ହାଇଦ୍ରାବାଦରୁ ଚିହ୍ନଟ ହେଲେ ୩ଟି ନୂତନ ଓମିକ୍ରନ୍ ଆକ୍ରାନ୍ତ, ୭ ବର୍ଷୀୟ ସଂକ୍ରମିତ ମଧ୍ୟ ରହିଛନ୍ତି ସାମିଲ
ହାଇଦ୍ରାବାଦ୍: ଦେଶରେ କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍ କାୟା ବିସ୍ତାର କରିବାରେ ଲାଗିଛି । ପୁଣିଥରେ ୩ଟି ନୂତନ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୩ଟି ମାମଲା ହାଇଦ୍ରାବାଦ୍ ରୁ ଚିହ୍ନଟ ହୋଇଛନ୍ତି ।…