପାଇଁ ନିଯୁକ୍ତି କ୍ଷେତ୍ରରେ ଅଧିକ ସ୍ଥାନ ସଂରକ୍ଷଣ…