ସୂର୍ଯ୍ୟ ଓ ରୋହିତଙ୍କ ଧମାକାଦାର ବ୍ୟାଟିଂ; ଶେଷ ଓଭରରେ ବିଜୟ ସହ ଭାରତ ୧-୦ରେ ଆଗୁଆ

ନୂଆଦିଲ୍ଲୀ: ଜୟପୁରରେ ଅନୁଷ୍ଠିତ ପ୍ରଥମ ଦିନିକିଆକୁ ଜିତି ନେଇଛି ଭାରତ । ଶେଷ ଓଭର ଥ୍ରିଲରକୁ ଜିତିବା ସହିତ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି । ୧୬୫ରନର ପିଛା କରୁଥିବା ଭାରତ ପକ୍ଷରୁ ସୂର୍ଯ୍ୟ କୁମାର ଯାଦବ ଚମକ୍ରାର…

ଭାରତରେ ଗୁଗଲର ବଡ଼ ଇଭେଣ୍ଟ, ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ: ପ୍ରତିବର୍ଷ ଗୁଗଲ ଭାରତରେ ‘ଗୁଗଲ ଫର ଇଣ୍ଡିଆ’ର ଆୟୋଜନ କରିଥାଏ । ଏହି ସମୟରେ କମ୍ପାନୀ ଭାରତକୁ ନେଇ ଏହାର ଯୋଜନା ବିଷୟରେ କହିଥାଏ । ଭାରତୀୟ ୟୁଜର୍ସଙ୍କ ଅନୁଯାୟୀ ନୂଆ ଫିଚର୍ସ ମଧ୍ୟ ଲଞ୍ଚ କରିଥାଏ ।…

ଆଇନ ଅନୁସାରେ ବୈଧ ନୁହେଁ ନୁସରତ-ନିଖିଲଙ୍କ ବିବାହ: କୋର୍ଟ

କୋଲକାତା ୧୭।୧୧: ଅଭିନେତାରୁ ରାଜନେତା ପାଲଟିଥିବା ନୁସରତ ଜହାଁ ଏବଂ ନିଖିଲ ଜୈନଙ୍କ ବିବାହ ଆଇନତଃ ବୈଧ୍ୟ ନୁହେଁ। ଏମିତି ଟିପ୍ପଣୀ କରିଛନ୍ତି କୋଲକାତାର ଏକ ଅଦାଲତ। କିଛି ଦିନ ପୂର୍ବେ ତୃଣମୂଳ କଂଗ୍ରେସ(ଟିଏମସି)ର…

ଭାରତୀୟ ରେଳବାଇର ବଡ ଘୋଷଣା: ଏତିକି ଟଙ୍କା ଶସ୍ତା ହେବ ରେଳଯାତ୍ରା!

ନୂଆଦିଲ୍ଳୀ: ଦେଶରେ ଖୁବଶୀଘ୍ର ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବାକୁ ଯାଉଛି । ମହାମାରୀ ପୂର୍ବ ସମୟ ଭଳି ଟ୍ରେନ୍ ଚାଲିବ । କୋଭିଡ୍ ସ୍ୱତନ୍ତ୍ର ମେଲ ଓ ଏକ୍ସପ୍ରେସ୍ ଟ୍ରେନର ଚଳାଚଳ ବନ୍ଦ କରିବାକୁ ଗତ ସପ୍ତାହରେ ରେଳବାଇ…

ପ୍ଲାନ ପରିବର୍ତ୍ତନ କଲା BSNL, ଗ୍ରାହକଙ୍କୁ ମିଳିବ ୮ ଜିବି ଡାଟାର ଫାଇଦା

ଭାରତ ସଂଞ୍ଚାର ନିଗମ ଲିମେଟେଡ BSNL ଏହାର ୧୮୭ ଟଙ୍କା ପ୍ଲାନରେ କରିଛି ପରିବର୍ତ୍ତନ । ଏହି ପ୍ଲାନରେ ଏବେ ଗ୍ରାହକଙ୍କୁ ୨୪ ଦିନ ପରିବର୍ତ୍ତେ ୨୮ ଦିନର ବୈଧତା ମିଳିବାକୁ ଯାଉଛି । ଏହା ସହ କମ୍ପାନୀରେ ଏହି ପ୍ଳାନରେ…

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମଦିବସକୁ ଛୁଟିଦନ ଘୋଷଣା

ଭୁବନେଶ୍ୱର: ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମଦିବସକୁ ଛୁଟିଦିନ ଘୋଷଣା କଲେ ରାଜ୍ୟ ସରକାର । ମେ’ ୧୬ ଜନ୍ମ ଦିବସକୁ ଛୁଟିଦିନ ଭାବେ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ । ମେ’୧୬ ବୈଶାଖ ପୂର୍ଣ୍ଣିମା ଦିନ ପଡ଼ିଥାଏ ପଣ୍ଡିତ…

ଗପ୍ଟିଲ୍ ଓ ଚାପମ୍ୟାନଙ୍କ ଅର୍ଦ୍ଧଶତକ: ଭାରତ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ

ନୂଆଦିଲ୍ଳୀ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଉଥିବା ପ୍ରଥମ ଟି-୨୦ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ୧୬୪ ରନ ସଂଗ୍ରହ କରିଛି ନ୍ୟୁଜିଲାଣ୍ଡ । ନିର୍ଦ୍ଧାରିତ ଓଭରରେ ନ୍ୟୁଜିଲାଣ୍ଡ ୬ ୱିକେଟ ହରାଇ ୧୬୪ ରନ…

କୂଳଭୂଷଣଙ୍କୁ ଅପିଲ କରିବାର ସୁଯୋଗ ଦେଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୂଳଭୂଷଣ ଯାଦବଙ୍କୁ ଆଶ୍ୱସ୍ତି । ପାକିସ୍ତାନ କୁଳଭୂଷଣ ଯାଦବଙ୍କୁ ଅନ୍ତରାଷ୍ଟ୍ରୀୟ କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ଅପିଲ କରିବାକୁ ଅଧିକାର ଦେବାକୁ ସଂସଦର…

ଆଇପିଏସ୍ ସ୍ତରରେ ବଡଧରଣର ଅଦଳ ବଦଳ: ବିଦ୍ୟାନନ୍ଦ ଝାଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ଦାୟିତ୍ୱ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବୁଧବାର ଭାରତ ସରକାରଙ୍କ ପକ୍ଷରୁ ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରାଯାଇଛି । ମାନବାଧିକାର କମିଶନ ସହକାରୀ ଡିଜିପି ବିଦ୍ୟାନନ୍ଦ ଝାଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ଅଧିକାରୀ ଭାବରେ…

ମହିଳା ହେବେ ଅଧିକ ସଶକ୍ତ; ୪୬୪୯ ପଞ୍ଚାୟତରେ ବ୍ୟାଙ୍କ କରସପେଣ୍ଡଣ୍ଟ ନିଯୁକ୍ତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ମହିଳା ମାନଙ୍କ ଅର୍ଥନୈତିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ । ମିଶନ ଶକ୍ତି ମା ମାନଙ୍କୁ ସରକାରୀ କାମ ଯୋଗାଇ ଦେବା ଏହାର ଏକ ପ୍ରମୁଖ ମାଧ୍ୟମ । ଏହାକୁ…